ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ପ୍ରଯୋଜକ ନୁହେଁ ବଂର ଜଣେ ପୁତୁରା ହିସାବରେ ଦାଦାଙ୍କୁ ସାହାଜ୍ଯ କରିବା ପାଇଁ ମୁଁ ଆଗେଇ ଆସିଥିଲି । ତେବେ ହଁ ବନ୍ଧୁଗଣ ସେହି ପ୍ରଯୋଜକ ଯେ ଗତ ୨ ଦିନ ତଳେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ତାଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ଆର୍ଥିକ ସାହାଜ୍ଯର ହାତ ବଢାଇବା ପାଇଁ ଆସିଥିଲେ । ତେବେ ପ୍ରଯୋଜକ ସୁତାଂଶୁ ପିନ୍ଟୁ ନନ୍ଦଙ୍କୁ ଚେକ ଦ୍ଵାରା ୫୦ ହଜାର ଟଙ୍କାର ସାଇନ କରିକି ଯାଇଥିଲେ ।
୨ ଦିନ ପରେ ୫୦, ୦୦୦ ଟଙ୍କାର ଚେକଟି ବାଉନ୍ସ ହୋଇଯାଇଥିଲା । ଯେଉଁ କଥା ବହୁ ମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁ କଥାକୁ ଅଭିନେତା ବବି ମିଶ୍ର ଘୋର ବିରୋଦ୍ଧ କରିକି କହିଥିଲେ । ଜଣେ ମଣିଷ ଏପଟେ ଜୀବନ ମରଣ ସହ ଲଢୁଥିବା ବେଳେ ଏପରି କିଛି ମଧ୍ୟ ଲୋକ ଅଛନ୍ତି । ଯେଉଁ ମାନେ ନିଜର ପବ୍ଲିସିଟି ପାଇଁ ଲୋକର ଯେକୌଣସି ସମୟର ଖାତିର ନକରି ପବ୍ଲିସିଟି ପାଇଁ ଏଠାକୁ ଆସି ପ୍ରହସନ କରୁଛନ୍ତି ।
ତେବେ ଜଣଙ୍କର ସ୍ଵାସ୍ଥବସ୍ତା ଗୁରୁତର ସମୟରେ ଏପରି ଆର୍ଥିକ ସାହାଜ୍ଯ କରିବା ନାମରେ ଚେକ ଦେଇ ଚେକଟି ବାଉନ୍ସ ବାହାରିବା । ଏହା ବହୁତ ବଡ ଲଜ୍ୟା ଓ ହାସ୍ୟସପାଦ ଘଟଣା ଅଟେ । ତେବେ ଏପରି ଚିଟିଙ୍ଗ କାମ ଯିଏ ବି କରିବ ସେ ନିହାତି ଭାବରେ ଏହି କୁକର୍ମର ଫଳ ପାଇବ । ତେବେ ସେହି ପ୍ରଯୋଜକ ସୁତାଂଶୁଙ୍କ ନାମରେ ଏପରି କିଛି ମଧ୍ୟ ଅଭିଯୋଗ ଆସିଥିଲା । ଯେଉଁଠାରେ ପିନ୍ଟୁ ନନ୍ଦଙ୍କ ପାଖରେ ଥିବା ଜଣେ ପ୍ରତେକ୍ଷଦର୍ଶୀ କହିଥିଲେ ।
ଯେ ଯେତେବେଳେ ସେହି ପ୍ରଯୋଜକଙ୍କୁ ମୁଁ ଫୋନ କରିକି ବୁଝିଥିଲି । ସେ ମୋତେ କହିଥିଲେ ସମସ୍ତେ ଅଳ୍ପ ଅଳ୍ପ ଟଙ୍କା ଦେଇ ଚାଲିଯାଉଛନ୍ତି । ତାଙ୍କ ନାମ ମିଡିଆରେ ବାହାରୁଛି । ମୁଁ ୫୦, ୦୦୦ ଟଙ୍କା ଦେଇକି ୨ ଦିନ ହେଲା ଆସିଲିଣି । ହେଲେ ମୋ ନାମ କାହିଁକି ମିଡିଆରେ ବାହାରିଲାଣି ସେଥିପାଇଁ ମୁଁ ଜାଣିଶୁଣି ଚେକକୁ ବାଉନ୍ସ କରିଦେଲି ।
ତେବେ ସେହି ପ୍ରଯୋଜକ ବର୍ତ୍ତମାନ ସମୟରେ ଗଣ ମାଧ୍ୟମ ଆଗରେ ପିନ୍ଟୁ ନନ୍ଦ ଓ ତାଙ୍କ ମଧ୍ୟରେ ଥିବା ଦାଦା ଓ ପୁତୁରା ସମ୍ପର୍କ କହିକି ସଫେଇ ଦେଉଛନ୍ତି । ତେବେ ଯଦି ଜଣଙ୍କୁ ହୃଦୟରୁ କିଛି ମଧ୍ୟ ସାହାଜ୍ଯ କରିବା ତେବେ ତାହା ନିହାତି କାର୍ଯ୍ୟକାରୀ ହେବ । ହେଲେ ଲୋକଦେଖାଣିଆ ସାହାଜ୍ଯ କରିକି ପବ୍ଲିସିଟି କରିବା କେତେ ଦୂର ଠିକ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଧନ୍ୟବାଦ