‘ମତେ ଶୀଘ୍ର ଚୌଦାର ନିଅ ନହେଲେ ସେମାନେ ମତେ ମାରିଦେବେ, ନବଙ୍କ ଗୁଣ୍ଡା ଏଇଠି ଅଛନ୍ତି, ମୁଁ ସେମାନଙ୍କୁ ଜାଣିଛି, ସେମାନେ ଖାଲି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ନିଅ ଚୌଦାର ନହେଲେ ଜିବିଭାରି ସ୍ଵର୍ଗଦ୍ଵାର । ତେବେ ହଁ ବନ୍ଧୁଗଣ ଅଭିଯୁକ୍ତ ଗୋପାଳ ଦାସ ମୁହଁରୁ ଏପରି କିଛି ବୟାନ ଶୁଣିବା ପାଇଁ ମିଳିଛି । ତେବେ ଗୋପାଳ ଦାସକୁ ଚୌଦାର ଜେଲ୍ କୁ ନିଆଜିବା ପାଇଁ ପ୍ରସ୍ତୁତି ଜାରୀ ରହିଛି । ତେବେ ଏହି ସମୟ ଅବଧି ମଧ୍ୟରେ ଗୋପାଳକୁ ଝାରସୁଗୁଡା ବ୍ରଜରାଜନଗରର ସବଜେଲ୍ ରେ ରହିବା ପାଇଁ କୁହାଯାଇଛି ।

ତେବେ ଗୋପାଳ କିନ୍ତୁ ଝାରସୁଗୁଡା ଜେଲ୍ ରହିବା ପାଇଁ ଜମାରୁ ମଧ୍ୟ ମନ ବଳାଉନି । କାରଣ ଗୋପାଳର କହିବା ମୁତାବକ ଏଠି ରହିଲେ । ମୋ ଜୀବନ ପ୍ରତି ସବୁ ସମୟରେ ବିପଦ ରହୁଛି । କାରଣ ଏଠାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ବହୁ ମାତ୍ରାରେ ସମର୍ଥକ ମାନେ ନିହାତି ଭାବରେ ରହିଥିବେ । ତେବେ ଏଠାରେ ମୁଁ ରହିବା ମାତ୍ରେ କେତେବେଳେ କୋଉ ମୂହୁର୍ତ୍ତରେ ଯେ ମୋର ପ୍ରାଣ ବାୟୁତ ଉଡିଯିବ ତାହା କହିହେବ ନହିଁ ।

ସେଥିପାଇଁ ଅଭିଯୁକ୍ତ ଗୋପାଳ ଦାସ ହୃଦୟର କରୁଣ ଚିତ୍କାର କରି କହୁଛି । ମୋତେ ଶୀଘ୍ର ନେଇଜାଅ ଚୌଦାର ନହେଲେ ନବ ଦାସଙ୍କ ସମର୍ଥକ ଯେତେବେଳେ ଜାଣିବେ । ମନ୍ତ୍ରୀ ନବ ଦାସଙ୍କୁ ମାରିଥିବା ଅଭିଯୁକ୍ତ ଗୋପାଳ ଏଠାରେ ରହୁଛି । ତେବେ ସେ ମଧ୍ୟ ମୋତେ ମା-ରି ସିଧା ସ୍ଵର୍ଗଦ୍ଵାର ପଠାଇଦେବେ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ guli mada  କରିଛି ବୋଲି ଅଭିଯୁକ୍ତ ଗୋପାଳ ନିଜ ମୁହଁରେ ସ୍ଵୀକାର କରିଛି ।

ତେବେ କାହିଁକି ଓ କଣ ପାଇଁ ଗୋପାଳ ନବ ଦାସଙ୍କୁ ମା-ରିବା ପାଇଁ ଉଦ୍ୟମ କରିଥିଲା । ସେହି କଥା ଏବେ ପର୍ଯ୍ୟନ୍ତ ସ୍ପଷ୍ଠ ହୋଇପାରିନାହିଁ । ଯେଉଁ କାରଣରୁ କ୍ର-ଆ ଇ-ମ ବ୍ରାଞ୍ଚ ଟିମର ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମଧ୍ୟ ତଦନ୍ତ ଜାରୀ ରହିଛି । ତେବେ ଗୋପାଳର ଗୁଜୁରାଟ ଠାରେ କରାଯାଇଥିବା ନାର୍କୋ ଟେଷ୍ଟର ରିପୋର୍ଟ ମଧ୍ୟ କ୍ର-ଆ ଇ-ମ ବ୍ରାଞ୍ଚ ଟିମକୁ ଅନେକ ସମୟରେ ମନ୍ତ୍ରୀ ନବ ଦାସ ହତୟଆ ମାମଲାର ତଦନ୍ତରେ ସାହାଜ୍ଯ କରିବ ବୋଲି ଆଶା ରହୁଛି ।

ତେବେ ଏହାରି ଭିତରେ ଗୋପାଳକୁ ଚୌଦାର ଜେଲକୁ ପଠାଇଯିବାର ବ୍ୟବସ୍ଥା ଜାରୀ ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *