ଫିଲ୍ମ ପ୍ରଡ୍ୟୁସର ଆକାଉଣ୍ଟରେ ୧୦୮ ଟଙ୍କା, ଏସବୁ ଦେଖିଲ ପରେ ବବିଭାଇ ମତେ ଫୋନ କଲା ଆଉ କହିଲା ସେ ଟୋକା ଯେଉଁ ଟଙ୍କା ଦେଇଥିଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବବି ଭାଇ ଫୋନ କଲା । ଯେଉଁ ଟୋକା କାଲି ୫୦, ୦୦୦ ଟଙ୍କାର ଚେକ ଦେଇକି ଯାଇଥିଲା । ସେ ଚେକତା ବାଉନସ ହେଇଛି ମୁ ତାକୁ ମାରିବି । ତେବେ ବର୍ତ୍ତମାନ ସମୟରେ ଏପରି କିଛି ସୂଚନା ମିଳିଛି । ଯେଉଁଠାରେ କି ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଖରାପ ସମୟ ଥିବା ବେଳେ ଅନେକ ଲୋକ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯର ହାତ ବଢାଇଛନ୍ତି । ସେହିଠାରେ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ ୫୦, ୦୦୦ ଟଙ୍କାର ଚେକ ଦେଇଥିବା ବେଳେ ସେହି ଚେକଟି ତାପର ଦିନ ବାଉନସ ହୋଇଯାଇଛି ।

ତେବେ ଏହି ଘଟଣାକୁ ନେଇ ପିନ୍ଟୁ ଭାଇଙ୍କୁ ଦେଖା କରିବାକୁ ଯାଇଥିବା ପ୍ରତେକ୍ଷଦର୍ଶୀଙ୍କର କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ତେବେ ଏଠାରେ ପ୍ରତେକ୍ଷଦର୍ଶୀ ଜଣଙ୍କ କହିଛନ୍ତି । ମୋତେ ସେହି ଫିଲ୍ମ ପ୍ରଯୋଜକ ଜଣଙ୍କ ପିନ୍ଟୁ ଭାଇଙ୍କୁ ଦେଖା କରିକି ତାଙ୍କୁ ୧୦, ୦୦୦ ଟଙ୍କା ଦେବ ବୋଲି ଫୋନ କରିଥିଲା । ତାପରେ ମୋତେ ମଧ୍ୟ ତା’ ସାଥିରେ ଯିବା ପାଇଁ ଡ଼ାକିଥିଲା । ତାପରେ ମୁଁ ଯେତେବେଳେ ପିନ୍ଟୁ ଭାଇଙ୍କୁ ଦେଖା କରିବାକୁ ଯାଇଥିଲି ।

ସେଠାରେ ସେହି ଫିଲ୍ମ ପ୍ରଯୋଜକ ମଧ୍ୟ ପିନ୍ଟୁ ଭାଇଙ୍କୁ ଦେଖା କରି ତାଙ୍କୁ ଟଙ୍କା ଦେବ ବୋଲି ରହିଥିଲା । ତାପରେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାଇ ସେହି ପିଲା ୧୦, ୦୦୦ ଟଙ୍କା ବଦଳରେ ୫୦, ୦୦୦ ଟଙ୍କାର ଚେକ ଦେବ ବୋଲି ସ୍ତିର କରିଥିଲା । ତାପରେ ମୁଁ ମଧ୍ୟ ଦେଖିଛି । ଅଭିନେତା ବବି ମିଶ୍ର ଥିବା ସମୟରେ ହିନ ସେ ଚେକ ସାଇନ କରିଥିଲେ । ତାପର ଦିନ ବବି ଭାଇ ମୋତେ ଫୋନ କରି କହୁଛନ୍ତି ।

କାଲି ପିନ୍ଟୁଙ୍କୁ ୫୦, ୦୦୦ ଟଙ୍କାର ଚେକ ଦେଇଥିବା ଫିଲ୍ମ ପ୍ରଯୋଜକ ଜଣଙ୍କର ଚେକଟି ବାଉନସ ହୋଇଯାଇଛି । ତା’ ଆକାଉଣ୍ଟରେ ମାତ୍ର ୧୦୮ ଟଙ୍କା ପଡିଛି । ବବି ଭାଇ ରାଗିକି କହୁଛନ୍ତି ସେ ପିଲା କୁଆଡେ ଗଲା ମୁ ତାକୁ ମାରିବି । ହେଲେ ସେହି ଫିଲ୍ମ ପ୍ରଯୋଜକକୁ ଯେତେବେଳେ ମୁଁ ଫୋନ କରି ଚେକ ବାଉନସ ହୋଇଯାଇଥିବା ଘଟଣା ପଚାରି ବୁଝିଥିଲି । ସେ କହିଥିଲା ସମସ୍ତେ ପିନ୍ଟୁ ଭାଇଙ୍କୁ ସାହାଜ୍ଯ କରୁଛନ୍ତି ।

ତାଙ୍କର ମିଡିଆରେ ବାଇଟ ବାହାରୁଛି । ମୁଁ ୫୦, ୦୦୦ ଟଙ୍କାର ଚେକ ଦେଇ ମଧ୍ୟ ମୋର କାଇଁ ମିଡିଆରେ ବାହାରୁନି ମୁଁ ସେହି ରାଗରେ ଚେକଟି ବାଉନ୍ସ କରିଦେଇଛି । ତେବେ ଜଣେ ଏପଟେ ଗୁରୁତର ସ୍ଵାସ୍ଥବସ୍ତା ସହ ଲଢୁଥିବା ବେଳେ ଅନ୍ୟ କିଛି ଲୋକ ଏପରି ମଧ୍ୟ ରହିଛନ୍ତି । ଯେଉଁମାନେ ଆର୍ଥିକ ସାହାଜ୍ଯ ନାମରେ ପବ୍ଲିସିଟି ନେବାକୁ ଚାହୁଁଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *