ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ପଛରେ କଣ ପାଇଁ ରହିଥାଏ ଏକା ଭଳି ଏକାଧିକ ଗାଡି । ହଁ ବନ୍ଧୁଗଣ ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ ନାଗରିକ । ତେବେ ରାଷ୍ଟ୍ରପତି ଦେଶର ସବୁଠାରୁ ପଦବୀରେ ଅଧିଷ୍ଟିତ ହୋଇଥାନ୍ତି । କେବଳ ଏତିକି ନୁହେଁ ରାଷ୍ଟ୍ରପତିଙ୍କ ହାତରେ ୩ ସେନାର କମାଣ୍ଡ ରହିଥାଏ । ତେଣୁ ସେଥିପାଇଁ ରାଷ୍ଟ୍ରପତିଙ୍କର ସୁରକ୍ଷାକୁ ଅଧିକ ମାତ୍ରାରେ ପ୍ରାଧାନ୍ୟ ଦିଆଯାଇଥାଏ ।
ଯେଉଁ କାରଣରୁ ରାଷ୍ଟ୍ରପତିଙ୍କ କୌଣସି ସ୍ଥାନକୁ ଗ୍ରସ୍ତ ସମୟରେ ତାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇ ନିଆଯାଇଥାଏ । ଏହା ସହିତ ରାଷ୍ଟ୍ରପତି ଥିବା ଗାଡିର ଆଗ ଓ ପଛରେ ପାଖାପାଖି ୫୦ ରୁ ଅଧିକ ଗାଡି ଯାଇଥାନ୍ତି । ସମସ୍ତ କାରକେଡର ରଙ୍ଗ ମଧ୍ୟ ସମାନ ହୋଇଥାଏ । ତେବେ ଭାରତର ମହାମୟୀ ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସେ ହେଉଛନ୍ତି ଆମ ଭାରତର ଗର୍ବ ଓ ଗୌରବ । ତେବେ ରାଷ୍ଟ୍ରପତି ଯେକୌଣସି ସ୍ଥାନକୁ ମଧ୍ୟ ଯାଇଥାନ୍ତୁ ।
ତାଙ୍କ ପଛରେ ମାଳ ମାଳ ଗାଡି ଯାଇଥାଏ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରେସିଡେନ୍ଟ ବଡିଗାର୍ଡ ପ୍ରତ୍ଯେକଟି ଗାଡିରେ ରହିଥାନ୍ତି । ତେବେ ଏହି ସବୁ ବଡିଗାର୍ଡ ସମସ୍ତେ ହେଉଛନ୍ତି ଗୋଟିଏ ଗୋଟିଏ କମାଣ୍ଡର । ତେବେ ପ୍ରତ୍ଯେକଟି କମାଣ୍ଡରର କାର୍ଯ୍ୟ ହେଉଛି । ରାଷ୍ଟ୍ରପାତ୍ରୀଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଧାନ୍ୟ ଦେବା । ତେବେ ରାଷ୍ଟ୍ରପତିଙ୍କ ଆଗ ଓ ପଛରେ ରହିଥିବା ପ୍ରତ୍ଯେକଟି ଗାଡି ଗୋଟିଏ ଗୋଟିଏ ଟ୍ଯାଙ୍କ ସହ ସମାନ ହୋଇଥାଏ ।
କାରଣ ପ୍ରତ୍ଯେକଟି ଗାଡିରେ ଜଣେ ଟ୍ଯାଙ୍କ ମ୍ୟାନ ମଧ୍ୟ ରହିଥାନ୍ତି । ସବୁ ପରିସ୍ଥିତିକୁ ସାମ୍ନା କରି ଟ୍ଯାଙ୍କ ମ୍ୟାନ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଇଥାନ୍ତି । ରାଷ୍ଟ୍ରପତିଙ୍କ ବଡିଗାର୍ଡରେ ଥିବା ସମସ୍ତ କର୍ମଚାରୀଙ୍କର ଉଚତା ୬ ଫୁଟ୍ ନିହାତି ଭାବରେ ହୋଇବା ଆବଶ୍ୟକ । ତେବେ ରାଷ୍ଟ୍ରପତିଙ୍କର ବିଘ୍ନ କରିବା ପାଇଁ ବହୁତ ଜଣ ଦେଶଦ୍ରୋହୀ ରହିଥାନ୍ତି । ଯଦି ରାଷ୍ଟ୍ରପତିଙ୍କ ଗାଡିର ଆଗ ଓ ପଛରେ ଏକା ରଙ୍ଗର ମାଳ ମାଳ ହୋଇ ଗାଡି ଯାଇଥାଏ ।
ତେବେ ରାଷ୍ଟ୍ରପତିଙ୍କ ଉପରକୁ ଆକ୍ରମଣ କରିବାକୁ ଆସିଥିବା ଶତ୍ରୁମାନଙ୍କର ବହୁତ ଅସୁବିଧା ହୋଇଥାଏ । ଯାହା ଦ୍ଵାରା ସେମାନେ ସହଜରେ ରାଷ୍ଟ୍ରପତିଙ୍କର ଗାଡିକୁ ଚିହ୍ନଟ କରି ଜାଣିପାରିନଥାନ୍ତି । ତେବେ ରାଷ୍ଟ୍ରପତିଙ୍କ ସହିତ ଯାଉଥିବା କାରକେଡ ଯେତେ ଶୃଙ୍ଖଳିତ ଆମ ଦେଶର ଶାସନ ବ୍ୟବସ୍ଥା ମଧ୍ୟ ସେତେ ମାତ୍ରାରେ ଶୃଙ୍ଖଳିତ ବୋଲି ଦର୍ଶାଇ ଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ