ଶପଥ କରିଥିଲି ନବକୁ ମାରିବି ମାରିଦେଲି…ନାର୍କୋ ଟେଷ୍ଟରେ Gopal କହିଲା ସାଂଘାତିକ ସତ, କହିଲା ନବ ଉପରେ ଥିବା ରାଗ କମିଯିବ ବୋଲି ୨ ମାସ ହେବ ଖାଉନଥିଲି ଔଷଧ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶପଥ କରିଥିଲି ନବ ଦାସକୁ ମା-ରିବି ବୋଲି ଓ ମା-ରି ମଧ୍ୟ ଦେଲି । ତେବେ ଗୁଜୁରାଟର ଗାନ୍ଧୀନଗରର DFSS ଠାରେ ଗୋପାଳର ନାର୍କୋ ଟେଷ୍ଟ କାର୍ଯ୍ୟ କରାଯାଉଥିଲା । ତେବେ ସେଠାରେ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲା ସମ୍ପର୍କୀୟ ପ୍ରଶ୍ନ ଗୋପାଳକୁ ପଚରା ଯାଇ ଗୋପାଳ ମୁହଁରୁ ସତ୍ୟ କଥା ଆଣିବା ପାଇଁ ଚାଲିଥିବା ତଦନ୍ତ ଟିମର ପ୍ରୟାସ । ତେବେ ଯେତେବେଳେ ନାର୍କୋ ଟେଷ୍ଟ କାର୍ଯ୍ୟ ସାରି ଗୋପାଳକୁ ଓଡିଶା ଆଣିବାକୁ ପ୍ରସ୍ତୁତି ଚାଲିଥିଲା ।

ତେବେ ଏକ ବିଶେଷ ସୂତ୍ରରୁ ଏପରି କିଛି ମଧ୍ୟ ଗୋପାଳ ମୁହଁରୁ ଶୁଣିବାକୁ ମିଳିଛି ବୋଲି ଖବର ଆସିଛି । ଯେଉଁଠାରେ ଗୋପାଳ କହିଛି । ମୁଁ ଶପଥ କରିଥିଲି । ନବ ଦାସକୁ ମା-ରିବି ବୋଲି ଆଉ ମା-ରି ମଧ୍ୟ ଦେଲି । କାରଣ ନବ ଦାସ ଜଣେ ଜନ ପ୍ରତିନିଧି ଅଟେ । ସତ କିନ୍ତୁ ମୋତେ ସିଏ ଜମାରୁ ମଧ୍ୟ ପସନ୍ଦ ନଥିଲା । ସେ ଜନ ପ୍ରତିନିଧି ହିସାବରେ ଜନତାଙ୍କୁ ଶୋ-ଷ-ଣ କରୁଥିଲା । ସମସ୍ତଙ୍କୁ ନିଜ ଗୁଣ୍ଡାଗିରି ଅନ୍ଦାଜରେ ଡ-ରା-ଇ ଧ-ମ-କା-ଇ ରଖୁଥିଲା ।

ତେଣୁ ଯେତେବେଳେ ନବ ଦାସକୁ ମୁଁ ପାଖରୁ ଦେଖି ଦିଏ । ମୋତେ ବହୁତ ରାଗ ଆସିଯାଉଥିଲା । ହେଲେ ନବ ଦାସକୁ ମା-ରିବି ମା-ରିବି ବୋଲି ସେମିତି କିଛି ଖାସ୍ ସୁଯୋଗ ପାଇନଥିଲି । ତେବେ ମୋତେ ସେହି ଦିନର ହିଁ ଅପେକ୍ଷା ରହିଥିଲା । ଯେଉଁ ଦିନ ନବ ଦାସକୁ ମୁଁ ଅତି କ୍ଳୋଜରୁ ପାଇବି ଆଉ ତାକୁ ମା-ରିବି । ତେବେ ସେହିପରି ଦିନର ଅପେକ୍ଷା କରି କରି ଦୀର୍ଘ ୨ ମାସ ଧରି ମଧ୍ୟ ମୁଁ ମେଡ଼ିସିନ ମଧ୍ୟ ଖାଉନଥିଲି ।

କାରଣ ଗୋପାଳ ଦାସର କହିବା ଅନୁଯାଇ ଗୋପାଳ ଜଣେ ସଟ ଟେମ୍ପରର ବ୍ୟକ୍ତି ଅଟେ । ସେ କଥା କଥାରେ ରାଗିଯାଏ । ତେଣୁ ନିଜର ରାଗକୁ ସଂଯମ କରି ରଖିବା ପାଇଁ ସେ ମେଡ଼ିସିନ ମଧ୍ୟ ସେବନ କରିଥାଏ । କାଳେ ମେଡ଼ିସିନ ଖାଇଦେଲେ ଗୋପାଳର ନବ ଦାସ ଉପରେ ଥିବା ରାଗ ଶାନ୍ତ ହୋଇଯିବ ।

ସେଥିପାଇଁ ଗୋପାଳ ଦୀର୍ଘ ୨ ମାସ ଧରି ନିଜର ମେଡ଼ିସିନ ମଧ୍ୟ ଖାଉନଥିଲା । ଆଉ ଯେଉଁ ଦିନ ମନ୍ତ୍ରୀଙ୍କୁ ଅତି ନିକଟରେ ପାଇଯାଇଥିଲା । ସେହି ଦିନ ମନ୍ତ୍ରୀ ନବ ଦାସ ଉପରେ guli-ମା-ଡ କରିଦେଇଥିଲା ଗୋପାଳ ଦାସ ବୋଲି କହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *