ସତ ମାନିବନି ଗୋପାଳ ! ଗୋପାଳର ବୟାନ ରେକର୍ଡ କରିଛି କି କ୍ରାଇମବ୍ରାଞ୍ଚ ? କେଉଁ ମୋଡ ନେବ ତଦନ୍ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲାରେ ଚାଲୁଥିବା ସମସ୍ତ ତଦନ୍ତରେ ଏବେ ପର୍ଯ୍ୟନ୍ତ ସେପରି କିଛି ଠୋସ ପ୍ରମାଣ କ୍ରାଇମ ଟିମ ହାତରେ ପହଞ୍ଚି ପାରିନାହିଁ । ଯେଉଁ କାରଣରୁ ତଦନ୍ତ ପରେ ତଦନ୍ତ ଗୋଟିଏ ଗୋଟିଏ କରି ବଢି ଚାଲିଛି । ତେବେ ଏଠାରେ ଅନେକଙ୍କର ମତ ରହୁଛି । ଏହା କିଜେ ଗୋପାଳ ଦାସକୁ କେବଳ ଅଭିଯୁକ୍ତ ଭାବରେ ବିଚାର କରି ତାହାରି ଉପରେ କେବଳ ତଦନ୍ତ ଜାରୀ ରଖିଲେ ।

ହୁଏତ ପ୍ରମାଣ ମିଳିବା ପାଇଁ ବହୁତ ସମୟ ଲାଗିଥାଇ ପାରେ । ହୁଏତ ସେପରି ମଧ୍ୟ କିଛି ଠୋସ ପ୍ରମାଣ ମଧ୍ୟ କ୍ରାଇମ ବ୍ରାଞ୍ଚ ହାତକୁ ନଲାଗିପାରେ । ହେଲେ ଯଦି ହ-ତ୍ୟା ମାମଲାକୁ ତଦନ୍ତରେ ବହୁ କିଛି ଏରିଆକୁ ପରିସର କରି କରାଯିବ । ତେବେ ଯାଇକି ତଦନ୍ତରେ ବହୁତ କିଛି ନୂଆ ନୂଆ ତଥ୍ୟ ମିଳିବା ସହ ପ୍ରମାଣ ମଧ୍ୟ ମିଳିବାର ସମ୍ଭାବନା ବହୁତ ମାତ୍ରାରେ ରହୁଛି ।

ତେବେ ମନ୍ତ୍ରୀ ନବ ଦାସଙ୍କ ଦାଦାଙ୍କ କହିବା ଅନୁଯାଇ ନବ ଦାସ ହ-ତ୍ୟା ଉଦ୍ୟମ ପଛରେ ରହିଛି ବହୁତ ବଡ ଟପ ଲେବଲର ଷଡଯନ୍ତ୍ର । ତେବେ ନବ ଦାସଙ୍କର କେହି ବ୍ଯବସାୟିକ କିମ୍ବା ରାଜନୈତିକ ଶତ୍ରୁ ରହିଛନ୍ତି କି ନାହିଁ ସେହି କଥାକୁ ମଧ୍ୟ ତଦନ୍ତର ବିଚାର ଭୁକ୍ତ କରିବା ଆବଶ୍ୟକ । ତେବେ ଯାଇକି ତଦନ୍ତକୁ ବହୁତ କିଛି ପ୍ରମାଣ ମିଳିବ । ତେବେ ଗୁଜୁରାଟର ଗାନ୍ଧିନଗର ଠାରେ ଗୋପାଳର କରାଯାଇଥିବା ନାର୍କୋ ଟେଷ୍ଟରେ ଗୋପାଳ ଦାସକୁ ୨୦ ଟି ପ୍ରଶ୍ନ ପଚରା ଯାଇଥିଲା ।

ତେବେ ସେହି ୨୦ ଟି ପ୍ରଶ୍ନ ମଧ୍ୟରୁ ପ୍ରଥମ ପ୍ରଶ୍ନ ଗୁଡିକ ସରଲ ଥିବା ବେଳେ ତାପରେ ହ-ତ୍ୟା ସମ୍ପର୍କିତ ଜଟିଳ ପ୍ରଶ୍ନ ମଧ୍ୟ ଧୀରେ ଧୀରେ ପଚରା ଯାଇଥିଲା । ତେବେ ସେହି ପ୍ରଶ୍ନ ପଚାରିବା ସମୟରେ ଯେଉଁ ସବୁ ତଥ୍ୟ ଗ୍ରହଣ କରାଯାଇଛି । ତାହାକୁ ହୁଏତ କୋର୍ଟରେ ଦାଖଲ କରାଯାଇ ନପାରେ ।

ହେଲେ ସେହି ତଥ୍ୟକୁ ଆଧାର କରି କ୍ରାଇମ ବ୍ରାଞ୍ଚ ଟିମର ମନ୍ତ୍ରୀ ନବ ଦାସ ହ-ତ୍ୟା ତଦନ୍ତରେ କିଛି ମାତ୍ରାରେ ସାହାଜ୍ଯ କରିପାରେ ।ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *