ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବେନ ପଟ୍ଟନାୟକଙ୍କର ନିଷ୍ପତ୍ତି ଉଡାଇବ ନବ ଦାସ ପରିବାରର ହୋସ୍ । ତେବେ ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀଙ୍କର ଦେହାନ୍ତ ପରେ ରାଜନୀତି ମାହୋଲରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ତେବେ ସେହି ଅପୂରଣୀୟ କ୍ଷତିକୁ ବର୍ତ୍ତମାନ ସମୟରେ କିଏ ପୂରଣ କରିବ ବୋଲି ଚର୍ଚା ଉଠୁଛି । ତେବେ ସୂଚନା ମୁତାବକ ନବ ଦାସଙ୍କ କ୍ଷତିକୁ ତାଙ୍କ ପରିବାରର କେହି ସଦସ୍ୟ ପୂରଣ କରିପାରନ୍ତି ବୋଲି ଚର୍ଚା ଉଠୁଛି ।

ତେବେ ବିଶେଷ କରି ନବ ଦାସଙ୍କର ଝିଅ ଦୀପାଳି ଦାସ ମଧ୍ୟ ରାଜନୀତି କ୍ଷେତ୍ରରେ ବହୁତ ସକ୍ରିୟ ଥିବାର ମଧ୍ୟ ଜଣା ପଡୁଛି । ତେବେ ରାଜନୀତିରେ ଝିଅ ଦୀପାଳି ଯୋଗଦାନ ଦେବେ । ସେ ମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହେବା ପରର କଥା ନୁହେଁ । ଦୀପାଳି ରାଜନୀତିରେ ସକ୍ରିୟ ତାଙ୍କ ବାପା ନବ ଦାସ ପାୱାରରେ ଥିବାବେଳରୁ ହିଁ ଜଣା ପଡୁଥିଲା । ତେବେ ନବ ଦାସ ମଧ୍ୟ ନିଜ ଝିଅକୁ ରାଜନୀତିରେ ଭର୍ତ୍ତି କରିବାର ଆଶା ସେ ସମୟରୁ ହିଁ ଜଣା ପଡିଯାଉଥିଲା ।
ତେବେ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବାପା ନବ ଦାସକୁ ରାଜନୀତି କ୍ଷେତ୍ରରେ ନିଜର ଆଦର୍ଶ ବୋଲି ମାନିଥାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ପରେ ଦୀପାଳି ରାଜନୀତିରେ ନିଜ ବାପାଙ୍କ ସ୍ଥାନରେ ରହିବେ ବୋଲି ଚର୍ଚା ଉଠୁଥିଲା । ସତ କିନ୍ତୁ ଯେତେବେଳେ ନବ ଦାସଙ୍କର ଦ୍ଵାଦଶ କର୍ମରେ ଝିଅ ଦୀପାଳି ଝାରସୁଗୁଡା ବାସିନ୍ଦାଙ୍କୁ ବାପା ଆମ ପରିବାର କରି ଆମର କରି ଛାଡି ଚାଲିଯାଇଛନ୍ତି ବୋଲି କହିଥିଲେ ।
ସେତେବେଳେ ରାଜନୀତିରେ ବାପା ବଦଳରେ ଝିଅ ଲଢିବେ ବୋଲି କଥାଟି ବହୁତ ଚର୍ଚାକୁ ଆସିଥିଲା । ତେବେ କେବଳ ଦୀପାଳି ଦାସ କାହିଁକି ରାଜନୀତି ପରିବାରର ସଦସ୍ୟଙ୍କ ବଦଳରେ ସେହି ପରିବାରର ଅନ୍ୟ ଜଣେ ସଦସ୍ୟ ନିର୍ବାଚନରେ ଲଢିବା । ଏହା ସହିତ ନିର୍ବାଚନରେ ଲଢି ବହୁ ଲୋକପ୍ରିୟତା ହାସଲ କରି ନିର୍ବାଚନ ଜିତିବା ଏଇଟା କିଛି ନୂଆ କଥା ନୁହେଁ । ତେବେ କେବଳ ବାକି ରହିଲା ।

ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବେନ ପଟ୍ଟନାୟକଙ୍କର ନିଷ୍ପତ୍ତି । ତେବେ ଆଗାମୀ ସମୟରେ ହେବାକୁ ଯାଉଥିବା ନିର୍ବାଚନରେ ଟିକେଟ ନବ ଦାସଙ୍କ ଝିଅ ଦୀପାଳିକୁ ମିଳିବ ନା ଆଉ କାହାକୁ ମିଳିବ ତାହା ଆଗାମୀ ସମୟରେ ହିଁ ଜଣା ପଡିଯିବ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

