Gopal କହୁଛି ସମସ୍ତଙ୍କ ଆଗରେ ମୁଁ କହିବି ସତ, ସବୁ ଟିଭି ଆସ, ସବୁ ପେପର ଆସ ମୁଁ ସତ କହିବି କଣ ହୋଇଥିଲା ସେଦିନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ କହୁଛି ସବୁ ଟିଭି ଆସ, ସବୁ ପେପର ଆସ ସତ କହିବି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗୋପାଳ ଦାସର ଏପରି କିଛି ବୟାନ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଚର୍ଚା ହେବାରେ ଲାଗିଛି । ତେବେ ଅଭିଯୁକ୍ତ ବହିସ୍କୃତ ଗୋପାଳ ଦାସ କୁଆଡେ କହୁଛି ? ମୁ ପ୍ରେସ କନଫ୍ରେସିଙ୍ଗ ଚାହେଁ । ତେବେ ଯେତେ ସବୁ ନ୍ଯୁଜ ଛାପିଲା ବାଲା ଅଛ । ସମସ୍ତଙ୍କ ଆଗରେ ମୁଁ ସତ କହିବି ।

ତେବେ ଗୋପାଳ ଦାସ ମୁହଁରୁ ନବ ଦାସ ହତୟଆ ସମ୍ପର୍କିତ ତଥ୍ୟ ଓଗାଳିବା ପାଇଁ ନାର୍କୋ ଟେଷ୍ଟ କରାଯିବା ପାଇଁ ଗୁଜୁରାଟ ନିଆଯାଇଥିଲା । ତେବେ ସେଠାକୁ ଯିବା ସମୟରେ ନ୍ଯୁଜ ପେପରରେ ନବ ଦାସକୁ gulee mada କରିବା ଅଭିଯୋଗରେ ଗୋପାଳ ଦାସ ନିଜକୁ ଟିଭି ଓ ନ୍ଯୁଜରେ ଦେଖି ବହୁତ ଖୁସି ହୋଇଯାଇଥିଲା । ତାପରେ ପାଖରେ ଥିବା ଲୋକଙ୍କୁ ମଧ୍ୟ କହିଥିଲା । ସତରେ କଣ ନବ ଦାସ ମ-ରିଯାଇଛି ।

ତେବେ ଜୀବନରେ କେବେବି ବିମାନରେ ବସିନଥିବା ଗୋପାଳ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ପ୍ରଥମ ଥର ବିମାନରେ ବସିଥିଲା । ଯେଉଁଥି ପାଇଁ ଗୋପାଳ ମଧ୍ୟ ବହୁତ ଖୁସି ହୋଇଯାଇଥିଲା । ତେବେ ନବ ଦାସ ହତୟଆ ସହିତ ଜଡିତ ଥିବା ଗୋପାଳ ବର୍ତ୍ତମାନ ସମୟରେ ତ ବହୁ ଚର୍ଚାରେ ଅଛି । ଏହା ସହିତ ଗୋପାଳ ଦାସ ଏହା ମଧ୍ୟ କହୁଛି । ସବୁ ଟିଭି ଆସ, ସବୁ ପେପର ଆସ । ମୁଁ ଗୋପାଳ ଦାସ ଯାହା କହିବି ସତ କହିବି ।

ମୋ ସବୁ କଥାକୁ ଲେଖିବ ତାହାକୁ ଟିଭିରେ ବାହାର କରିବ । କେଉଁ କାରଣରୁ ମୁଁ ମନ୍ତ୍ରୀ ନବ ଦାସଙ୍କୁ ମ-ଆରିଥିଲି ? ବ୍ୟକ୍ତିଗତ ଶତ୍ରୁତା ନା ମୋ ପରିବାରର କିଛି କ୍ଷତି ମନ୍ତ୍ରୀ ନବ ଦାସ କରିଥିଲା । ନା କୌଣସି ପ୍ରକାର ଷ-ଅଡ-ଯ-ଅନ୍ତ୍ର ଟିମରେ ସୁପାରି ପାଇକି ଏହି ସବୁ କାମ କରିଥିଲି । ଏହି ସବୁ କଥା ସବୁ ଗୋଟି ଗୋଟି କରି ସତ କହିବି ।

ତେବେ ଗୋପାଳ ଦାସର ଏପରି ବୟାନ ସବୁଆଡେ ଚର୍ଚାର ପରିସରକୁ ଆସିଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଓ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *