ବାପା ନବଙ୍କ ସ୍ମୃତି ସଭାରେ ନବଙ୍କ ପୁଅ ଓ ଝିଅ, ଅତିଥିଙ୍କୁ କରୁଛନ୍ତି ସ୍ଵାଗତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କ ବିୟୋଗର ସ୍ମୃତି ସଭାରେ ନବ ଦାସଙ୍କ ପୁଅ ଓ ଝିଅ । ତେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ମନ୍ତ୍ରୀଙ୍କ ପରିବାର ତଥା ବନ୍ଧୁ ପରିଜନ ତଥା ମନ୍ତ୍ରୀଙ୍କ ସମର୍ଥକ ମାନଙ୍କ ବହୁ ବଡ ଏକ ଦୁଃଖ ଖବର ଅଟେ । ତେବେ କହୁ କହୁ ମନ୍ତ୍ରୀ ନବ ଦାସଙ୍କ ବିୟୋଗକୁ ୧୨ ଦିନ ବିତିଯାଇଛି ।

ତେବେ ନବ ଦାସଙ୍କ ବିୟୋଗ ପାଇଁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି । ତେବେ ଝାରସୁଗୁଡା ସାରବାହାଲ ହାଇସ୍କୁଲ ପଡିଆରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି । ତେବେ ବିଶାଳ ଭାବରେ ପ୍ରସ୍ତୁତି କରାଯାଇ ବହୁତ ବଡ ଏରିଆକୁ ନେଇ ନବ ଦାସଙ୍କ ସ୍ମୃତି ସଭା କରାଯାଇଛି । ତେବେ ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳୀ ମଧ୍ୟ ବାପାଙ୍କ ସ୍ମୃତି ସଭାରେ ଉପସ୍ଥିତ ରହିଥିଲେ ।

ତେବେ ସେଠାରେ ବିଶାଲ ଓ ଦୀପାଳି ଉପସ୍ତୁତ ରହି ସଭାକୁ ନିମନ୍ତ୍ରଣ କରାଯାଉଥିବା ଅତିଥିଙ୍କର ଅତିଥି ସତ୍କାର କରୁଥିଲେ । ତେବେ ନବ ଦାସଙ୍କ ବିୟୋଗର ସ୍ମୃତି ସଭାକୁ ବହୁ ବିଶିଷ୍ଠ ତଥା ମାନ୍ୟଗଣ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରଯାଇଥିଲା । ଏହା ସହିତ ନବ ଦାସଙ୍କ ବନ୍ଧୁପରିଜନ ତଥା ନବ ଦାସଙ୍କ ସାଙ୍ଗସାଥି ସମର୍ଥକ ସମସ୍ତଙ୍କୁ ସ୍ମୃତି ସଭାକୁ ନିମନ୍ତ୍ରଣ କରଯାଇଥିଲା ।

ତେବେ ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ବାପାଙ୍କ ଚାଲିଯିବା ଦୁଃଖରେ ଅତ୍ୟନ୍ତ ଦୁଃଖୀ ହୋଇ ଭାଙ୍ଗି ପଡିଛନ୍ତି । ହେଲେ ନିଜ ବାପାଙ୍କ ବିୟୋଗରେ ଦୁଃଖୀ ହେବା ସହିତ ନିଜ ମନର କୋହକୁ ମନରେ ଚାପି ନିଜର ଦୁଃଖକୁ ଭୁଲାଇ ସଭାରେ ଉପସ୍ଥିତ ରହି ସମସ୍ତ ଦାୟିତ୍ଵ ନିର୍ବାହ କରୁଛନ୍ତି । ତେବେ ମନ୍ତ୍ରୀ ନବ ଦାସ ଜଣେ ବହୁତ ବଡ ବିଶିଷ୍ଠ ବ୍ୟକ୍ତି ଥିଲେ ।

ତେବେ ତାଙ୍କ ବିୟୋଗରେ ରାଜନୀତି କ୍ଷେତ୍ରରେ ମଧ୍ୟ ବହୁତ ବଡ ଅପୂରଣୀ କ୍ଷତି ଦେଖିବାକୁ ମିଳୁଛି । ତେବେ ପୂର୍ବତନ କ୍ଯାବିନେଟ ମନ୍ତ୍ରୀ ନବ ଦାସଙ୍କ ଆତ୍ମାର ସଦଗତି ହେଉ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *