ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ କଳାକାର ପିନ୍ଟୁ ନନ୍ଦ ମଦକୁ ଆପଣାଇ ମଦ-ୟପାନ କରିବାର କାରଣ ବଖାଣିଲେ ଓଡିଆ କଳାକାର ସୁମନ ମହାରଣା । ତେବେ ଅଭିନେତା ପିନ୍ଟୁଙ୍କର ଲିଭର ଜନିତ ସମସ୍ଯା ବାହାରି ସ୍ଵାସ୍ଥ ଅବସ୍ଥା ଖରାପ ହୋଇଛି ବୋଲି ସୂଚନା ମିଳିଛି । ତେବେ ସେପରି ଭାବରେ ଡାକ୍ତରୀ ଭାଷାରେ କହିବାକୁ ଗଲେ । ଲିଭର ଖରାପ ହେବାର ଅନେକ ଗୁଡିଏ କାରଣ ମଧ୍ୟ ରହିଥାଏ ।

ହେଲେ ବିଶେଷ ମାତ୍ରାରେ ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ମଦ-ୟପାନ କରୁଥାଏ । ତେବେ ମଧ୍ୟ ତାଙ୍କ ଲିଭର ଜନିତ ସମସ୍ଯା ବାହାରିବାର ସମ୍ଭାବନା ବହୁ ମାତ୍ରାରେ ବଢିଯାଇଥାଏ । ତେବେ ଅଭିନେତା ସୁମନ ମହାରଣାଙ୍କ କହିବା ଅନୁସାରେ ପିନ୍ଟୁ ନନ୍ଦ ଜଣେ ବହୁତ ଭଲ ବ୍ୟକ୍ତିତ୍ଵଟିଏ ଅଟନ୍ତି । ତେବେ ପିନ୍ଟୁ ନନ୍ଦ ଅନେକ କିଛି ଦିନ ତଳୁ ମଦ-ୟପାନ କରିବାର ଅଭ୍ଯାସ କରିଦେଇଥିଲେ ।
ଯାହାକି ତାଙ୍କ ବର୍ତ୍ତମାନର ସ୍ଵାସ୍ଥ ସମସ୍ଯାକୁ ବହୁ ମାତ୍ରାରେ ସାଂଘାତିକ କରିଦେଇଛି । ତେବେ ପିନ୍ଟୁ ଭାଇ ମଦ-ୟପାନ କରିବା ପଛରେ ମଧ୍ୟ କିଛି ବ୍ୟକ୍ତିଗତ କାରଣ ରହିଥିଲା । ତେବେ ପିନ୍ଟୁ ନନ୍ଦ ଓ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ କୌଣସି ପ୍ରକାର ପାରିବାରିକ କଳହ କାରଣରୁ କିଛି ଦିନ ତଳେ ବିବାଦ ଉପୁଜିଥିଲା ।
ଯେଉଁ କାରଣରୁ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ତାଙ୍କ ପିଲା ପିନ୍ଟୁଙ୍କ ଠାରୁ ଦୂରରେ ରହୁଥିଲେ । ତେବେ ପିନ୍ଟୁ ନିଜ ବାପା, ମାଆ, ସ୍ତ୍ରୀ ଓ ପିଲାଙ୍କ ଠାରୁ ଦୂରରେ ରହିବା କାରଣରୁ ନିଜକୁ ବହୁତ ଏକୁଟିଆ ମନେ କରୁଥିଲେ । ତେବେ ସେହି ଏକୁଟିଆ ସମୟରେ ପିନ୍ଟୁ ନନ୍ଦଙ୍କ ଦୁଃଖ ତାଙ୍କୁ ବହୁ ଦୁଃଖ ଯନ୍ତ୍ରଣା ଦେଉଥିଲା ।

ତେବେ ସେହି ଦୁଃଖକୁ ଭୁଲିବା ପାଇଁ ପିନ୍ଟୁ ନନ୍ଦ ମଦକୁ ଆପଣାଇଦେଇଥିଲେ । ଏହିପରି କିଛି ଦିନ ଗଲା ପରେ ପିନ୍ଟୁ ନନ୍ଦ ଙ୍କୁ ଜଣ୍ଡିସ ମଧ୍ୟ ହୋଇଥିଲା । ତେବେ ପିନ୍ଟୁ ନନ୍ଦ ସେଥିପାଇଁ ମଧ୍ୟ ମେଡ଼ିସିନର ସେବନ କରୁଥିଲେ । ତେବେ ଭିତରେ ଭିରେ ପିନ୍ଟୁ ଲିଭର ସଂକ୍ରମିତ ହୋଇ ଲିଭର ଡାମେଜ ହେବାକୁ ଲାଗିଥିଲା । ତାପରେ ଡାକ୍ତର ଙ୍କର ପରାମର୍ଶ କ୍ରମେ ପିନ୍ଟୁ ନନ୍ଦ ତାପରେ ଧୀରେ ଧୀରେ କରି ମଦ-ୟପାନ ଛାଡିବାକୁ ଆରମ୍ଭ କରିଥିଲେ ।
ହେଲେ ତାପରେ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥ ଅବସ୍ଥା ବହୁ ଗୁରୁତର ହୋଇଯାଇଥିଲା । ତେବେ ପିନ୍ଟୁଙ୍କର ସ୍ଵାସ୍ଥର ଆରୋଗ୍ଯ ନିମନ୍ତେ ସମସ୍ତ ଓଡିଶାବାସୀ ପ୍ରାଥନା କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

