ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଇଲେନ୍ସ କହୁଛି ପରିବାରରୁ ଜଣଙ୍କୁ ମିଳିବ ଟିକେଟ୍ । ତେବେ ଏପରି କଥା ବର୍ତ୍ତମାନ ସମୟରେ ସବୁଆଡେ ଚର୍ଚାର ପରିସରକୁ ଆସିଯାଇଛି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କର guleemada କରି ହତୟଆ ହେବା ପରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ଏହା ସହିତ ଓଡିଶା ଜଣେ ପ୍ରଭାବସାଳୀ ତଥା ଟାଣୁଆ ନେତାକୁ ହରାଇଛି ବୋଲି ମଧ୍ୟ ଖବର ଆସୁଛି ।

ତେବେ ମନ୍ତ୍ରୀ ନବ ଦାସ କେବଳ ଜଣେ ଟାଣୁଆ ନେତା ନଥିଲେ । ବଂର ସେ ଜଣେ ବିଶିଷ୍ଠ ବ୍ୟବସାୟୀ ମାନଙ୍କ ମଧ୍ୟରୁ ମଧ୍ୟ ଜଣେ ଥିଲେ । ତେବେ କୋଇଲା ତଥା ଅନ୍ୟାନ୍ୟ ଖଣୀ ବ୍ୟବସାୟରେ ସେ ଥିଲେ ବହୁ ଆଗୁଆ । ତେବେ ତାଙ୍କ ବିୟୋଗରେ ଟିକେଟ କାହାକୁ ମିଳିବ ଏହି କଥାକୁ ନେଇ ରାଜନୀତି ମଣ୍ଡଳ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ ଚର୍ଚା ହେଉଛି ।
ତେବେ ବିଜେପି କହୁଛି କ୍ର-ଆଇ-ମ ବ୍ରାଞ୍ଚ ନୁହେଁ ବଂର ସିବିଆଇ ତଦନ୍ତ ହେଉ । ତେବେ ଅନେକ ଲୋକ ଅନେକ ପ୍ରକାର କଥା ମନ୍ତ୍ରୀ ନବ ଦାସଙ୍କ ହତୟଆ ମାମଲାକୁ ନେଇ କହିଲା ବେଳେ ଏହି ସମୟରେ କିନ୍ତୁ ମନ୍ତ୍ରୀ ନବ ଦାସଙ୍କ ପରିବାର ପୁରା ଚୁପ ହୋଇ ବସିଛନ୍ତି । ତେବେ ଯଦିଓ ନିଜ ଘର ପରିବାରର ଜଣେ ମୁରବିକୁ ପରିବାର ହରାଇଛି ।
ତେବେ ଏହି କଥାକୁ ନେଇ ମନ୍ତ୍ରୀ ନବ ଦାସଙ୍କ ଘର ପରିବାର ଲୋକ ଭାଙ୍ଗିପଡିଛନ୍ତି ସତ । କିନ୍ତୁ ନବ ଦାସଙ୍କର ହତୟଆକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା କିନ୍ତୁ ନବ ଦାସଙ୍କ ପୁଅ କିମ୍ବା ଝିଅ କହୁନାହାନ୍ତି । କେବଳ ନବ ଦାସଙ୍କ ଦାଦା ହିଁ ନବ ଦାସଙ୍କ ହତୟଆ ମାମଲା ପଛରେ ଟପ ଲେବଲର ଷ-ଅଡ-ଯ-ଅନ୍ତ୍ର ଅଛି ବୋଲି ମୁହଁ ଖୋଲିଥିଲେ ।

ନଚେତ ନବ ଦାସଙ୍କ ପରିବାରରୁ ଅନ୍ୟ କେହି ମଧ୍ୟ ଏହି ମାମଲାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ରଖୁନାହାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ପରିବାରର ତାଙ୍କ ପୁଅ କିମ୍ବା ଝିଅ ସାଇଲେନ୍ସ ହୋଇ ରହିବା ପଛରେ ଆଉ କିଛି ଉଦ୍ଧେଶ୍ୟ ରହିଛି ବୋଲି ଚର୍ଚା ହେଉଛି ।
ତେବେ ମନ୍ତ୍ରୀ ଦାସଙ୍କ ବିୟୋଗ ପରେ ରାଜନୀତିରେ ସୃଷ୍ଟି ହୋଇଥିବା ଅପୂରଣୀୟ କ୍ଷତି ପାଇଁ ଆଗକୁ ହୋଇଥିବା ନିର୍ବାଚନରେ ପରିବାରରେ କାହାକୁ ଟିକେଟ ମିଳିପାରେ ବୋଲି କଥା ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

