‘ତାରା ପାଗଳ ହୋଇ ଜିନ୍ଦାବାଦ କହିଦେଇଛି, ସେ ଯେମିତି ଗୋଟେ ମନୁଆ ଲୋକ କୋରାପୁଟର ଉନ୍ନତି ଦେଖି ସେ…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୋରାପୁଟର ଉନ୍ନତି ଦେଖି ତାରା ପାଗଳ ହୋଇଯାଇ ଜିନ୍ଦାବାଦ ବୋଲି କହିଦେଇଛି । ତେବେ ସବୁବେଳେ ନିଜର ରୋମାଞ୍ଚକଭରା ମନ୍ତବ୍ୟ ପାଇଁ ଚର୍ଚାରେ ରହୁଥିବା ବିଧାୟକ ସୁର ରାଉତ ପୁଣି ଥରେ ନିଜର ମନ୍ତବ୍ୟକୁ ନେଇ ଚର୍ଚାକୁ ଆସିଯାଇଛନ୍ତି । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ତରା ପ୍ରସାଦ ବାହିନୀପତି ଜଣେ ଅତି ମନୁଆ ଲୋକଟି ଅଟେ ।

ତେବେ ତାଙ୍କ ମନ ଖୁସି ହୋଇଯାଇଛି ବୋଲି ସେ ଏପରି କିଛି ପାଗଳ ଭଳି କହିଦେଇଛନ୍ତି । ହେଲେ ସେପରି କିଛି ମଧ୍ୟ କଥା ଏଠାରେ ନାହିଁ । ତେବେ କୋରାପୁଟ ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କିଛି ଭଲ ଭଲ ପଦକ୍ଷେପ ନେଇଛତି । ଯାହାକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀ ପତି ବହୁ ଖୁସି ହୋଇଯାଇଛନ୍ତି । ତେବେ ବିଧାୟକ ଏତେ ମାତ୍ରାରେ ଖୁସି ହୋଇଯାଇଛନ୍ତି ।

ଯେ ଏକ ସଭା ଅନୁସ୍ଥିତ ହେଉଥିବା ସମୟରେ ସ୍ଟେଜ ଉପରେ କଙ୍ଗ୍ରେଶ ଦଳର ବିଧାୟକ ବିଜେଡି ପାଇଁ ଜିନ୍ଦାବାଦ ଜିନ୍ଦାବାଦ ବୋଲି କହିଦେଇଛନ୍ତି । ତେବେ ବିଧାୟକ ତାରା ପ୍ରସାଦଙ୍କର ଏପରି କାର୍ଯ୍ୟକଳାପକୁ ଦେଖି ରାଜନୀତିରେ ଏବେ ବହୁ ସମାଲୋଚନା ଚାଲିଲାଣି । ଏହି କଥାକୁ ନେଇ ଅନେକ ଲୋକ ଅନେକ କଥା ମଧ୍ୟ ଭାବିବାକୁ ଆରମ୍ଭ କରିଦେଇଛନ୍ତି ।

ତେବେ ଏପରି ହେବା ପରେ ତାରା ପ୍ରସାଦ ବାହିନୀ କଙ୍ଗ୍ରେଶ ଦଳକୁ ଛାଡି ବିଜେଡି ଦଳରେ ପ୍ରବେଶ କରିବେ ବୋଲି ମଧ୍ୟ ଚର୍ଚା ଉଠୁଛି । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ତାରା ଜଣେ ମନୁଆ ପ୍ରକୃତିର ବୋଲି ଏପରି କିଛି କଥା ଖୁସି ହୋଇ ଜୋଷର ସହ କହିଦେଇଛି । ନହେଲେ ସିଏ ବିରୋଧୀ ଦଳର ନେତା ହୋଇ ବିଜେଡି ଦଳର କାହିଁକି ଜିନ୍ଦାବାଦ କହିଥାନ୍ତା ।

ତେବେ ଯେତେ ଯାହା ହେଲେବି ସ୍ଟେଜ ଉପରେ ତାରା ପ୍ରସାଦ ବିଜେଡି ଦଳର ପ୍ରସଂଶା କରି ଜିନ୍ଦାବାଦ କହିବା କିନ୍ତୁ ଠିକ ହେଲା ନାହିଁ । କାରଣ ମୁଖ୍ୟମନ୍ତ୍ରୀ ଯାହା ମଧ୍ୟ କୋରାପୁଟ ଜିଲା ପାଇଁ ଯାହା କରିଛନ୍ତି । ତାହା କଣ ନିଜ ପକେଟରୁ ଖର୍ଚ କରିଛନ୍ତି । ତାହା ସର୍ବ ସାଧାରଣ ପାଣ୍ଠିରୁ ହିଁ ଟଙ୍କା ଆଣି ଜିଲ୍ଲାର ଉନ୍ନତି ପାଇଁ ଭାବୁଛନ୍ତି ।

ତେବେ ତାରା ପ୍ରସାଦ ବାହିନୀ ପତି ବିଜେଡି ଦଳକୁ ଯିବେ କି ନାହିଁ ତାହା କିଛି ସୁର ରାଉତ ସ୍ପଷ୍ଠ କରିନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *