ଅଭିନେତା Pintu Nanda ଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ, ଅର୍ଥ ଯୋଗାଡ କଲେ ଦିଲ୍ଲୀ ଯିବେ ଚିକିତ୍ସା ପାଇଁ, ହେଲେ କିଏ ଦେବ ଲିଭର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ସ୍ଥିତି ଜଟିଳ । ତେବେ ଗତ କିଛି ମାସ ଧରି ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଭଲ ନଥିଲା । ତେବେ ବର୍ତ୍ତମାନ ସମୟରେ ପିନ୍ଟୁଙ୍କୁ ଲିଭର ଶିରୋସିସ ହୋଇଛି ବୋଲି ଡାକ୍ତର କହୁଛନ୍ତି । ତେବେ କିଛି ଦିନ ପୂର୍ବରୁ ପିନ୍ଟୁ ଜଣ୍ଡିସ ସମସ୍ଯାରେ ମଧ୍ୟ ପୀଡିତ ଥିଲେ । ତାପରେ ପରେ ତାଙ୍କ ଲିଭର ସଂକ୍ରମିତ ହୋଇ ଅଧିକରୁ ଅଧିକ ଡାମେଜ ହେବାକୁ ଲାଗିଥିଲା । ତେବେ ଚିକିତ୍ସା କରିବାରୁ ଜଣାପଡିଥିଲା ।

ଏହା କି ପିନ୍ଟୁଙ୍କ ଲିଭର ବହୁ ମାତ୍ରାରେ ଡାମେଜ ହୋଇଯାଇଛି । ତେବେ ଯାହାକୁ ଡାକ୍ତରୀ ଭାଷାରେ ଲିଭର ସିସୋରିଷ ହୋଇଛି ବୋଲି କଥା ଚର୍ଚା ହେଉଛି । ତେବେ ପିନ୍ଟୁ ସ୍ଵାସ୍ଥର ଚିକିତ୍ସା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କରାଯାଉଥିଲା । ତେବେ କିଛି ଦିନ ସେଠାରେ ପିନ୍ଟୁ ନନ୍ଦ ଚିକିତ୍ସିତ ହେବା ପରେ ଏବେ ତାଙ୍କୁ ଘରକୁ ଅଣାଯାଇଛି । ତେବେ ପିନ୍ଟୁଙ୍କର ଲିଭର ଡାମେଜ ହୋଇଯାଇଥିବାରୁ ତାଙ୍କର ଲିଭର ଟ୍ରାନ୍ସପୋର୍ଟ କରାଯିବାର ବ୍ୟବସ୍ଥା ରହିଛି ।

ତେବେ ଅର୍ଥ ଯୋଗାଡ କରି ତାପରେ ପିନ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନିଆଯିବ ବୋଲି ମଧ୍ୟ ବ୍ୟବସ୍ଥା ରହିଛି । ତେବେ ପିନ୍ଟୁଙ୍କୁ ଲିଭର ଡୋନେଟ କରାଗଲେ ହିଁ ତାଙ୍କ ଚିକିତ୍ସା ପାଇଁ କିଛି ମାତ୍ରାରେ ସୁବିଧା ହୋଇଯିବ । ହେଲେ ପିନ୍ଟୁଙ୍କ ଭଉଣୀ ଲିଭର ଡୋନେଟ କରିବାକୁ ରାଜିଥିଲେ ମଧ୍ୟ ଭଉଣୀଙ୍କ ବ୍ଲଡ଼ଗୃପ ମିଶୁନାହିଁ । ତେବେ ଲିଭର ଡୋନର ପାଇଁ ମଧ୍ୟ ଏଠାରେ ସମସ୍ଯା ଉପୁଜିଛି । ତେବେ ଏଠାରେ ଅର୍ଥ ସାଜୁଛି ବାଧକ ।

ତେବେ ପିନ୍ଟୁଙ୍କର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ବର୍ତ୍ତମାନ ସମୟରେ ପଡୁଛି । ତେବେ ପାଖାପାଖି ୫୦ ରୁ ୬୦ ଲକ୍ଷ ଏହି ଚିକିତ୍ସା ନିମନ୍ତେ ଦରକାର ବୋଲି ମଧ୍ୟ ଚର୍ଚା ଚାଲିଛି । ତେବେ ଯାହାକି ବହୁତ ବଡ ଆର୍ଥିକ ସମସ୍ଯାରେ ଅଭିନେତା ପିନ୍ଟୁ ନନ୍ଦ ପଡିଯାଇଛନ୍ତି । ତେବେ ଅଲିଉଡର ସମସ୍ତ କଳାକାର ମାନେ ମିଶି ଏକ ମିଟିଂ କରିଛନ୍ତି ।

ଯେଉଁଠାରେ ସମସ୍ତ କଳାକାର ନିଜ ସକ୍ଷ ଅନୁସାରେ କିଛି କିଛି ଆର୍ଥିକ ସହାୟତା ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ପାଇଁ କରାଯାଉଛି । ଏହା ଛଡା ବହୁ ସଦ ହୃଦୟ ବ୍ୟକ୍ତି ମଧ୍ୟ ପିନ୍ଟୁଙ୍କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ନିହାତି ଭାବରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *