ରାତିରେ Naba Das ଙ୍କ ବିଜନେସ୍ ପାର୍ଟନରଙ୍କୁ hatya ଧମକ ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ guli, ଦେଖନ୍ତୁ କଣ ଥିଲା ପୁରା ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ବହୁ ଚର୍ଚିତ ଘଟଣା ଅନୁଯାଇ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli କରାଯାଇ hatya କରାଯାଇଛି । ତେବେ ମନ୍ତ୍ରୀ ନବ ଦାସ ଏକ ସଭାକୁ ଆସିଥିବା ସମୟରେ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ତାଙ୍କର ସ୍ଵାଗତ ପାଇଁ ବହୁ ଜନ ସମାବେଶ ମଧ୍ୟ ଥିଲା । ତେବେ ଏତେ ଲୋକଙ୍କ ଉପସ୍ଥିତି ଥାଇ ମଧ୍ୟ ମନ୍ତ୍ରୀ ନବ ଦାସ ଗାଡିରୁ ବାହାରିବା ସମୟରେ ତାଙ୍କ ଉପରେ guli ଚାଳନା କରାଯାଇ ଆକ୍ରମଣ କରଯାଇଥିଲା ।

ତେବେ ଜଣେ ପୋଲିସ ସୁରକ୍ଷା ମନ୍ତ୍ରୀଙ୍କ ଦାୟିତ୍ଵରେ ଥାଇ ମଧ୍ୟ ଏପରି ଏକ ଅଭାବନୀୟ kanda ଘଟାଇଥିଲା । ଯାହାକି ବହୁ ଚର୍ଚାର ବିଷୟ ପାଲଟିଛି । ତେବେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ସ୍ଵସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli ଚାଳନା କରିଛି । ତେବେ ସେଠାରେ ମନ୍ତ୍ରୀଙ୍କ ସହିତ guli ଚାଳନା କରାଯିବା ପରେ ତାଙ୍କ ସ୍ଵସ୍ଥ ଅବସ୍ଥା ଗୁରୁତର ହୋଇଯାଇଥିଲା । ତାପରେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାରଲିଫ୍ଟଆଇଏନଜି କରି ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ନେଇଆସିଥିଲେ ।

ତେବେ ସେଠାରେ ମନ୍ତ୍ରୀ ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା । ତେବେ ମନ୍ତ୍ରୀ ନବ ଦାସ ଏବେ ଆମ ସମସ୍ତଙ୍କ ଗହଣରେ ଆଉ ନାହାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କୁ guli mada ପରେ ଏବେ ବହୁ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଯେଉଁଠାରେ କି ବର୍ତ୍ତମାନ ସମୟରେ ଖବର ଆସୁଛି । ଏହା କି ଯେ ମନ୍ତ୍ରୀ ନବ ଦାସଙ୍କର ବ୍ୟବସାୟୀ ସାଥିଙ୍କୁ ମଧ୍ୟ hatya ଧ-ଅମକ ଦିଆଯାଇଛି ।

ତେବେ ସ୍ଵସ୍ଥ ମନ୍ତ୍ରୀ ନବ ଦାସଙ୍କର ବିଜିନେସ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ମଧ୍ୟ ଗତ କାଲି ରାତିରେ hatya ଧ-ଅମକ ଦିଆଯାଇଥିଲା । ତେବେ ଏପରି ଧମକ ପଛରେ ପ୍ରକୃତରେ କିଏ ରହିଛି ତାହା ତ ଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ତେବେ ଏପରି ଧମକ ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ସଞ୍ଜୟ ନନ୍ଦ ନିଜର ସୁରକ୍ଷା ପାଇଁ ସୁନ୍ଦରଗଡ ଥାନାରେ ଏତଲା ଦେଇଛନ୍ତି ।

ତେବେ ମନ୍ତ୍ରୀ ନବ ଦାସଙ୍କ ଶେୟାର ଥିବା ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ହେଉଛନ୍ତି ସଞ୍ଜୟ ନନ୍ଦ । ତେବେ କେବଳ ସଞ୍ଜୟଙ୍କୁ hatya ନୁହେଁ ବଂର ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିବାର ଧ-ଅମକ ମିଳିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *