ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବଦାସଙ୍କ ଶରୀରରେ guli ବାଜିଥିବା କାରଣରୁ ସେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ମନ୍ତ୍ରୀ ଚିକିତ୍ସିତ ହୋଇଥିଲେ ହେଲେ ତାଙ୍କର ସ୍ଵାସ୍ଥ ଅବସ୍ଥାରେ କିଛି ଉନ୍ନତି ଆସିନଥିଲା । ଯାହା ଫଳରେ ମନ୍ତ୍ରୀ ନବ ଦାସଙ୍କର ବିୟୋଗ ଘଟିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମନ୍ତ୍ରୀଙ୍କ ଘର ପରିବାର ଠାରୁ ଆରମ୍ଭ କରି ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ଦୁଃଖର ଛାୟା ଖେଳିଯାଇଥିଲା ।

ତେବେ ମନ୍ତ୍ରୀଙ୍କ ସମ୍ପତ୍ତିବାଡି ଯଦି ଆଲୋଚନା କରିବାକୁ ଯିବା । ତେବେ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଯାବିନେଟ ମନ୍ତ୍ରୀ ମଣ୍ଡଳରେ ଅନେକ ମନ୍ତ୍ରୀ ମାନେ ଅଛନ୍ତି । ହେଲେ ସେହି କ୍ଯାବିନେଟ ମନ୍ତ୍ରୀ ମାନଙ୍କ ଠାରୁ ସବୁଠାରୁ ଅଧିକ ଧନୀ ମନ୍ତ୍ରୀ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଥିଲେ । ତେବେ ନବ ଦାସଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ପାଖାପାଖି ୪୦ କୋଟି ଭଳି ହେବ । ଭାରତ ମୋଟର୍ସ ନାମୀଦାମୀ ବ୍ରାଣ୍ଡର ମହିନ୍ଦ୍ରା ମୋଟର୍ସ ୭୦ ଟି ଗାଡି ଅଛି ।
ତେବେ କୋରୋନା କାଳ ସମୟ ମଧ୍ୟରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ୧୭ ଟି ଗାଡି କିଣିଥିଲେ । ତେବେ ମନ୍ତ୍ରୀ ନବ ଦାସଙ୍କ ପାଖରେ ନିଜର ସୁରକ୍ଷା ନିମନ୍ତେ ୩ ଟି ବ-ଅନ୍ଧୁକ ମଧ୍ୟ ରହିଅଛି । ତେବେ ସେହି ୩ ଟି ବ-ଅନ୍ଧୁକର ଦାମ ପାଖାପାଖି ୩ ଲକ୍ଷ ୫୫ ହଜାର । ତେବେ ସେହି ବ-ଅନ୍ଧୁକ ମଧ୍ୟରୁ ଗୋଟିଏ ବ-ଅନ୍ଧୁକର ଦାମ ପାଖାପାଖି ୧ ଲକ୍ଷ ୨୫ ହଜାର । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସମ୍ପତ୍ତି ମଜଦୁଜ ଅଛି ।

ତେବେ ମନ୍ତ୍ରୀଙ୍କ ଉପରେ କାହାର ବ୍ୟକ୍ତିଗତ କିମ୍ବା ରାଜନୈତିକ ଶତ୍ରୁତା ଥିଲା ତାହା ତ ସ୍ପଷ୍ଠ ହୋଇପାରିନାହିଁ । କାରଣ ମନ୍ତ୍ରୀଙ୍କୁ ହଟାତ guli mada କରିଥିବା ASI ପୋଲିସ କର୍ମଚାରୀ ଗୋପାଳ କୃଷ୍ଣ ଦାସଙ୍କୁ କାବୁ କରି ଏବେ ପଚରା ଉଚରା ଜାରୀ ରହିଛି । ତେବେ ଗୋପାଳଙ୍କର ମାନସ୍ତିତି ଭଲ ନଥିଲା ବୋଲି ଗୋପାଳଙ୍କ ସ୍ତ୍ରୀଙ୍କ ମୁହଁରୁ ପ୍ରତିକ୍ରିୟା ମିଳିପାରିଛି ।
ତେବେ ଗୋପାଳ ଦାସଙ୍କର ମାନସିକ ସ୍ଥିତି ବିଗିଡି ଯିବା କାରଣରୁ ଏପରି ଅଭାବନୀୟ ଘଟଣା ଘଟାଇଛନ୍ତି । ନା ଏହା ପଛରେ ଆଉ କେହି ବ୍ୟକ୍ତିଙ୍କର ଷଡଯନ୍ତ୍ର ରହିଛି ତାହା ତଦନ୍ତ ପରେ ନିଶ୍ଚୟ ସାମ୍ନାକୁ ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

