Guli ମାଡ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das କହିଥିଲେ କିଛି ଏମିତି…ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ଖବର ଅନୁଯାଇ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କର ବିୟୋଗ ଘଟିଛି । ତେବେ ସମସ୍ତଙ୍କର ପ୍ରିୟ ମନ୍ତ୍ରୀ ନବ ଦାସ ଆଉ ସମସ୍ତଙ୍କ ଗହଣରେ ଉପସ୍ଥିତ ନାହାନ୍ତି । ତେବେ କାଉନସିଲର, ଚେୟାରମ୍ୟାନ ତଥା ଅନ୍ୟାୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଝାରସୁଗୁଡାର ଉନ୍ନତି ପାଇଁ ଏକ ସଭାକୁ ଉଦ୍ଘାତାନ କରଯାଇଥିଲା।  ଯେଉଁଥିରେ ଅତିଥି ଭାବରେ ସ୍ଵାସ୍ଥ ନବ ଦାସ ଯୋଗ ଦେବା ପାଇଁ ଆସିଥିଲେ ।

ତେବେ ସେଠାରେ ମନ୍ତ୍ରୀଙ୍କ ଉପରେ ଗୁଳିକାଣ୍ଡ ହେବା ପୂର୍ବରୁ ଏପରି କିଛି ଉନ୍ନତିମୂଳକ ମନ୍ତବ୍ୟ ଝାରସୁଗୁଡବାସୀଙ୍କ ପାଇଁ ଦେଇଥିଲେ । ତେବେ ଝାରସୁଗୁଡା ମ୍ୟୁନିସିପାଲଟି ଏରିଆର ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ସେଥିରେ ବହୁତ କିଛି ଯୋଜନା ରଖାଯାଇଛି । ସମସ୍ତ ଉନ୍ନତି ମୂଳକ ଯୋଜନାକୁ ଗୋଟେ ପରେ ଗୋଟେ କରିବାର ବାକି ଅଛି ।

ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର କହିବା ଅନୁଯାଇ ଝାରସୁଗୁଡା ଉନ୍ନତି ପାଇଁ ଆମେ ସବୁବେଳେ କର୍ମ ତତ୍ପର ହୋଇ ରହିବୁ । ଝାରସୁଗୁଡା ମ୍ଯୁନିସିପାଲଟି ଅଞ୍ଚଳକୁ ବିକାଶ ଉନନୁମୁଖୀ କରାଇବୁ । ପ୍ରତ୍ଯେକଟି ୱାର୍ଡର ପର୍ଯ୍ୟାୟକ୍ରମେ ଉନ୍ନତି ପଥରେ ଆଗେଇ ନେବୁ । ପିଲାଙ୍କର ଆମୋଦପ୍ରମୋଦ ପାଇଁ ସୁନ୍ଦର ପାର୍କ ନିର୍ମାଣ କରିବୁ । ମହିଳାଙ୍କର ଶଶକ୍ତି କରଣ ନିମନ୍ତେ ପ୍ରୟାସ କରିବୁ । ମହିଳାଙ୍କ ଶଶକ୍ତିକରଣ ନିମନ୍ତେ ଗୃହ ନିର୍ମାଣ କରାଯାଇଛି ।

ତେବେ ମନ୍ତ୍ରୀ ନବ ଦାସଙ୍କ କହିବା ଅନୁଯାଇ ଏହିପରି ସମାଜର କିଛି ଉନ୍ନତି କରି କରି ସଂପୂର୍ଣ୍ଣ ଝାରସୁଗୁଡା ତଥା ଓଡିଶାକୁ ଉନ୍ନତି ପଥରେ ଅଗ୍ରସର କରାଇବା ନିମନ୍ତେ ସର୍ବଦା ଚେଷ୍ଟା ଜାରୀ ରଖିବୁ । ତେବେ ଦୁଃଖର କଥା ଏହା କି ଯେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଆଉ ଆମ ଗହଣରେ ନାହାନ୍ତି । ତେବେ ମନ୍ତ୍ରୀ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।

ତେବେ ତାଙ୍କର ତେବେ ମନ୍ତ୍ରୀଙ୍କ ବିୟୋଗରେ ମନ୍ତ୍ରୀଙ୍କର ଆତ୍ମୀୟ ସ୍ଵଜନ ଘର ପରିବାର ତଥା ବନ୍ଧୁବାନ୍ଧବ ସମସ୍ତଙ୍କ ଉପରେ ଦୁଃଖର କଳା ବାଦଲ ଘୋଟିଯାଇଛି । ଏହା ସହିତ ମନ୍ତ୍ରୀମଣ୍ଡଳ ତଥା ଅନ୍ୟାନ୍ୟ ବିଶିଷ୍ଠ ଲୋକବୃନ୍ଦ ମଧ୍ୟ ମନ୍ତ୍ରୀ ନବ ଦାସଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ଆତ୍ମାର ସଦ ଗତି ନିମନ୍ତେ ପ୍ରାଥନା କରୁଛୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *