ଓଡିଆ ଗୃହିଣୀଙ୍କ ସ୍ଵର ଶୁଣି ମନ୍ତ୍ରମୁଗ୍ଧ ହେଲେ ଅଭିନେତା Sonu Sood, ମାଗିଲେ ଫୋନ ନମ୍ବର, କହିଲେ Bollywood ପାଇଁ ଗାଇବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ଗୋଟିଏ ଗୀତ ଗାଇ ଶୁଣାଇଦିଅ । ବହୁତ ଦିନ ହେଲା ତୁମ ମଧୁର କଣ୍ଠରୁ ଗୋଟିଏ ଗୀତ ଶୁଣିନହିଁ । ତେବେ ସୂଚନା ମୁତାବକ ଜଣେ ମହିଳା ଜଣଙ୍କ ଘରର କାମ କରୁଥିଲେ । ତେବେ ସେହି ସମୟରେ ତାଙ୍କ ଝିଅ ଆସି ମା’ ଙ୍କୁ ଏକ ଗୀତ ବୋଲିବା ପାଇଁ କହିଥିଲେ । ହେଲେ ମା’ ଜଣଙ୍କ କାମ ବ୍ୟସ୍ତତା କାରଣରୁ ଗୀତ ବୋଲିବା ପାଇଁ ମନା କରଦେଇଥିଲେ । ତାପରେ ଝିଅ ଜଣଙ୍କ ମା’ ଙ୍କ ମୁହଁରୁ ଗୀତ ଶୁଣିବା ପାଇଁ ବହୁ ଅଳି କରି ବସିଥିଲା ।

ଝିଅ ଜଣଙ୍କ ମା’ ମୁହଁରୁ ଗୀତ ଶୁଣିବା ପାଇଁ ମ’ ଙ୍କୁ ବହୁ ଅନୁରୋଧ ମଧ୍ୟ କରିଥିଲା । ତେବେ ମା’ ଜଣଙ୍କ ଝିଅଙ୍କର ବହୁ ବାର ଅନୁରୋଧ କ୍ରମେ ଏକ ଗୀତ ବୋଲି ଦେଇଥିଲେ । ତାପରେ ମହିଳା ଜଣଙ୍କର ଗୀତ ବୋଲିବା ଭିଡିଓଟି ବର୍ତ୍ତମାନ ସମୟରେ ବହୁ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଏହି ମହିଳା ଜଣଙ୍କର ଗୀତ ଗାଇବା ଭିଡିଓଟି ଦେଖିସାରିଲେଣି । ତେବେ ମହିଳା ଜଣଙ୍କ ମଧ୍ୟ କଣ୍ଠସ୍ଵରକୁ ବହୁତ ଅଳ୍ପ ସମୟରେ ବହୁ ଲୋକପ୍ରିୟତା ମଧ୍ୟ ମିଳିଲାଣି ।

ଯେଉଁ ଗୀତ ଶୁଣି ମହିଳା ଜଣଙ୍କର କଣ୍ଠସ୍ଵର ମଧୁରତାକୁ ବହୁତ ଲୋକ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଏହାକୁ ଦେଖିଥିଲେ । ତାପରେ ମହିଳା ଜଣଙ୍କର ଗୀତ ଶୁଣି ସୋନୁ ମହିଳାଙ୍କର କଣ୍ଠ ବହୁତ ହିଁ ପସନ୍ଦ ଆସିଯାଇଥିଲା । ତାପରେ ବଲିଉଡ ଅଭିନେତା ସୋନୁ କହିଥିଲେ । ତୁମ ନମ୍ବର ଦିଅ ମା’ ଫିଲ୍ମ ପାଇଁ ଗୀତ ଗାଇବ ।

ତେବେ ସୋନୁ ସୁଦଙ୍କୁ ମଧ୍ୟ ମହିଳାଙ୍କ ଗୀତ ଗାଇବା ଶୈଳୀ ଓ କଣ୍ଠସ୍ଵର ବହୁତ ହିଁ ଭଲ ଲାଗିଥିଲା । ତେବେ ମହିଳା ଜଣଙ୍କର ଝିଅଙ୍କର କହିବା ଅନୁଯାଇ ମା’ ତୁମର କଣ୍ଠସ୍ଵର ବହୁତ ହିଁ ମିଠା । ତୁମେ ଯେତେବେଳେ ଗୀତ ଗାଇଥାଅ । ଗୀତ ଶୁଣିବାକୁ ବହୁତ ହିଁ ଭଲ ଲାଗିଥାଏ ।

ତେବେ ମହିଳା ଜଣଙ୍କର ଏହିପରି ଭାବରେ ତାଙ୍କ ମିଠା କଣ୍ଠ ସ୍ଵରରେ ସୁନ୍ଦର ସୁନ୍ଦର ଗୀତ ବୋଲିବା ଜାରୀ ରହୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *