ଭାଇରାଲ ହେଉଛି Rohit Sharma ଙ୍କ ଇଣ୍ଟରଭ୍ୟୁ ‘ଇଶାନ କହିବ, ରାଞ୍ଚିରେ ମୋ ଘର ମୋତେ ଖେଳାଅ !’ ଦେଖନ୍ତୁ କାହିଁକି ଏମିତି କହିଲେ ରୋହିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଇଶାନ କହିବ ରାଞ୍ଚିରେ ମୋ ଘର ମୋତେ ଖେଳାଅ । ହଁ ବନ୍ଧୁଗଣ ରୋହିତ ଶର୍ମାଙ୍କର ଏପରି କିଛି ବୟାନ ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ମନ୍ତବ୍ୟ ପାଇଁ ପ୍ରାୟତଃ ସମୟରେ ଚର୍ଚାର ପରିସରକୁ ଆସିଯାଇଥାନ୍ତି । ତେବେ ଇଶାନ କହିବ । ରାଞ୍ଚିରେ ମୋ ଘର ମୋତେ ଖେଳାଅ ଏହି ମନ୍ତବ୍ୟକୁ କିଛି କଥା ଆଗରେ ରଖି କ୍ରିକେଟର ରୋହିତ ମନ୍ତବ୍ୟ ଦେଇଛନ୍ତି ।

ତେବେ ରଜତ ପାର୍ଟିଦାରକୁ ଏଭଳି କିଛି ମତ କହିଥିବାରୁ ଖବର ମିଳିଛି । ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ଦିନିକିଆ ସିରିଜ ପୂର୍ବରୁ  ଶ୍ରେୟସ୍କରଙ୍କର ସ୍ଥାନରେ ରଜତକୁ ସ୍ଥାନ ମିଳିଥିଲା । ହେଲେ ସିରିଜ ଖେଳିବାକୁ ସୁଯୋଗ ପାଇନଥିବା କହିବାରୁ ରୋହିତ ଶର୍ମା ତାଙ୍କୁ ଏପରି କିଛି କହିଥିଲେ । ତେବେ ରୋହିତ କହିଲେ ଦଳରେ ସ୍ଥାନ ମିଳିଲେ ନିଶ୍ଚୟ ଖେଳିବାକୁ ସୁଯୋଗ ମିଳିବ ବୋଲି ରୋହିତ କହିଛନ୍ତି । ତେବେ ତୃତୀୟ ନମ୍ବରରେ ଭିରାଟ କୋହଲୀ ଓ ଚତୁର୍ଥରେ ଈଶାନ କିଷାନ ଅଛନ୍ତି ।

ଯେଉଁ ମାନେ କି ଦ୍ଵିଶତକ ମାରିବା ପରେ ବି ବାହାରେ ରହିଥିଲେ । ତେବେ ସୂର୍ଯ୍ୟକୁମାର ଯାଦଭ ପଞ୍ଚମ ସ୍ଥାନରେ ଅଛନ୍ତି । ତେବେ ଦୁନିଆ ଜାଣିଛି ସେ କଣ କରିଛନ୍ତି । ତେବେ ଷଷ୍ଠ ସ୍ଥାନରେ ହାର୍ଦ୍ଧିକ ପାଣ୍ଡ୍ୟା ରହିଛନ୍ତି । ତେବେ ରୋହିତ ଶର୍ମାଙ୍କର କହିବା ଅନୁଯାଇ ସବୁ କ୍ରିକେଟରଙ୍କୁ ଖେଳରେ ସୁଯୋଗ ମିଳିବା ଉଚିତ । ହେଲେ ଆମେ ଚାହିଁଲେ ତ କିଛି ହେବନି । ଦଳରେ ସ୍ଥାନ ମିଳିଲେ ହିଁ କ୍ରିକେଟର ମାନେ ସୁଯୋଗ ପାଇଲେ ହିଁ ଖେଳିବେ ।

ତେବେ ରୋହିତ କହିଛନ୍ତି ରଜତଙ୍କୁ ଇନ୍ଦୋରରେ ଖେଳେଇବା ଉଚିତ ଥିଲା । ତେବେ ସେଭଳି କହିବାକୁ ଗଲେ ରାଞ୍ଚିରେ ଖେଳ ହେଲେ ଈଶାନ କିଷାନ କହିବେ ମୋତେ ଖେଳାଅ । କାରଣ ସେଠାରେ ଈଶାନଙ୍କ ଘର । ତେବେ ସେପରି କିଛି ମ୍ଯାଚରେ ହୋଇନଥାଏ । ତେବେ ଖେଳର ଏକ ଯୋଜନା ଅଛି ।

ତେବେ ଅନେକ ଖେଳାଳୀ ସୁଯୋଗରେ ଅଛନ୍ତି । ତେବେ ସ୍ଥାନ ମିଳିଲେ ଖେଳାଳୀ ମାନଙ୍କୁ ଖେଳିବାକୁ ସୁଯୋଗ ଦିଆଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *