ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ ।
୧- ରିଙ୍ଗାଗିଟ କେଉଁ ଦେଶର ମୁଦ୍ରା ?
ଉତ୍ତର- ମ୍ୟାଲେସିୟା ।
୨- ବିଶ୍ଵର ସର୍ବଧିକ ମତଦାତା ଦେଉଥିବା ଦେଶର ନାମ କଣ ?
ଉତ୍ତର- ଭାରତ ।
୩- ବିଶ୍ଵର ସବୁଠାରୁ ବଡ ଦେଶର ନାମ କଣ ?
ଉତ୍ତର- ଋଷ ।
୪- କେଉଁ ଜୀବର ହୃଦୟ ୧ ମିନିଟରେ ୧୦୦୦ ଥର ଧଡକିଥାଏ ?
ଉତ୍ତର- ଝିଟିପିଟି ।
୫- ଅଷ୍ଟ୍ରେଲିୟାର ସନ୍ଧାନ କିଏ କରିଥିଲେ ?
ଉତ୍ତର- ଜେମ୍ସ କୁକ ।
୬- ଦୁନିଆର ସବୁଠାରୁ ପୁରୁଣା ଖେଳର ନାମ କଣ ?
ଉତାର- ପୋଲୋ ।
୭- କବାଡି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ ।
୮- ଫ୍ରିଜକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଶୀତଗୃହ ।
୯- ନେତ୍ରଦାନରେ ନେତ୍ରର କେଉଁ ଭାଗ ଦାନ କରାଯାଏ ?
ଉତ୍ତର- କାର୍ଣ୍ଣିୟା ।
୧୦- ଏମିତି କେଉଁ ଦେଶ ଅଛି ଯେଉଁଠି କପଡା ଉପରେ ଖବରକାଗଜ ଛପାଯାଏ ?
ଉତ୍ତର- ସ୍ପେନ ।
୧୧- କେଉଁ ମଣିଷର ଟିକେଟ ଲାଗେ ନାହି ?
ଉତ୍ତର- ନବଜାତ ଶିଶୁର ।
୧୨- କେଉଁ ସମୁଦ୍ରରେ ମାଛ ରୁହନ୍ତି ନାହି ?
ଉତ୍ତର- ମୃତ ସାଗର ।
୧୩- କେଉଁ ପକ୍ଷୀ ବସା ବାନ୍ଧେ ନାହି ?
ଉତ୍ତର- କୋୟଲ ।
୧୪- ଡିଜିଟାଲ ଇଣ୍ଡିଆର ଆରମ୍ଭ କେବେ ହୋଇଥିଲା ?
ଉତ୍ତର- ୨୧ ଅଗଷ୍ଟ, ୨୦୧୪ ।
୧୫- ଭାରତରେ ସବୁଠାରୁ ଅଧିକ ବର୍ଷା କେଉଁଠି ହୋଇଥାଏ ?
ଉତ୍ତର- ମାସିନରାମ ।
୧୬- ସବୁଠାରୁ ବଡ ଗ୍ରହର ନାମ କଣ ?
ଉତ୍ତର- ବୃହସ୍ପତି ।
୧୭- ସାତ ଟାପୁର ନଗର କାହାକୁ କୁହାଯାଏ ?
ଉତ୍ତର- ମ୍ବାଇ ।
୧୮- ଏଞ୍ଜିଲ ନାମକ ଝରଣା କେଉଁଠି ଅଛି ?
ଉତ୍ତର- ଦକ୍ଷିଣ ଆମେରିକା ।
୧୯- କେଉଁ ସମ୍ବିଧାନ ସଂଶୋଧନ ପଞ୍ଚାୟତି ରାଜା ସହ ସମ୍ବଧିତ ଅଟେ ?
ଉତ୍ତର- ୭୩ ଧାରା ।
୨୦- ବନସ୍ପତି ତେଲର କୃତିମା ଘିଅ ବନାଇବା ପାଇଁ କେଉଁ ଉତପ୍ରେରକର ବ୍ୟବହାର କରାଯାଏ ?
ଉତ୍ତର- ନିକେଲ ।
୨୧- ପୋମୋଞ୍ଜଳି ରେ କାହାର ଅଧ୍ୟୟନ କରାଯାଏ ?
ଉତ୍ତର- ଫଳ ର ।
୨୨- ଭାରତର ସବୁଠାରୁ ବଡ ଡେଲଟା କଣ ?
ଉତ୍ତର- ସୁନ୍ଦରବାନର ଡେଲଟା ।
୨୩- ବିଶ୍ଵର ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ ?
ଉତ୍ତର- ସାଉଦିଆରବ ।
୨୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇବାକୁ କିଣିଥାଉ କିନ୍ତୁ ତାହାକୁ ଖାଇପାରି ନ ଥାଉ ?
ଉତ୍ତର- ପ୍ଳେଟ ।
୨୫- ଭାରତର କେଉଁ ରାଜ୍ୟରେ ମହିଳା ୫ ଦିନ ଯାଏଁ ବିନା ବସ୍ତ୍ରରେ ରହିପାରିବେ ?
ଉତ୍ତର- ହିମାଚଳପ୍ରଦେଶ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।