Interesting Odia GK- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ? କଣ ଆପଣ ଜାଣିଛନ୍ତି ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ 

୧- ଭାରତର ପ୍ରଧାନ ମନ୍ତ୍ରୀ ହେବା ପାଇଁ କେତେ ବର୍ଷ ଆବଶ୍ୟକ ହୋଇଥାଏ ?

ଉତ୍ତର- ୨୫ ବର୍ଷ ।

୨- ସଂସାର ର ସବୁଠାରୁ ବଡ ଫୁଲ ର ନାମ କଣ ?

ଉତ୍ତର- ରେଫ୍ଲେସିୟା ।

୩- ବିଶ୍ଵ ରେ ସବୁଠାରୁ ଅଧିକ ମୋବାଇଲ ତିଆରି କରୁଥିବା ଦେଶରେ ନାମ କଣ ?

ଉତ୍ତର- ଚୀନ ।

୪- କେଉଁ ଧାତୁ ବିଜୁଳି ର ସବୁଠାରୁ ଅଧିକ ସୁଚାଳକ ଅଟେ?

ଉତ୍ତର- ଚାନ୍ଦି । 

୫- ସବୁଠାରୁ ପ୍ରଥମେ GST ଲାଗୁ କରିଥିବା ଦେଶର ନାମ କଣ ?

ଉତ୍ତର- ଫ୍ରାନ୍ସ ।

୬- ଭାରତରେ ଲୌହ ପୁରୁଷ ଙ୍କ ନାମରେ କାହାକୁ ଜଣା ଯାଇଥାଏ ?

ଉତ୍ତର- ସର୍ଦାର ବଲ୍ଲଭ ଭାଇ ପଟେଲ ।

୭- ତାଲା ନଗରି ର ନାମ ରେ କେଉଁ ଜିଲ୍ଲା କୁ ଜଣା ଯାଇଥାଏ ?

ଉତ୍ତର- ଅଲିଗଡ ।

୮- ମାନବ ଶରୀର ର ସବୁଠାରୁ ଛୋଟ ହାଡ ଖଣ୍ଡ କେଉଁ ଠାରେ ରହିଥାଏ ?

ଉତ୍ତର- କାନ ରେ ।

୯- ମାନବ ଶରୀର ର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିପାରେ ?

ଉତ୍ତର- ମସ୍ତିସ୍କ । 

୧୦- ଗାନ୍ଧୀ ଜି ଙ୍କ ପୂର୍ବରୁ ଭାରତୀୟ ନୋଟ ଉପରେ କାହାର ଛବି ଛପା ଯାଉଥିଲା ?

ଉତ୍ତର- ଅଶୋକ ସ୍ତମ୍ବ ର ।

୧୧- ଫଳ ର ରାଣୀ କାହାକୁ କୁହା ଯାଇଥାଏ ?

ଉତ୍ତର- ଲିଚି । 

୧୨- ଭାରତୀୟ ମୁଦ୍ରା ପାଇଁ ପ୍ରତୀକ ଚିହ୍ନ ର ଡିଜାଇନ କିଏ ତିଆରି କରିଥିଲେ ?

ଉତ୍ତର- ଡାକ୍ତର ଉଦୟ କୁମାର ।

୧୩- ୨୦୦ ଟଙ୍କା ର ନୂଆ ନୋଟ ପଛରେ କାହାର ଛବି ରହିଛି ?

ଉତ୍ତର- ସାଞ୍ଚି ସ୍ତୂପ । 

୧୪- ଦିଲ୍ଲୀ ର ଲାଲ କିଲା ର ନିର୍ମାଣ କିଏ କରିଥିଲେ ?

ଉତ୍ତର- ଶାହଜାହନ । 

୧୫- ଭାରତରେ କାହାକୁ ବ୍ୟାଙ୍କ ର ବ୍ଯାଙ୍କ କୁହା ଯାଇଥାଏ ?

ଉତ୍ତର- ଭାରତୀୟ ରିଜର୍ଭ ବ୍ଯାଙ୍କ ।

୧୬- କେଉଁ ବ୍ଯାଙ୍କ ଟି ଭାରତର କେନ୍ଦ୍ରୀୟ ବ୍ଯାଙ୍କ ଅଟେ ?

ଉତ୍ତର- ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ।

୧୭- ରେଳପଥ ର ମୋଟର ଗେଜ ର ଚଉଡା କେତେ ହୋଇଥାଏ ?

ଉତ୍ତର- ୧ ମିଟର ।

୧୮- ଟ୍ରାଫିକ ସିଗନାଲ ର ଆରମ୍ଭ ପ୍ରଥମେ କିଏ କରିଥିଲେ ?

ଉତ୍ତର- ରେଲୱେ ।

୧୯- ମନ୍ଦିର ର ପୂଣ୍ୟ ଭୂମି ଭାରତର କେଉଁ ରାଜ୍ୟ କୁ କୁହା ଯାଇଥାଏ ?

ଉତ୍ତର- ତାମିଲନାଡୁ ।

୨୦- ଫ୍ରିଜ ର ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କବଜ । 

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *