୧୧ ଘଣ୍ଟା ଧରି ପାଗଳ ପରି ମାଟି ଖୋଳୁଥିଲା ହାତୀ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ, ୧୧ ଘଣ୍ଟା ରୁ ଗୋଟିଏ ମାଈ ହାତୀ ମାଟି ଖୋଳୁଥିଲା ଏବଂ ଯେତେବେଳେ ସତ୍ୟତା ସାମ୍ନା କୁ ଆସିଲା ସେତେବେଳେ ଲୋକ ମାନଙ୍କ ଆଖି ଲୁହରେ ପରିପୂର୍ଣ୍ଣ ହୋଇଗଲା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମଣିଷ ହୁଅନ୍ତୁ କି ପଶୁ, ସମସ୍ତଙ୍କ ମଧ୍ୟରେ ମା’ ର ମମତା ଲୁଚି ରହିଥାଏ । ମା କୁ ସର୍ବପ୍ରଥମେ ମନୁଷ୍ୟ ଭଗବାନ ଙ୍କ ଦରଜା ଦେଇଅଛି, ଏବଂ ଆପଣ ନିଜ ମା ଙ୍କ ମଧ୍ୟରେ ଭଗବାନ ଙ୍କୁ ଦେଖିପାରିବେ ।

ଯଦି ଆପଣ ନିଜ ମା’ ଙ୍କ ପୂଜା କରୁଛନ୍ତି ତେବେ ଆପଣଙ୍କ ସମସ୍ତ ଦୁଃଖ ଦରଦ ସମାପ୍ତ ହୋଇଯିବ । ମା’ ଉପରକୁ କୌଣସି ବିପଦ ଆସିଲେ ମା’ ତାକୁ ସହ୍ୟ କରିନେଇଥାଏ କିନ୍ତୁ ପିଲା ଙ୍କ ଉପରକୁ କୌଣସି ବିପତି ଆସିଲେ ମା’ ତାକୁ ସହିପାରି ନଥାଏ । ସେହିଭଳି ଭାବରେ ଆଜି ଆମ୍ଭେ ଏକ ପଶୁର ମମତା ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧୧ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଭାବରେ ମାଟି ଖୋଳିବାକୁ ଲାଗିଥିଲେ ଏବଂ ଯେତେବେଳେ ସତ୍ୟତା ସାମ୍ନା କୁ ଆସିଲା, ସେତେବେଳେ ଉଡିଗଲା ସମସ୍ତଙ୍କର ହୋସ । ଗୋଟିଏ ଜଙ୍ଗଲରୁ ଏହି ଖବର ସାମ୍ନା କୁ ଆସିଛି । ସେଠାରେ ଏକ ଖାଲ ବନି ରହିଥିଲା ଏବଂ ନିଜ ମା’ ଙ୍କ ସହିତ ଏକ ହାତୀଛୁଆ ଯାଉଥିଲା ଏବଂ ସେ ସେହି ଜଙ୍ଗଲରେ ଥିବା ଖାଲରେ ପଡିଗଲା ।

ସେ ଯେତେବେଳେ ସେହି ଖାଲ ଭିତରେ ପଡିଗଲା ସେତେବେଳେ ତାକୁ ବାହାରକୁ ବାହାର କରିବାର ପ୍ରୟାସ କରିଲେ ତ ସେ ବାହାରକୁ ବାହାରି ପାରିଲା ନାହିଁ, ଏବଂ ସେ ୧୧ ଘଣ୍ଟା ପର୍ଯ୍ୟନ୍ତ ସେ ଲଗାତାର ମାଟି ଖୋଳିବାକୁ ଲାଗିଲା ଏବଂ ମାଟି କୁ ଖୋଳି ଖୋଳି ସେ ଜାଣି ପାରୁ ନଥିଲା ଯେ ନିଜ ଛୁଆ ଉପରେ ମଧ୍ୟ ସେ ବହୁତ କାଦୁଅ ପକାଇବାରେ ଲାଗିଛି ।

ରାତିରୁ ସକାଳ ପର୍ଯ୍ୟନ୍ତ ସେ ଏହିଭଳି କରୁଥାଏ ଏବଂ ଯେତେବେଳେ ସକାଳ ହୋଇଗଲା ସେତେବେଳେ ସେ ବହୁତ ହାଲିଆ ହୋଇଯାଇଥିଲା ଏବଂ ହାଲିଆ ହେବା ଫଳରେ ତାହାର ଛୁଆ ସେହି ଖାଲ ଭିତରୁ ବାହାରକୁ ଆସିପାରିଲା ନାହିଁ ଏବଂ ମାଈ ହାତୀ ଟି ବହୁତ ବଡ ପାଟି କରି ଚିଲାଇବାକୁ ଲାଗିଲା ଏବଂ ଆଖପାଖର ଲୋକେ ଯେତେବେଳେ ତାହାର ଆବାଜ ଶୁଣିଲେ ସେତେବେଳେ ସେଠାକାର ଲୋକ ପହଞ୍ଚିଗଲେ ଏବଂ ସେମାନେ ହାତୀ ନିକଟକୁ ଯାଇ ଯେତେବେଳେ ଏହି ଦୃଶ୍ୟ ଦେଖିଲେ ସେତେବେଳେ ତାଙ୍କ ଆଖି ଲୁହରେ ପରିପୂର୍ଣ୍ଣ ହୋଇଗଲା ।

ଏହାପରେ ମାଈହାତୀର ଦୁଃଖ ଦେଖି ଗାଁ ଲୋକମାନେ ଜଙ୍ଗଲ ବିଭାଗ କୁ ଯୋଗାଯୋଗ କରିଲେ । ଏହାପରେ ଜଙ୍ଗଲ ବିଭାଗ ଆସି ହାତିଚୁଆ କୁ ଉଦ୍ଧାର କରିଲେ ଏହାପରେ ମା’ ହାତୀ ଜଣକ ନିଜ ଛୁଆ କୁ ନେଇ ଖୁସି ଖୁସି ଚାଲିଗଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *