ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଭଳି ଦିନରେ ସ୍ଵାମୀ ପାଖରେ ସ୍ତ୍ରୀ ମାନେ ସବୁ ଝଡଝଞ୍ଜା କୁ ସହି ଘରସଂସାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ତେବେ ଜଣେ ଶାଶୁ ଙ୍କ ବୋହୂ ଘରଛାଡି ଅନ୍ୟ ଏକ ଯୁବକ ସହିତ ଚାଲିଯାଇଛନ୍ତି । ଏଥିରେ ବର୍ତ୍ତମାନ ଶାଶୁ ଜଣକ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ଆଜିଭଳି ଦିନରେ ସମାଜ ସେହିଭଳି କରିଦେଇଛି ତଥା ସ୍ତ୍ରୀ ମାନଙ୍କୁ ଏକ ସ୍ଵତନ୍ତ୍ର ପାୱାର ମିଳିଛି । ତେବେ ଏଠାରେ ପ୍ରଶ୍ନ ଯେ ସ୍ତ୍ରୀ ମାନଙ୍କୁ ପାୱାର କିଏ ଦେଲା ? ତାଙ୍କ ବାପ ଘର ଲୋକ ଦେଉଛନ୍ତି କି ?
ଶାଶୁ ଜଣଙ୍କ ଏ ନେଇ କହିଛନ୍ତି ଯେ ବାପ ଘର ଲୋକେ ମଧ୍ୟ ଦେଇପାରନ୍ତି ଏବଂ ସରକାର ମଧ୍ୟ ଦେଉଛନ୍ତି । ଆଜିଭଳି ଦିନରେ ସ୍ଵାମୀ ପଛରେ ରହୁଛି ସ୍ତ୍ରୀ ଆଗକୁ ବାହାରୁଛି । ଏହାଫଳରେ ଧରମ ଭାଇମାନେ ବାହାରୁଛନ୍ତି । କାରଣ ସ୍ଵାମୀ ମାନେ ନିଜ ଘରେ ଜୋକ ହୋଇ ରହୁଛନ୍ତି ଯଦି ସ୍ଵାମୀ କିଛି କହୁଛି ତେବେ ସ୍ତ୍ରୀ ମାନେ ଧମକ ଦେଇ କହୁଛନ୍ତି ଯେ ଆମେ ମରିଯିବୁ, ୟା ତା’ ସାଙ୍ଗରେ ପଳାଇବୁ ।
ତେବେ ଏଥିରେ ସ୍ଵାମୀ କଣ କରିପାରିବ ? ଲଜ୍ୟାକୁ ଜଗି ଲୁଗା ସମସ୍ତେ ପିନ୍ଧିଥାନ୍ତି ତେବେ ସ୍ତ୍ରୀ ଯେତେବେଳେ ସ୍ଵାମୀ କରି ହାତଧରୀ ଘରକୁ ଆଣିଛି, ସେ ଆଉ ବିଶେଷ କଣ କରିପାରିବ ? ଲୋକହସା କୁ ଡଋ ସେ ଘରେ ରହିବାକୁ ବାଧ୍ୟ । ସ୍ଵାମୀ ମାନେ ନିର୍ଯାତିତ ହେଉଛନ୍ତି ତଥା ସ୍ତ୍ରୀ ମାନଙ୍କର ଲକ୍ଷେ ଟୋକା ଦରକାର ।
ତାଙ୍କର ଗୋଟିଏ ସ୍ଵାମୀ ପାଖରେ ତାଙ୍କର ମନ ନାହିଁ । ସେ କହୁଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଘରେ ରହିଲା ଏବଂ ସେମାନେ ଚାରିଆଡେ ବୁଲିବେ । ଯଦିସ୍ଵାମୀ କିଛି ବାଧାବିଘ୍ନ କରିଲା ତେବେ ସେ ଛାଡିଚାଲିଯିବେ । ଶାଶୁ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସମୟରେ ସେ କ’ଣ ସ୍ଵାମୀ ସହିତ ରହିନାହାଁନ୍ତି ? ସେ କ’ଣ ଟଚର ସହି ନାହାଁନ୍ତି ? ନା ସେମାନେ ନିର୍ଯାତିତ ହୋଇନାହାଁନ୍ତି ?
ଶାଶୁ ଶ୍ଵଶୁର ଙ୍କ ସହିତ ପିଲାଛୁଆ ଜନ୍ମ କରି ସଂସାର ବାନ୍ଧି ବର୍ତ୍ତମାନ ୬୦ ବର୍ଷ ର ଘର ସଂସାର କରି ଏ ପର୍ଯ୍ୟନ୍ତ ଆସିଛନ୍ତି । ସେହି ସମୟରେ ମଧ୍ୟ ଶାଶୁ ଶ୍ଵଶୁର ଆମ୍ଭକୁ କହୁଥିଲେ, ତେବେ ସେହି କଥାକୁ ନେଇ ଯଦି ସେ ଘର ଛାଡି ଚାଲିଯାଇଥାନ୍ତେ, ତେବେ ଆଜି କିଭଳି ଏଠି ବସିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ଶାଶୁ ମା’ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।