ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ଭଗବାନଙ୍କ ଭକ୍ତ ହୋଇରହିବା ପାଇଁ ପସନ୍ଦ କରିଥାନ୍ତି । ଭଗବାନ ଶିବ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଯେଉଁ ଲୋକ ଭଗବାନ ଶିବଙ୍କୁ ପ୍ରସନ୍ନ କରିଦିଏ, ସେହି ଲୋକର ସମସ୍ତ ମନୋକାମାନ ଅତିଶୀଘ୍ର ପୂର୍ଣ୍ଣ ହୋଇଥାଏ । ଯଦି ଭଗବାନ ଶିବଙ୍କ କୃପାଦୃଷ୍ଟି କୌଣସି ମଣିଷ ଉପରେ ରହିଥାଏ, ତେବେ ସେହି ମଣିଷର ଭାଗ୍ୟ ବଦଳିଯାଇଥାଏ ।
ଆଜି ଆମେ ଆପଣଙ୍କୁ ଏପରି ୬ ଟି ନାମ ବିଷୟରେ କହିବୁ, ଯେଉଁମାନେ ସାକ୍ଷାତ ଭଗବାନ ଶିବଙ୍କ ଅଂଶ ହୋଇଥାନ୍ତି । ଏହି ଲୋକମାନେ ଭଗବାନ ଶିବଙ୍କ ପରମ ଭକ୍ତ ହୋଇଥାନ୍ତି, ଯାହାଫଳରେ ଏହି ଲୋକମାନଙ୍କ ସହ ଶତ୍ରୁତା କରିବା ମୁର୍ଖାମି ଅଟେ । ତେବେ ଆସନ୍ତୁ ଜାଣିବା ଏହି ୬ ଟି ନାମ ଥିବା ଲୋକମାନଙ୍କ ବିଷୟରେ ।
୧. ଯେଉଁ ବ୍ୟକ୍ତି ମାନଙ୍କ ନାମର ଆରମ୍ଭ A ରୁ ହୋଇଥାଏ, ସେମାନଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ ଆଶୀର୍ବାଦ ରହିଥାଏ । ଭଗବାନ ଶିବ ଏହି ଲୋକମାନଙ୍କୁ ସମସ୍ତ ଖରାପ ପରିସ୍ଥିତିରୁ ଏମାନଙ୍କର ରକ୍ଷା କରିଥାନ୍ତି । ଏହି ଲୋକମାନେ ମହାଦେବଙ୍କର ପରମ ଭକ୍ତ ଅଟନ୍ତି ।
୨. ଯେଉଁ ଲୋକମାନଙ୍କ ନାମର ଆରମ୍ଭ C ରୁ ହୋଇଥାଏ, ସେମାନଙ୍କ ଜୀବନରେ କୌଣସି ଅସୁବିଧା ହୁଏ ନାହିଁ । ଏହାର କାରଣ ମହାଦେବ ସର୍ବଦା ଏହି ଲୋକମାନଙ୍କ ସହ ରହିଥାନ୍ତି । ଏହି ଲୋକମାନଙ୍କ ସହ ଶତ୍ରୁତା କରୁଥିବା ଲୋକର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଥାଏ ।
3. ଯେଉଁ ବ୍ୟକ୍ତି ମାନଙ୍କ ନାମ J ରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତି ମାନେ ମହାଦେବଙ୍କର ବହୁତ ନିକଟରେ ରୁହନ୍ତି । ଏହି ଲୋକମାନେ ମହାଦେବଙ୍କର ବହୁତ ଆରଧନା କରନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ବାଧା ବିଘ୍ନ ଆସିନଥାଏ ।
୪. ଯେଉଁ ବ୍ୟକ୍ତି ମାନଙ୍କ ନାମ P ରୁ ଆରମ୍ଭ ହୋଇଥାଏ ସେହି ଲୋକମାନଙ୍କ ଉପରେ ସର୍ବଦା ମହାଦେବ ପ୍ରସନ୍ନ ରହିଥାନ୍ତି । ଏହି ଲୋକମାନେ ମହାଦେବଙ୍କ ଠାରୁ ଦୂରରେ ରହିପାରିବେ ନାହିଁ । ଏହି ଲୋକମାନଙ୍କ ମନ ସ୍ବଚ୍ଛ ଓ ନିର୍ମଲା ରହିଥାଏ । ମହାଦେବ ଏହି ଲୋକମାନଙ୍କୁ ସମସ୍ତ ଖରାପ ପରିସ୍ଥିତିରୁ ରକ୍ଷା କରିଥାନ୍ତି ।\
୫. ଯେଉଁ ଲୋକମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମହାଦେବ ଙ୍କର ବିଶେଷ କୃପାଦୃଷ୍ଟି ରହିଥାଏ । ମହାଦେବ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏହି ଲୋକମାନଙ୍କର କୌଣସି ଅସୁବିଧା ହୋଇନଥାଏ ।
୬. ଯେଉଁ ଲୋକମାନଙ୍କ ନାମ V ରୁ ଆରମ୍ଭ ହୋଇଥିବା ସେହି ଲୋକମାନଙ୍କ ଉପରେ ମାହାଦେବ ସର୍ବଦା ପ୍ରସନ୍ନ ରୁହନ୍ତି । ଏହି ଲୋକମାନେ ସର୍ବଦା ମହାଦେବଙ୍କ ଆରଧନା କରିଥାନ୍ତି । ଏମାନଙ୍କ ସମସ୍ତ ଅସୁବିଧାରେ ମହାଦେବ ଏମାନଙ୍କୁ ସହାୟତା କରନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।