2009 ମସିହା ଜାନୁୟାରୀ 15 ତାରିଖରେ ସେହି 35 ମିନିଟ୍ ବିମାନରେ କେମିତି ଥିଲେ ଯାତ୍ରୀ, ପାଇଲଟ କେମିତି ବଞ୍ଚାଇଲେ 150 ଯାତ୍ରୀଙ୍କ ଜୀବନ …..

ନମସ୍କାର ବନ୍ଧୁଗଣ । ସୂଚନା ମୁତବକ 2009 ମସିହା ଜାନୁୟାରୀ 15 ତାରିଖ ଦିନ ମାତ୍ର 35 ସେକେଣ୍ଡ ପାଇଁ ବଞ୍ଚିଗଲା 150 ଜଣ ଯାତ୍ରୀଙ୍କ ଜୀବନ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଆକାଶ ମାର୍ଗରେ ଫାଟିଯାଇଥିଲା ବିମାନର ଇଞ୍ଜିନ । ମାତ୍ର ପାଇଲଟଙ୍କ ବୁଦ୍ଧି ପାଇଁ ବଞ୍ଚିଯାଇଥିଲେ ଯାତ୍ରୀମାନେ ଏହି ଘଟଣା ଟି 2009 ମସିହାର ।

ଏବେ ବି ମଧ୍ୟ ଲୋକେ ଏହାକୁ  ଭୁଲି ପାରୁନାହାଁନ୍ତି । କାରଣ ସେହିଦିନର ଘଟଣା ଭାବିଲେ ଲାଗେ ଲୋକେ ମରଣକୁ ଥରେ ଦେଖି ଜୀବିତ ହୋଇଛନ୍ତି । ଯଦି ମଣିଷ ବଞ୍ଚିବା ସୁନିଶ୍ଚିତ ତେବେ ମୃତ୍ୟୁ ବି ଆସି ଫେରିଯାଏ । ଠିକ୍ ଏପରି କିଛି ଘଟିଥିଲା ସେହିଦିନ ଆସନ୍ତୁ ଜାଣିବା ତହି ସମ୍ପର୍କରେ । US ର ଏୟାର ଏସ୍ 1459 ବିମାନ  ନିଉୱର୍କ  ସହରରୁ ଫୋରୋନିୟାଲର ଚାଲଟ ସିଏଟ ଅଭିମୁଖେ 150 ଜଣ ଯାତ୍ରୀକୁ ନେଇ ଯାତ୍ରା ଆରମ୍ଭ କରିଥିଲା ।

ତେବେ ଉଡ଼ାଜାହାଜ ଉଡିବାର କିଛି ସମୟପରେ ବିମାନ ଆଗକୁ କେତେକ ପକ୍ଷୀମାନେ ଆସିଯାଇଥିଲେ ଓ ଇଞ୍ଜିନ ଭିତରକୁ ପଶିଯାଇ ସେଥିରେ ଲାଖି  ଯାଇଥିଲେ । ଯାହା ଫଳରେ ବିମାନର ଦୁଇଟି ଯାକ ଇଞ୍ଜିନ ଜାମ୍ ହୋଇଯାଇଥିଲା । ଏହା ଯୋଗୁଁ ବିମାନରେ ବିସ୍ପରଣ ଘଟିଥିଲା । ପାଇଲାଟ ତୁରନ୍ତ କୋଣ୍ଟ୍ରୋଲ  ସୂଚନା ଦେଇ ସେମାନେ ଲୋଗୋଡିଆ ବିମାନବନ୍ଦରକୁ ଫେରିବେ ବୋଲି କୋଣ୍ଟ୍ରୋଲ ଅଧିକାରୀ ତାଙ୍କୁ 31 ନମ୍ବର ଏୟାରପୋର୍ଟରେ ଲାଣ୍ଡ କରିବାକୁ କହିଥିଲେ ।

ମାତ୍ର ତାହା ବହୁତ ଦୂର ଥିବା ହେତୁ ସମ୍ଭବ ନୁହେଁ ବୋଲି ପାଇଲାଟ କହିଥିଲେ । ପାଇଲାଟ କହିଥିଲେ ଯେ ନିଉୱର୍କ ର କୋଣସି ଏକ ଏୟାରପୋର୍ଟ ରେ ଲାଣ୍ଡ କରିବେ ବୋଲି ତାଙ୍କ ଦାବିକୁ ପୂରଣ କରି ହଁ କରିଥିଲେ । ମାତ୍ର ବିମାନ ଧୀରେ ଧୀରେ ତଳକୁ ଖସୁ ଥିଲା ତେଣୁ ସେଠାରେ ଲାଣ୍ଡିଙ୍ଗ କରିବା ଅସମ୍ଭବ ଥିଲା । ଶେଷରେ ହର୍ଶନ ନଦୀରେ ଅବତରଣ କରିବାର ନିଷ୍ପତି ନେଇଥିଲେ ପାଇଲାଟ । ପ୍ରଥମେ କଣ୍ଟ୍ରୋଲ ଏହାକୁ ଅନୁମତି ଦେଇନଥିଲେ ମାତ୍ର ପାଇଲାଟଙ୍କ ଅନୁଭୂତି ଜାଣି ହଁ କରିଥିଲେ ।

ପାଇଲାଟ ନଦୀରେ ବିମାନ ଧୀରେ କରି ଭାସିଲା ପରି ଅବତରଣ କରି ଲୋକମାନଙ୍କୁ ସାମ୍ନା ବାଟରୁ ବାହାରକୁ  ବାହାରିବା ପାଇଁ କହିଥିଲେ । ମାତ୍ର ଲୋକେ ଜୀବନ ବଞ୍ଚିବା ଡରରେ ପଛ ବାଟେ ବାହାରିଥିଲେ ଯେଉଁ କାରଣରୁ ପାଣି ବିମାନ ଭିତରକୁ ଆସିଥିଲା ମାତ୍ର ଜାହାଜ ଓ ଡଙ୍ଗା ର ପୂର୍ବରୁ ବ୍ୟବସ୍ଥା କରାଯାଇଥିବା କାରଣରୁ ଲୋକମାନେ ଜୀବନ୍ତ ବଞ୍ଚିଥିଲେ । ତେବେ ପାଇଲାଟଙ୍କ ଉପସ୍ଥିତ ବୁଦ୍ଧି 150 ଜଣ ଯାତ୍ରୀଙ୍କ ଜୀବନକୁ ବଞ୍ଚାଇଥିଲା । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *