2026ରେ ଭାଙ୍ଗିବ ହୀରାକୁଦ ଡ୍ୟାମ, ସମୁଦ୍ରରୁ ବାହାରି ଆସିବ ଚିତଳ ମାଛ, ସେହି ମାଛ ଅସ୍ଥିରେ ହେବ ନୂଆ ବନ୍ଧ ଓ କବାଟ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଆଉ ରହିବନି ହୀରାକୁଦ ବନ୍ଧ ,ସମୁଦ୍ର ରୁ ବାହାରି ଆସିବ ଚିତଳ ମାଛ , ସେହି ମାଛ ଅସ୍ଥିରେ ହେବ ନୂଆ ବନ୍ଧ  ଓ କବାଟ ହଁ ଦର୍ଶକବନ୍ଧୁ ମାଳିକାରେ କୁହାଯାଇଥିବା ଗୋଟି ଗୋଟି କଥା ଏବେ ପୁରା ହେବାକୁ ଯାଉଛି । 2026ରେ ଭାଙ୍ଗିବ ହୀରାକୁଦ ବନ୍ଧର ଓ ବାହାରକୁ ଆସିବ ଚିତଳ ମାଛ ଯାହା ସମ୍ବନ୍ଧରେ ବହୁତ ବର୍ଷପୂର୍ବେ ମାଳିକାରେ ଲିଖିତ ହେଇଅଛି ।

ଚିତଳମାଛ ବାହାରକୁ ଆସି ରାହାମାରେ ଥିବା ଶାରଦା ମା’ ଙ୍କୁ ଦର୍ଶନ କରିବ ଏବଂ ଛତିଆ ବଟରେ ପ୍ରାଣ ହାରିବ । ମାଳିକାରେ ଏହା ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି ଯେ ଗୁପ୍ତେ ଗୁପ୍ତେ ରହସ୍ୟ ସବୁ ଫିଟିବ ଓ ସେହି ଚିତଳ ମାଛ ବାହାରକୁ ଆସି ମା ‘ ଙ୍କୁ ଦର୍ଶନ କରି ସମଗ୍ର ବିଶ୍ଵକୁ ଭସାଇନବ । ଚିତଳମାଛ କୁମ୍ଭୀରକୁ ଖୋଜିବ କିନ୍ତୁ ତାହାର ସନ୍ଧାନ ପାଇବ ନାହିଁ ।

ଭବିଷ୍ୟତ ମାଳିକାରେ ଏପରି କିଛି ବିଷୟ ଲେଖାହୋଇଛି । ତେବେ କଣ ସତରେ କଳିଯୁଗ ଶେଷ ହେବାର ସମୟ ସନ୍ନିକଟ । ସମ୍ବଲପୁର ହୀରାକୁଦ ଡ୍ୟାମ 1947 ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ପୁରା ହେବାକୁ ଦୀର୍ଘ 10 ବର୍ଷ ସମୟ ଲାଗିଥିଲା । ମାତ୍ର ଏହି ଡ୍ୟାମ ରେ ଫାଟ ଦେଖିବାକୁ ମିଳୁଛି କେତେକ ଲୋକେ ଏହାକୁ କହିଥିଲେ କିନ୍ତୁ ତାହା ଏବେ ପ୍ରକାଶିତ ହେଉଛି । କୁହାଯାଏ କି ହୀରାକୁଦ ଡ୍ୟାମ ଏହା ଉପରେ ପ୍ରଭାବ ପକାଉଛି ।

ହୀରାକୁଦର ଜଳସ୍ତର ବଢିବାକୁ ଲାଗୁଛି ତେବେ କଣ ମାଳିକାରେ କୁହାଯାଇଥିବା ଲକ୍ଷଣ ସବୁ ସଫଳ ହେବାକୁ ଯାଉଛି । ଏହି ବିଶ୍ଵ ସଂପୂର୍ଣ୍ଣ  ଭାବରେ ଧ୍ଵଂସ ପାଇବ କି ଏହା ପୂର୍ବରୁ ମଧ୍ୟ ପୁରୀବେଳା ଭୂମିରେ ଶିବଲୀଙ୍ଗ ଭାସିବା ଓ ଶ୍ରୀ ମନ୍ଦିର ମୁଣ୍ଡରେ ଚିଲ ଉଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ତାହାର ମାଳିକାରେ ଲିଖିତ ଥିଲା ।

ତେଣୁ କୁହାଯାଉଛି ମହାପ୍ରଳୟ ଆସିବ ଶ୍ରୀଲଙ୍କାରେ ଥିବା ଚିତଳ ମାଛ ହୀରାକୁଦ ବନ୍ଧକୁ ଆସିବ ଓ ଶାରଦାଙ୍କୁ ଦର୍ଶନ କରି ନିଜ ପ୍ରାଣ ହରାଇବ ଏବଂ ଏହି ମାଛର ହାଡରେ ସୃଷ୍ଟି ହେବ ହୀରାକୁଦ ଡ୍ୟାମ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *