ଆପଣ Yami Goutam ଙ୍କୁ ବି ଭୁଲିଯିବେ, ବାସ ଥରେ ତାଙ୍କ ସାନ ଭଉଣୀଙ୍କ ଫଟୋ ଦେଖି ନିଅନ୍ତୁ, ଲାଗନ୍ତି ପୁରା ଅପ୍ସରା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଫେମସ ଅଭିନେତ୍ରୀ ୟାମି ଗୌତମୀଙ୍କୁ ନିଶ୍ଚୟ ଦେଖିଥିବେ । ୟାମି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ୟାମିଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି କିଛି ଦିନ ହେବ ୟାମି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ଚର୍ଚାରେ ରହିବାର ଏକ ବଡ କାରଣ ରହିଛି । ବନ୍ଧୁଗଣ ସେହି ବଡ କାରଣଟି ହେଉଛି ୟାମିଙ୍କ ବିବାହ । ବନ୍ଧୁଗଣ ଗତ ଶୁକ୍ରବାର ଦିନ ୟାମି ନିଜ ବିବାହ ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ ।

ୟାମି ଉରି ଫିଲ୍ମର ଡାଇରେକ୍ଟର ଆଦିତ୍ୟ ଧରଙ୍କ ସହ ପ୍ରେମ ବିବାହ କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ବିବାହ ଫଟୋ ସେୟାର କରିଥିଲେ । ୟାମିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଏହି ବିବାହ ଫଟୋରେ ଅନ୍ୟ ଏକ ଝିଅର ମୁହଁକୁ ସମସ୍ତ ଲୋକ ପସନ୍ଦ କରିଥିଲେ ।

ବନ୍ଧୁଗଣ ସେହି ଝିଅଟି ଆଉ କେହି ନୁହେଁ ସେ ହେଉଛନ୍ତି ୟାମିଙ୍କ ଭଉଣୀ । ଆଜିଆମେ ଆପଣ ମାନଙ୍କୁ ୟାମିଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ୟାମିଙ୍କ ଭଉଣୀ ବିଷୟରେ । ବନ୍ଧୁଗଣ ୟାମିଙ୍କ ସାନ ଭଉଣୀଙ୍କ ନାମ ହେଉଛି ସୁରିଲି ଗୌତମ । ୟାମିଙ୍କ ବିବାହ ଫଟୋରେ ସୁରିଲି ତାଙ୍କ ପାଖରେ ରହିଥିବାର ନଜର ଆସୁଛନ୍ତି । ସୁରିଲି ମଧ୍ୟ ସେହି ଫଟୋରେ ବହୁତ କ୍ଲାସିକ ଓ ଷ୍ଟାଇଲିସ ଲୁକ୍ ରେ ନଜର ଆସୁଛନ୍ତି । ସୁରିଲି ସେହି ଫଟୋରେ ଏକ ଗୋଲାପି ରଙ୍ଗର ଶାଢୀ ପିନ୍ଧି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ।

ଏହି ଫଟୋରେ ସେ କେତେକ ଗହଣା ଆଦି ପିନ୍ଧି ବହୁତ ସୁନ୍ଦର ନଜର ଆସୁଥିଲେ । ବନ୍ଧୁଗଣ ମେହେନ୍ଦି ଫଟୋରେ ସୁରିଲି ଏକ ନୀଳ ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ସୁରିଲିଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସୁରିଲି ମାତ୍ର 17 ବର୍ଷ ବୟସରେ ନିଜ ଭଉଣୀଙ୍କ ସହ ମୁମ୍ବାଇରେ ରହିବା ପାଇଁ ଆସିଯାଇଥିଲେ । ଏହାପରେ ସୁରିଲି ନିଜ କଲେଜ ପାଠ ପଢିବା ପାଇଁ ଚଣ୍ଡିଗଡ ଚାଲିଯାଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁରିଲି ଗୌତମ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ସୁରିଲି ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଟେଲିଭିଜନ ସିରିଏଲରେ ନଜର ଆସିଛନ୍ତି । ହେଲେ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଓ ଆଗାମୀ ସମୟରେ ସେ ମଧ୍ୟ ନିଜ ଭଉଣୀଙ୍କ ପରି ଏକ ସଫଳ ଅଭିନେତ୍ରୀ ହୋଇପାରନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *