ବାପା-ପୁଅ ଉଭୟଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ଓ Tollywood ର ଏହି 5 ଜଣ ଫେମସ Actress, 2 ନମ୍ବର Actress ଙ୍କ ନାଁ ଜାଣିଲେ ତ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଏମିତି ମଧ୍ୟ କିଛି ଭୂମିକା ଥାଏ ଯେଉଁଥିରେ ଏହି ବଲିଉଡ ଅଭିନେତ୍ରୀ ମାନେ ବାପା ଓ ପୁଅଙ୍କ ସହ ଅଭିନୟ କରିଥାନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବାପା ଓ ପୁଅଙ୍କ ସହ ରୋମାନ୍ସ ସିନ୍ସ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରକୁଲ ପ୍ରୀତ ସିଂହ- ବନ୍ଧୁଗଣ ଆମ ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ସାଉଥର ସେକସି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ରକୁଲ ବର୍ତ୍ତମାନ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିସାରିଛନ୍ତି । ରକୁଲ ସାଉଥ ଅଭିନେତା ନାଗ ଚୈତନ୍ୟଙ୍କ ସହ କମେଡି ଫିଲ୍ମ ‘ରାରାଣ୍ଡୋଇ ଭେଦୁକା ଚୁଦମ’ରେ କାମ କରିସାରିଛନ୍ତି । ଅନ୍ୟ ପକ୍ଷରେ ରକୁଲ ନାଗ ଚୈତନ୍ୟଙ୍କ ପିତା ନାଗାର୍ଜୁନଙ୍କ ସହ ଫିଲ୍ମ ‘ମନମଧୁଦୁ 2’ରେ କାମ କରିଛନ୍ତି । ରକୁଲ ଉଭୟ ବାପା ଓ ପୁଅଙ୍କ ସହ ସେହି ଫିଲ୍ମରେ ରୋମାନ୍ସ କରିଛନ୍ତି ।

ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଡିମ୍ପଲ କପାଡିଆ । ଆପଣ ମାନେ ସମସ୍ତେ ଡିମ୍ପଲଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଡିମ୍ପଲ ନିଜ ଫିଲ୍ମ କାରିୟରର ଆରମ୍ଭ ୧୯୭୩ ମସିହାରେ କରିଥିଲେ । ଅଭିନେତ୍ରୀ ଡିମ୍ପଲ କବାଡିଆ ଅଭିନେତା ବିନୋଦ ଖନ୍ନା ଓ ଅକ୍ଷୟ ଖନ୍ନାଙ୍କ ସହ ରୋମାନ୍ସ କରିଛନ୍ତି । ଅସଲ ଜୀବନରେ ବିନୋଦ ଓ ଅକ୍ଷୟ ବାପ ପୁଅ ଅଟନ୍ତି । ଏହା ବ୍ଯତୀତ ଡିମ୍ପଲ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିଛନ୍ତି ଓ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କ ସହ ଡିମ୍ପଲଙ୍କ ଅଫେୟାର ରହିଥିଲା ।


ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତ୍ୟରୁତିୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ମୁଖାର୍ଜୀ । ବନ୍ଧୁଗଣ ରାନୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି । ବହନୁଗଣ ରାନୀ ୨୦୦୧ ମସିହାରେ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ‘ବସ ଇତନା ସା ଖ୍ୱାବ ହେ’ ଫିଲ୍ମରେ ରୋମାନ୍ସ କରିଥିଲେ । ଅନ୍ୟ ପକ୍ଷରେ ରାନୀ ଅଭିଷେକଙ୍କ ବାପା ଅମିତାଭ ବଚନଙ୍କ ସହ ଫିଲ୍ମ ‘ବ୍ଲାକ’ରେ ରୋମାନ୍ସ ଓ କିସିଙ୍ଗ ସିନ୍ସ କରିଥିଲେ ।


କାଜୋଲ ଅଗ୍ରୱାଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ଅଗ୍ରୱାଲ । କାଜୋଲ ନିଜ କାରିୟରରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ହେଲେ ସେ ୨୦୦୯ ମସିହାରେ ଆସିଥିବା ଫିଲ୍ମ ‘ମାଗଧୀରା’ରେ ଅଭିନେତା ରାମ ଚରଣଙ୍କ ସହ ରୋମାନ୍ସ କରିଥିଲେ ତ ଅନ୍ୟ ପକ୍ଷରେ ରାମଙ୍କ ପିତା ଚିରଞ୍ଜିବୀଙ୍କ ସହ ଫିଲ୍ମ ‘କଇଦି ନମ୍ବର ୧’ରେ ରୋମାନ୍ସ କରିଥିଲେ ।

ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ କ୍ଵିନ ହେମା ମାଳିନୀ । ହେମା ମାଳିନୀ ଫେମସ ଅଭିନେତା ରାଜ କପୁରଙ୍କ ସହ ଫିଲ୍ମ ‘ସପନୋ କେ ସୌଦାଗର’ରେ ରୋମାନ୍ସ ସିନ୍ସ କରିଥିଲେ । ଏହା ବ୍ଯତୀତ ହେମା ରାଜ କପୁରଙ୍କ ପୁଅ ରିଷି କପୁରଙ୍କ ସହ ଫିଲ୍ମ ‘ହାଥ କି ସଫାଇ’ରେ ମଧ୍ୟ ରୋମାନ୍ସ ସିନ୍ସ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *