Twinkle Khanna ଙ୍କୁ ଜନ୍ମ ଦିନରେ ଷ୍ଟାର ମାନଙ୍କ ତରଫରୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ , ସ୍ଵାମୀ Akshay Kumar ଦେଲେ ସବୁଠୁ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛି ଟ୍ଵିଙ୍କଲ ଖନା । ଆପଣ ମାନେ ସମସ୍ତେ ଟ୍ଵିଙ୍କଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଏହା ସହିତ ବନ୍ଧୁଗଣ ଟ୍ଵିଙ୍କଲ ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ମଧ୍ୟ ଅଟନ୍ତି ।

ଏହି କିଛି ଦିନ ପୂର୍ବରୁ ଟ୍ଵିଙ୍କଲଙ୍କର ଜନ୍ମ ଦିନ ସେଲିବ୍ରେଟ ହୋଇଥିଲା । କୋରାନା ମହାମାରୀ କାରଣରୁ ତାଙ୍କ ଜନ୍ମ ଦିନରେ କେତେକ ବଡ ବଡ ସେଲିବ୍ରେଟି ଯୋଗ ଦେଇପାରି ନଥିଲେ ହେଲେ ଟ୍ଵିଙ୍କଲଙ୍କୁ କେତେକ ଦାମୀ ଦାମୀ ଗିଫ୍ଟ ଦେଇଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଗିଫ୍ଟ ଓ ତାର ଦାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଗିଫ୍ଟ ବିଷୟରେ ।

ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟ୍ଵିଙ୍କଲ ସ୍ଵାମୀ ଅକ୍ଷୟ କୁମାର । ଟ୍ଵିଙ୍କଲଙ୍କ ଜନ୍ମ ଦିନରେ ଅକ୍ଷୟ ଇଟାଲୀର ଏକ ଆଲୀସନ ଭିଲା ଗିଫ୍ଟ କରିଥିଲେ । ଏହି ଭିଲାରେ ଏକ ସିନେମା ହଲ, କିଛି ବେଡରୁମ, ଗାର୍ଡେନ ଓ ଏକ ସ୍ଵୀମିଙ୍ଗପୁଲ ରହିଛି । ବନ୍ଧୁଗଣ ଏହି ଭିଲାର ଦାମ ହେଉଛି ୫୦ କୋଟି ଟଙ୍କା ।


ଆରବ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅକ୍ଷୟ ଓ ଟ୍ଵିଙ୍କଲଙ୍କ ପୁଅ ଆରବ କୁମାର । ଟ୍ଵିଙ୍କଲ ଜନ୍ମ ଦିନରେ ଆରବ ଏକ ହୀରାର ନେକଲେସ ଗିଫ୍ଟ କରିଥିଲେ ଯେଉଁଥିରେ ୧୦୦ଟି ହୀରା ଲାଗିଛି । ବନ୍ଧୁଗଣ ଏହି ନେକଲେସର ଦାମ ହେଉଛି ୪୦ ଲକ୍ଷ ଟଙ୍କା ।

ନିତାରା କୁମାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ନିତାରା କୁମାର । ବନ୍ଧୁଗଣ ନିତାରା ହେଉଛନ୍ତି ଅକ୍ଷୟ ଓ ଟ୍ଵିଙ୍କଲଙ୍କର ସାନ ଝିଅ । ନିତାରାଙ୍କ ବୟସ ହେଉଛି ମାତ୍ର ୮ ବର୍ଷ ହେଲେ ସେ ନିଜ ମାଙ୍କୁ ଜନ୍ମ ଦିନରେ ଏକ ପେଣ୍ଟିଙ୍ଗ ଗିଫ୍ଟ କରିଥିଲେ । ସେହି ପେଣ୍ଟିଙ୍ଗଙ୍କୁ ସେ ନିଜେ ତିଆରି କରିଥିଲେ ।

ସୁନୀଲ ସେଟି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ସୁନୀଲ ସେଟି । ସୁନୀଲ ଓ ଅକ୍ଷୟ ବହୁତ ଭଲ ସାଙ୍ଗ ଅଟନ୍ତି ଟ୍ଵିଙ୍କଲ ଜନ୍ମ ଦିନରେ ସୁନୀଲ ଏକ ରୋଲେକ୍ସ ୱାଚ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୫ ଲକ୍ଷ ଟଙ୍କା ।


ବବି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବବି ଦେଓଲ । ବବି ଟ୍ଵିଙ୍କଲଙ୍କର ଜନ୍ମ ଦିନରେ ଆସିଥିଲେ ଓ ଏକ ସୁନା ଚେନ ମଧ୍ୟ ଗିଫ୍ଟ କରିଥିଲେ । ସେହି ସୁନା ଚେନର ଦାମ ହେଉଛି ୨.୫ ଲକ୍ଷ ଟଙ୍କା ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *