ଟିଭି ର ଏହି ଫେମସ ଅଭିନେତ୍ରୀମାନଙ୍କ ରିୟଲ ଲାଇଫ ଭଉଣୀ ମାନେ ଅଟନ୍ତି ବହୁତ ସୁନ୍ଦର, ଶ୍ରଦ୍ଧାଙ୍କ ଭଉଣୀ କୁ ତ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ବିଭିନ୍ନ ଧାରାବାହିକ ଦେଖିଥିବେ । ଏହି ସିରିଏଲରେ ଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ପସନ୍ଦ କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଭଉଣୀ ମାନଙ୍କୁ ଦେଖିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଦେଖାଯିବା ପାଇଁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ସମୀକ୍ଷା ଜୈସଵାଲ

Zee TV ରେ ଆସିଥିବା ସିରିୟଲ ‘ଜିନ୍ଦେଗୀ କି ମେହେକ’ ସିରିୟଲରେ ସମୀକ୍ଷା ମେହେକ ର ଭୂମିକା କରିଥିଲେ । ସମୀକ୍ଷା ବହୁତ ସୁନ୍ଦର ଦେଖାଯାନ୍ତି । ସମୀକ୍ଷାଙ୍କର ସାନ ଭଉଣୀ ପଙ୍ଖୁଡି ଜୈସଵାଲ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସମୀକ୍ଷା ନିଜ ସାନ ଭଉଣୀ ସହ ସୋସିଆଲ ମିଡିଆରେ ବହୁତ ଫଟୋ ସେୟାର କରନ୍ତି ।

ଶ୍ରଦ୍ଧା ଆର୍ୟ୍ୟା


ଶ୍ରଦ୍ଧା ଆର୍ୟ୍ୟା Zee TV ର ଲୋକପ୍ରିୟ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ ରେ ପ୍ରୀତାର ଭୂମିକା କରୁଛନ୍ତି । ଲୋକମାନେ ତାଙ୍କର ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ଶ୍ରଦ୍ଧା ଆର୍ୟ୍ୟାଙ୍କ ଭଉଣୀର ନାମ ଦିବ୍ୟା ଅଟେ । ଦିବ୍ୟା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି ।

ଶିବାଙ୍ଗୀ ଜୋଶୀ


ଲୋକପ୍ରିୟ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ର ଅଭିନେତ୍ରୀ ଶିବାଙ୍ଗୀ ଟିଭି ଜଗତରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କର ଏକ ସାନ ଭଉଣୀ ମଧ୍ୟ ଅଛି ଏବଂ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଶିବାଙ୍ଗୀଙ୍କର ସାନ ଭଉଣୀର ନାମ ହେଉଛି ଶିତଲ ଓ ସମସ୍ତ ଭଉଣୀଙ୍କ ପରି ଶିବାନୀ ଓ ଶିତଲଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି ।

ତାନିଆ ଶର୍ମା


ଟିଭିର ଲୋକପ୍ରିୟ ଅଭିନେତ୍ରୀ ତାନିଆ ବହୁତ ସିରିୟଲରେ କାମ କରିଛନ୍ତି । ତାନିଆଙ୍କ ଭଉଣୀ କୃତିକା ଶର୍ମା ଜଣେ ଅଭିନେତ୍ରୀ ଅଟନ୍ତି, ଯିଏ ସିରିଏଲ ‘ଜୟ ଶ୍ରୀ କ୍ରୀଷ୍ଣା’ରେ ରାଧାର ଭୂମିକାରେ ନଜର ଆସିଛନ୍ତି । ସେମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *