TV ର ଏହି ଜଣାଶୁଣା Actress ଖରାପ ଭିଡିଓ ତିଆରି କରି ହେଲେ ଗିରଫ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଖରାପ ଭିଡିଓ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକଙ୍କୁ ଗଇ -ରଫ ମଧ୍ୟ କରା ହୋଇଛି ।

ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଗେହେନା ବଶିଷ୍ଟ । ଏହି କିଛି ସମୟ ପୂର୍ବରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗେହନାଙ୍କୁ ଗଇ -ରଫ କରିଛି । ଖବର ମିଳିଛି ଯେ ଗେହନା ନିଜର ଅଶ -ଲିଳ ଭିଡିଓ ତିଆରି କରି ନିଜ ୱେବ ସାଇଟ ରେ ସେୟାର କରିଛନ୍ତି । ଗେହନା ନିଜର ଏହି ଭୁଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହି ମାମଲାକୁ ସାମ୍ନାରେ ରଖି ପ୍ରଥମେ ପୋଲିସ ଗେହନାଙ୍କୁ ପଚରା ଉଚରା କରିଥିଲା ହେଲେ ବର୍ତ୍ତମାନ ତାଙ୍କୁ ଗଇ -ରଫ କରାଯାଇଛି ।

ବନ୍ଧୁଗଣ ଗେହନା ବଶିଷ୍ଟଙ୍କର ଅସଲି ନାମ ହେଉଛି ବନ୍ଦନା ତିୱାରି । ବନ୍ଦନା ହେଉଛନ୍ତି ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ସେ ଛତିଶଗଡରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଚାହୁଁଥିଲେ ହେଲେ ତାଙ୍କ ପରିବାର ଲୋକ ଏଥିପାଇଁ ପ୍ରସ୍ତୁତ ନଥିଲେ । ଯାହା ଫଳରେ ବନ୍ଦନା ନିଜର ମଡେଲିଙ୍ଗ କାରିୟରକୁ ଆରମ୍ଭ କରିଥିଲେ ଓ ନିଜ ନାମକୁ ଗେହନା ବଶିଷ୍ଟ ନାମରେ ବଦଳାଇ ଦେଇଥିଲେ ।

ନିଜ ମଡେଲିଙ୍ଗ କାରିୟରରେ ସେ ମିସ୍ ଏସିଆ ବିକିନି ପୁରସ୍କାର ମଧ୍ୟ ପାଇଛନ୍ତି । ସେ ଟିଭି ସିରିଏଲ ‘ବେହେନୋ ମେ’ରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ବ୍ଯତୀତ ସେ କେତେକ ଅଶ-ଲିଳ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଏହା ସହିତ ସେ କେତେକ ହିନ୍ଦୀ, ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଖବର ମିଳିଛି ଯେ ଗେହନା ୮୭ତି ଅଶ -ଲିଳ ଭିଡିଓ କରି ନିଜ ୱେବ ସାଇଟ ରେ ଅପଲୋଡ କରିଛନ୍ତି ।

ଏହି ଭିଡିଓକୁ ଦେଖିବାକୁ ହେଲେ ଉପଭୋକ୍ତା ମାନଙ୍କୁ ୨୦୦୦ ଟଙ୍କା ଦେଇ ସଦସ୍ଯତା ନେବାକୁ ପଡୁଥିଲା । ଏହି କାମ କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଦେଇଥିଲେ । ହେଲେ ବର୍ତ୍ତମାନ ସେ ପୋଲିସ ହାଜତରେ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜଣା ଯାଇଛି ଯେ, ଗତ ଫେବୃୟାରି ୫ ତାରିଖ ଦିନ ପୋଲିସ ମାଡ ଗ୍ରୀନ ପାର୍କର ଏକ ବଙ୍ଗଳା ଉପରେ ରେଡ ମାରିଥିଲା । ଯେଉଁଥିରେ ପୋଲିସ ବହୁତ କ୍ୟାମେରା, ଲ୍ୟାପଟପ, ସ୍କ୍ରିପ୍ଟ ଓ ମେମୋରି କାର୍ଡକୁ ଜବତ କରିବା ସହ କିଛି ଲୋକଙ୍କୁ ଗଇ -ରଫ କରିଛି ।

ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆପଣଙ୍କୁ ନିଶ୍ଚିତ ଜଣାନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *