ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର ୨ଟି ପତ୍ର ? ୫୦ ବର୍ଷ ବୟସ ରେ ବି ଦେଖାଯିବେ ୨୦ ଭଳି ଜବାନ- Baba Ramdev Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଂକ ଚେହେରା ସହ ଜଡ଼ିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ। ବନ୍ଧୁଗଣ ଆଜି କାଲିକା ଯୁବ ପିଢ଼ି ମାନଙ୍କ ଦେହରେ କୁଞ୍ଚିତ ଚେହେରା ଏକ ବହୁତ ବଡ଼ ସମସ୍ୟା ଭାବରେ ଦେଖା ଗଲାଣି ,ଏହା ପୋଷଣ ର ଅଭାବ ପାଇଁ ହୋଇଥାଏ। ଫଳ ରେ ଯୁବକ ଯୁବତୀ ମନେ ବୟସ ଥାଉ ଥାଉ ଜଲଦି ବୃଦ୍ଧ ପରି ଦେଖା ଯାଆନ୍ତି।

କୌଣସି ପ୍ରକାର କେମିକାଲକୁ ଚେହେରାରେ ଲଗାଇବାକୁ ଆମେ ବହୁତ ଡରିଥାଉ ଓ ବହୁତ ପ୍ରକାର ପ୍ରଡ଼କ୍ଟ ଥାଇ ମଧ୍ୟ ଆମେ ତାକୁ ବ୍ୟବହାର କରିପାରି ନଥାଉ । ସେଥି ପାଇଁ ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ଆଣିଛୁ। ତେବେ ଚାଲନ୍ତୁ ଜାଣିବା କିଛି ଘରୋଇ ଏବଂ ପ୍ରାକୃତିକ ଉପାୟ ସମ୍ବନ୍ଧରେ।

ତୁଳସୀ ପତ୍ର- ଏହି ଗଛ ଆମ ସମସ୍ତଙ୍କ ଘର ବାଡ଼ି ରେ ଦେଖିବାକୁ ମିଳେ, କିଛି ଲୋକ ଧାର୍ମିକ ମାନ୍ୟତା କାରଣ ରୁ ତୁଳସୀ ଗଛ କୁ ରଖିଥିବା ବେଳେ ଆଉ କିଛି ଲୋକ ଔଷଧିଅ ଗୁଣ ପାଇଁ ରଖିଥାନ୍ତି।
ବନ୍ଧୁଗଣ ତୁଳସୀ ଆମ ପାଇଁ ରାମ ବାଣ ଔଷଧ ଅଟେ । ତୁଳସୀ ର ପତ୍ର କୁ ଆମ ଦେହ ରେ ବ୍ୟବହାର କରିବା ଦ୍ୱାରା ଆମ ସ୍କିନ ଟାଇଟ ହବା ସହ ସୁନ୍ଦର ଦେଖା ଯାଏ ।ଯାହା ଦ୍ୱାରା ଆପଣ ଯେତେ ବୟସ୍କ ହୋଇଥିଲେ ମଧ୍ୟ ଆପଣଙ୍କ ସ୍କିନ ଧୁଡଧୁଡ ହେବନାହିଁ ।ଚର୍ମ କୁଂଚନ କୁ ଦୁର କରିବା ପାଇଁ ଆପଣ ତୁଳସୀ ପତ୍ର ପାଉଡର କୁ ନେଇପାରିବେ।

ବିଧି- ତୁଳସୀ ଗଛ କୁ ସିଳ ବା ଗ୍ରାଇଁଡ଼ର ସାହାଯ୍ୟ ରେ ତାର ପେଷ୍ଟ ବନାନ୍ତୁ । ଏବେ ସେହି ପେଷ୍ଟ କୁ ଚେହେରା ରେ ଲଗାଇ ଶୁଖିବାକୁ ଛାଡ଼ିଦେବେ, ୧୫ ମିନିଟ ପରେ ଚେହେରା କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଆପଣଙ୍କୁ ଏହି ଉପାୟ ସପ୍ତାହ କୁ ୨ଥର ୨-୩ ମାସ ପଯ୍ୟନ୍ତ ଲଗାତାର କରିବାକୁ ପଡିବ । ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ସ୍କିନ ଟାଇଟ ହୋଇଯିବ।

ତୁଳସୀ ପତ୍ର କେବଳ ଆପଣଙ୍କ ଚର୍ମ କୁ ନୁହେଁ ତୁଳସୀ ଆପଣଙ୍କ ବ୍ରଣ କୁ ମଧ୍ୟ ଠିକ୍ କରିଥାଏ । ଆଜିକାଲି ର ଯୁବ ପିଢ଼ି ଶାରୀରିକ ପରିଶ୍ରମ କରୁ ନାହାନ୍ତି ଓ ଜଙ୍କ ଫୂଡ଼ ର ଅତ୍ୟଧିକ ସେବନ ଦ୍ୱାରା ଆମ ଶରୀରେ ଇମ୍ପୋଟିଟି ବଢି ଯାଏ। ଫଳରେ ମୁହଁ ରେ ବ୍ରଣ ଉଠିବାକୁ ଲାଗେ ।

ଉପଚାର- ତୁଳସୀ ପତ୍ର କିମ୍ବା ପାଉଡର ,କମଳା ଲେମ୍ବୁ ର ଗୁଣ୍ଡ କୁ ସମ ଚାମଚ ନେଇ ସେଥିରେ ଗୋଲାପ ଜଳ ସାହାଯ୍ୟ ରେ ଏକ ପେଷ୍ଟ ବନାନ୍ତୁ, ଏହି ପେଷ୍ଟ କୁ ପ୍ରତିଦିନ ୫ଥର ମୁହଁରେ ଲଗାନ୍ତୁ । ଯଦି ଆପଣ ଏହି ଉପଚାର ଆପଣ ଗୋଟେ ସପ୍ତାହ ପଯ୍ୟନ୍ତ କରିବେ,ଆପଣଙ୍କ ଚେହେରା ରୁ ବ୍ରଣ ଗାୟବ ହୋଇଯିବ ।

ଯଦି ଆପଣଙ୍କ କେଶ ଝଡ଼ୁଛି ଓ ବହୁତ କମ ବୟସରୁ କେଶ ଝଡ଼ୁଛି ତାହାଲେ ଆପଣ ତୁଳସୀର ପାଉଡର ଓ ଅଁଳା ପାଉଡର ସମାନ ମାତ୍ର ରେ ନେଇ ପାଣି ସାହାଯ୍ୟ ରେ ଏକ ପେଷ୍ଟ ବନାନ୍ତୁ,ଏହି ପେଷ୍ଟ କୁ ଆପଣ ଆପଣ ଙ୍କ କେଶ ରେ ଲଗାନ୍ତୁ ଓ ୧୫ମିନିଟ ପରେ ଧୋଇଦିଅନ୍ତୁ । ଏହି ଉପାୟ ଟି ସପ୍ତାହ କୁ ୨ଥର ୩ମାସ ପଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ କେଶ ର ସବୁ ସମସ୍ୟା ଦୁର ହୋଇଯିବ।

ତେବେ ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏହାର ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *