ସିରିଏଲ ‘ତାରକ ମେହେତା କା ଉଲ୍ଟା ଚଷମା’ ରେ ସାଧା ସିଧା ସଂସ୍କାରୀ ନଜର ଆସୁଥିବା ଦୟା ଭାବି ଆଜି ରିଅଲ ଲାଇଫରେ ଦେଖା ଯାଆନ୍ତି ବହୁତ ହିଁ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି ଟିଭି ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିଶା ବକାନି ।

ଟିଭିର ଲୋକପ୍ରିୟ ସିରିଏଲ ‘ତରକ ମେହେତା କା ଉଲ୍ଟା ଚଷମା’ ସିରିଏଲରେ ଦୟା ଭାବିର ଭୂମିକା ପଦର୍ଶନ କରି ଦିଶା ଘରେ ଘରେ ପରିଚିତ ଅଛନ୍ତି । ବନ୍ଧୁଗଣ ଦିଶାଙ୍କ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।


ଆଜିକୁ ସେ ଏହି ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିବା ସହ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।ହେଲେ ବନ୍ଧୁଗଣ ଆପଣ ମାନେ କଣ ଦିଶାଙ୍କ  ଅଭିନୟ କାରିୟର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦିଶାଙ୍କ ବିଷୟରେ ।

ଦିଶା ବକାନିଙ୍କ ଜନ୍ମ ୧୭ ଅଗଷ୍ଟ ୧୯୭୮ ମସିହାରେ ଗୁଜୁରାଟ ର ଅହମ୍ମଦାବାଦରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା ଗୁଜୁରାଟରେ ପୂରଣ କରିଥିଲେ । ପିଲା ଦିନରୁ ଦିଶାଙ୍କୁ ଅଭିନୟରେ ବହୁତ ରୁଚି ଥିଲା ସେ ଅନିଜ ଅଭିନୟ କାରିୟର ଏକ B ଗ୍ରେଡ ଫିଲ୍ମ ‘କମ୍ସିନ’ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମଟି ୧୯୯୭ ମସିହାରେ ଆସିଥିଲା ଓ ସେ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ । ହେଲେ ବନ୍ଧୁଗଣ ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା । ଯାହାଫଳରେ ଦିଶାଙ୍କୁ ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥିଲା ।


ଏହାପରେ ତାଙ୍କୁ ବଲିଉଡ ଫିଲ୍ମ ‘ଦେବଦାସ ଓ ଯୋଦ୍ଧା ଆକବର’ ଆଦି ଫିଲ୍ମରେ ଅଭିନୟ କରିବାର ମଉକା ମିଳିଥିଲା । କେତେକ ଫିଲ୍ମରେ ଅଭିନୟ କରିବା ପରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ନିଜ ଟିଭି ଇଣ୍ଡଷ୍ଟ୍ରିର କାରିୟରକୁ ଆରମ୍ଭ କରିଥିଲେ ତାଙ୍କର ପ୍ରଥମ ସିରିଏଲ ହେଉଛି ‘ଖିଚିଡି’ । ଏହି ସିରିଏଲ ପରେ ସେ ଟିଭିର ବହୁତ ଫେମସ ସିରିଏଲରେ ଅଭିନୟ କରିଥିଲେ । ଏହା ବ୍ଯତୀତ ସେ ଫେମସ ସିରିଏଲ ‘ସି ଆଇ ଡି’ରେ ମଧ୍ୟ କାମ କରିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସେ ଲୋକପ୍ରିୟ ସିରିଏଲ ‘ତାରକ ମେହେତା କା ଉଲ୍ଟା ଚଷମା’ ସିରିଏଲରେ ଦୟା ଭାବିର ଭୂମିକା ପଦର୍ଶନ କରୁଛନ୍ତି । ଆଜିକୁ ସେ ୪୧ ବର୍ଷ ବୟସରେ ମଧ୍ୟ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ସେ ମୟୂର ପାଣ୍ଡିଆଙ୍କ ସହ ୨୦୧୫ରେ ପ୍ରେମ ବିବାହ କରିଥିଲେ । ଆଜିକୁ ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ସ୍ତୁତି ପାଣ୍ଡିଆ । ବର୍ତ୍ତମାନ ଦିଶା ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଦୟା ଭାବି ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *