ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ବିପାସା ବାସୁ ଙ୍କ ବିଷୟରେ । ଆପଣ ମାନେ ତ ଜାଣିଥିବେ ଯେ, ବିପାସା ବାସୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ନାମିଦାମୀ ଅଭିନେତ୍ରୀ ଅଟନ୍ତି । ସେ ସର୍ବଦା ଲାଇମ ଲାଇଟ ରେ ରୁହନ୍ତି । ନିଜର ଅଭିନୟ କ୍ଷେତ୍ରରେ ହେଉ ଅଥବା ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ହେଇଥାଉ ବିପାସା ଲାଇମ ଲାଇଟ ରେ ଆସିବାର କୌଣସି ସୁଯୋଗ କୁ ହାତଛଡା କରନ୍ତି ନାହିଁ ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିପାସା ବାସୁ ତାଙ୍କର ସୁନ୍ଦରତା ଏବଂ ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ବିପାସା ବାସୁ ଙ୍କ ୨ ଜଣ ସାନ ଭଉଣୀ ମଧ୍ୟ ଅଛନ୍ତି ଏବଂ ସେମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବିପାସା ବସୁଙ୍କ ୨ ସାନ ଭଉଣୀ ଙ୍କ ବିଷୟରେ । ବିପାସା ନିଜ ଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ବିପାସାଙ୍କୁ ସେମାନଙ୍କ ସହିତ ପ୍ରାୟ ସୋସିଆଲ ମିଡ଼ିଆ ରେ ନିଜ ଫଟୋ କୁ ସେୟାର କରି ଥିବାର ମଧ୍ୟ ଦେଖିବାକୁ ମିଳେ। ବିପାସା ବାସୁ ଙ୍କ ଦୁଇ ଭଉଣୀ ଙ୍କ ନାଁ ହେଉଛି ବିଜୋୟେତା ବାସୁ ଏବଂ ବିଦିଶା ବାସୁ ।
ବିପାସା ଙ୍କ ୨ଭଉଣୀ ସୋସିଆଲ ମିଡ଼ିଆ ରୁ ନିଜକୁ ସର୍ବଦା ଦୂରରେ ରଖିବାକୁ ପସନ୍ଦ କରନ୍ତି । କିନ୍ତୁ ବ୍ୟକ୍ତିଗତ ଜୀବନ କୁ ନେଇ ସେମାନେ ବହୁତ ଚର୍ଚ୍ଚା ରେ ଆସିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବିପାସା ଙ୍କ ସବୁଠାରୁ ସାନ ଭଉଣୀ ବିଜୋୟେତା ବାସୁ ଙ୍କ ବିଷୟରେ ।
ବିପାସା ବାସୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଵୋଲ୍ଡନେସ ପାଇଁ ତ ବହୁତ ଚର୍ଚ୍ଚା ରେ ଥାଆନ୍ତି କିନ୍ତୁ ଏହି ମାମଲାରେ ତାଙ୍କ ସାନ ଭଉଣୀ ବିଜୋୟେତା ମଧ୍ୟ ତାଙ୍କ ଠାରୁ କିଛି କମ ନୁହନ୍ତି । ସେ ମଧ୍ୟ ନିଜର ଵୋଲ୍ଡ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିବାର ଦେଖିବାକୁ ମିଳେ। ସେ କୌଣସି ମଡେଲ ନୁହଁନ୍ତି କିନ୍ତୁ କୌଣସି ମଡେଲ ଙ୍କ ଠାରୁ କମ ମଧ୍ୟ ନୁହଁନ୍ତି । ବିପାସା ନିଜ ସାନ ଭଉଣୀ ବିଜୋୟେତା ଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ଦୁହିଁଙ୍କ ସମ୍ପର୍କ ବହୁତ ନିବିଡ ଅଟେ । ବିଜୋୟେତା ମଧ୍ୟ ବିପାସାଙ୍କର ବହୁତ ଇଜ଼ତ କରନ୍ତି । ଏହି ୨ଜଣ ଙ୍କ ପରସ୍ପର କୁ ଅତ୍ୟନ୍ତ ମାତ୍ରା ରେ ଭଲ ପାଆନ୍ତି ।
ବିଜୋୟେତା ଲାଇମ ଲାଇଟ ରୁ ଦୂରରେ ରହିଲେ ମଧ୍ୟ ଅଧିକାଂଶ ସମୟ ତାଙ୍କୁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ, ନିଜ ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିବାର ହେଉ ଅଥବା ନିଜ ପରିବାର ସହ ସମୟ ବିତାଉ ଥିବାର ହେଉ। ନିଜର ସମସ୍ତ ଫଟୋ କୁ ସେ ସୋସିଆଲ ମିଡ଼ିଆ ରେ ସେୟାର କରନ୍ତି । ଦର୍ଶକ ମାନେ ତାଙ୍କର ସମସ୍ତ ଫଟୋ କୁ ବହୁତ ପସନ୍ଦ କରନ୍ତି ଏବଂ ଏଥିପାଇଁ ସେ ଖୁବ ଚର୍ଚ୍ଚା ରେ ମଧ୍ୟ ଆସନ୍ତି ।
ବିଜୋୟେତା ନିଜର ବଏ ଫ୍ରେଣ୍ଡ କରନ ତଲରେଜା ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ଵିଵାହ ବହୁତ ସାଧା ସିଧା ଭାବରେ ହୋଇଥିଲା । ସେ କରନ ଙ୍କ ସହ ନିଜ ସମସ୍ତ ଫଟୋକୁ ସେୟାର କରିଥିବାର ମଧ୍ୟ ଦେଖିବାକୁ ମିଳେ। ସେ ମୁମ୍ବାଇ ରେ ରୁହନ୍ତି ଏବଂ ବିଜୋୟେତା ନିଜର ବିବାହିତ ଜୀଵନ ରେ ବହୁତ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ଏହା ଥିଲା ବଲିଉଡ ଅଭିନେତ୍ରୀ ବିପାସା ବାସୁ ଙ୍କ ସାନ ଭଉଣୀ ବିଜୋୟେତାଙ୍କ ବିଷୟରେ ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ବିପାଶା କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ