ମେକପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା Bollywood ର ଏହି 5 ଜଣ Actress ବିନା ମେକପ ରେ ଦେଖା ଯାଆନ୍ତି କିଛି ଏମିତି କି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଓ ଏହି ଫିଲ୍ମରେ ଅଭିନୟ କରୁଥିବା ବିଭିନ୍ନ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତକୁ ବୃଦ୍ଧି କରାଇବା ପାଇଁ ବହୁତ କିଛି ମେକଅପ୍ ଓ ଟଙ୍କା ଖର୍ଚ କରିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏହି ଅଭିନେତ୍ରୀ ମାନେ ପରଦାରେ ଯେପରି ଦେଖାଯାଉଛନ୍ତି ଅସଲ ଜୀବନରେ ସେହି ଭଳି ଦେଖାଯାନ୍ତି ନାହିଁ । ହେଲେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିନା ମେକଅପରେ ମଧ୍ୟ ସୁନ୍ଦର ଦେଖାଯାନ୍ତି

ଓ ସେହିଠାରେ ଆଉ କିଛି ଅଭିନେତ୍ରୀ ଅଛନ୍ତି ଯିଏ ବିନା ମେକପ ରେ ବୁଢୀ ଭଳି ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ଦିଗଜ ଅଭିନେତ୍ରୀ ମାନଙ୍କର ବିନା ମେକଅପ୍ ବାଲା ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା । ଆପଣ ମାନେ ସମସ୍ତେ ଅନୁସ୍କାଙ୍କୁ ବହୁତ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ । ଫିଲ୍ମରେ ଅନୁସ୍କା ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି । ହେଲେ ବନ୍ଧୁଗଣ ବିନା ମେକଅପରେ ମଧ୍ୟ ଅନୁସ୍କା ସୁନ୍ଦର ନଜର ଆସନ୍ତି । ଆଜିକାଲି ଅନୁସ୍କା ନିଜ ପ୍ରେଗନେନ୍ସି ପାଇଁ ବହୁତ ଚର୍ଚାରେ ଅଛନ୍ତି ।

କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ । ବର୍ତ୍ତମାନ କରିନା ୪୦ ବର୍ଷ ବୟସର ହୋଇ ସାରିଛନ୍ତି । ମେକଅପରେ କରିନା ବର୍ତ୍ତମାନ ମଧ୍ୟ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ହେଲେ ବିନା ମେକଅପରେ କରିନା ବହୁତ ଅଲଗା ନଜର ଆସନ୍ତି । ବିନା ମେକଅପରେ କରିନାଙ୍କ ଚେହେରାର ଝୁରିଆ ଓ କଳା ଦାଗ ଆଦି ନଜର ଆସେ ।


ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ବନ୍ଧୁଗଣ ପ୍ରିୟଙ୍କା ଉଭୟ ମେକଅପ ଓ ବିନା ମେକଅପରେ ସୁନ୍ଦର ନଜର ଆସନ୍ତି । ଏହା ବ୍ଯତୀତ ପ୍ରିୟଙ୍କା ବିନା ମେକଅପରେ ବହୁତ ଫଟୋ ସୁଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ବହୁତ ଅଧିକ ଷ୍ଟାଇଲିସ ଓ ସୁନ୍ଦର ନଜର ଆସୁଛନ୍ତି ।


ଦୀପିକା ପାଦୁକୋନ- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଚେହେରାର ବହୁତ ଭଲ ଧ୍ୟାନ ରଖନ୍ତି । ସେଥିପାଇଁ ଦୀପିକା ମେକଅପ ଓ ବିନା ମେକଅପରେ ବହୁତ ସୁନ୍ଦର ନଜର ଆସନ୍ତି । ଆପଣ ମାନେ ସମସ୍ତେ ଦୀପିକାଙ୍କର ବିନା ମେକଅପ ଲୁକ୍ ମଧ୍ୟ ଦେଖିଥିବେ ।

 

ସୋନମ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୋନମ କପୁର । ସୋନମ କପୁର ବଲିଉଡରେ ଏକ ଏପରି ଅଭିନେତ୍ରୀ ଯିଏ ନିଜ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । ମେକଅପରେ ବହୁତ ସୁନ୍ଦର ନଜର ଆସୁଥିବା ସୋନମ ବିନା ମେକଅପରେ ବହୁତ ଅଧିକ ଖରାପ ନଜର ଆସନ୍ତି । ବିନା ମେକଅପରେ ସୋନମଙ୍କ ଚେହେରାରେ ଦାଗ ଓ ଝୁରିଆ ନଜର ଆସିଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *