ଓଡିଆ ଅଭିନେତା ଶ୍ରୀରାମ ପଣ୍ଡାଙ୍କ Family & Biography, ସବୁ କିଛି ଛାଡି କାହିଁକି ହେଇଗଲେ ସନ୍ୟାସୀ, ଜାଣନ୍ତୁ କିଛି ଅଜଣା କଥା

ଓଡିଆ ସିନେମା ଦୁନିଆରା ନାୟକ ଶ୍ରୀ ରାମ ପଣ୍ଡାଙ୍କୁ ତ ଆପଣ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ । ବହୁତ ଗୁଡିଏ ସିନେମା ରେ ଅଭିନୟ କରି ସାରିଥିବା ଶ୍ରୀରାମ ପଣ୍ଡା ଆଜି କଣ କରୁଛନ୍ତି ଓ ସେ କାହିଁକି ଆଜି ସଂସାରର ସବୁ ମୋହାମାୟା ଛାଡି ସନ୍ୟାସ ନେଇଗଲେ ଏହି ସବୁ ବିଷୟରେ ଜାଣିବା ପାଇଁ ଆପଣ ସମସ୍ତଙ୍କର ତ ନିଶ୍ଚୟ ଇଚ୍ଛା ହେଉଥିବ । ତେବେ ଏହାକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଆସନ୍ତୁ ଜାଣିବା । ଶ୍ରୀରାମ ପଣ୍ଡା ଙ୍କୁ ଆପଣ ବହୁତ ସାରା ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ।

ତାଙ୍କର ଜନ୍ମ ସ୍ଥା ନ ହେଉଛି ଗଞ୍ଜାମ ର ନବରଂଗପୁର ରେ । ବର୍ତ୍ତମାନ ତାଙ୍କ ବସ ହେଉଛି ୬୬ ବର୍ଷ । ତାଙ୍କର ସ୍ତ୍ରୀ ଙ୍କ ନାମ ହେଉଛି ତ୍ରିପୁରା ମିଶ୍ର । ସେ କେବଳ ଜେନା କଳାକାର ନଥିଲେ ସେ ଜଣେ ପ୍ରଯୋଜକ ଓ ଜଣେ ଯୋଗ ଶିକ୍ଷକ ମଧ୍ୟ ଥିଲେ । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ର ନାନ ଟି ଥିଲା ଧାରିତ୍ରି । କିନ୍ତୁ ହଠାତ ତାଙ୍କ ଜୀବନରେ ଆସିଥିଲା ଗୋଟିଏ ବହୁତ ବଡ ପରିବର୍ତ୍ତନ । ସେ ଶ୍ରୀରାମ ପଣ୍ଡାରୁ ହୋଇଗଲେ ସ୍ଵାମୀ ନିତ୍ୟ ଚୈତନ୍ୟ ।

 

ଲୋକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିଲେ । ସେ ବହୁତ ଆୱାର୍ଡ ମଧ୍ୟ ପାଇଛନ୍ତି । ସେଥି ମଧ୍ୟରୁ ଜୟଦେବ ଆୱାର୍ଡ ଟି ଅନ୍ଯତମ । ଶ୍ରୀରାମ ପଣ୍ଡା ବହୁତ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି । ସେହି ସମୟର ଲୋକମାନେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରୁଥିଲେ । ତାଙ୍କ ଫିଲ୍ମ ଗୁଡିକ ମଧ୍ୟ ସୁପର ହିଟ ହେଉଥିଲା । ଶ୍ରୀରାମ ପଣ୍ଡା ବହୁତ ସମୟ ହେଲା ସଂସାରରୁ ମୋହାମାୟା ଛାଡି ସନ୍ୟାସୀ ଧର୍ମ ଗ୍ରହଣ କରିଛନ୍ତି । କିଛି ବର୍ଷ ହେବ ସେ ସିନେମା ଜଗତରୁ ମଧ୍ୟ ଦୂରେଇ ରହୁଛନ୍ତି ।

 

ସେ କୌଣସି ଫିଲ୍ମ ବା ଆଲ୍ବମ ରେ ମଧ୍ୟ ନଜର ଆସୁ ନାହାଁନ୍ତି । ଶ୍ରୀ ରାମ ପଣ୍ଡା ଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ବାହା ଘର ସମୟରେ ମଧ୍ୟ ସେ ଆସି ନଥିଲେ । ବାହାଘରର ଗୋଟିଏ ବର୍ଷ ପରେ ସେ ଜାଣି ପାରିଲେ କି ତାଙ୍କ ପୁଅର ବାହାଘର ହୋଇ ସାରିଛି । ଆପଣ ତ ଜାଣିଥିବେ ୧୯୯୨ ମସିହାରେ ସେ ଓଡିଆ ଫିଲ୍ମ ଜଗତକୁ ଓ ନିଜ ଫାମିଲି କୁ ଛାଡି ସନ୍ୟାସ ନେଇ ଯାଇଥିଲେ ଓ ବର୍ତ୍ତମାନ ସମୟରେ ସେ ଯୋଗ ପ୍ରଚାର କରୁଛନ୍ତି ଓ ନିଜ ଗୁରୁଙ୍କ ବାଣୀ ସବୁଠି ପ୍ରଚାର କରୁଛନ୍ତି ।

ଆସନ୍ତୁ ଜାଣିବା ସେ କାହିଁକି ଫିଲ୍ମ ଜଗତକୁ ଛାଡି ଓ ନିଜ ସଂସାରକୁ ଛାଡି କାହିଁକି ସନ୍ୟାସ ନେଇ ଯାଇଥିଲେ । ବନ୍ଧୁଗଣ ୧୯୮୫ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ତାଙ୍କର ଗୋଟିଏ ବି ଫିଲ୍ମ ହିଟ ହୋଇ ନଥିଲା । ସେହି ଫିଲ୍ମ ଗୁଡିକ ହେଲା କୁରୁକ୍ଷେତ୍ର, ନ୍ୟାୟ, ଅନ୍ୟାୟ, ତୋ ବିନୁ ଅନ୍ୟ ଗତି ନାହିଁ ଆଦି ଫିଲ୍ମ ସୁପର ଫ୍ଲପ ହୋଇଥିଲା । ଯାହା ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିଲା ଓ ତାଙ୍କର ଅନ୍ତରା ଆତ୍ମା କାନ୍ଦି ପକାଇଥିଲା । ସେ ନିଜ ଜୀବନରେ ବାଲାନ୍ସ କରି ପାରିନଥିଲେ ।

ଏହା ସହିତ ସେ ନିଜକୁ ପାରିବାରିକ ମୋହା ମାୟାରୁ ମଧ୍ୟ ମୁକ୍ତ କରିବାକୁ ଚାହୁନଥିଲେ । ତା ପରେ ସେ ଜୀବନର ସମସ୍ତ କାମନାକୁ ଛାଡି ସନ୍ୟାସ ଗ୍ରହଣ କରିଥିଲେ । ଏହା ପରେ ସେ ବିହାରର ଏକ ଯୋଗ ସ୍କୁଲରେ ଜଏନ କରିଥିଲେ ଓ ଯୋଗ ପ୍ରଚାର ଶିଖିଥିଲେ । ସେ ପ୍ରାୟ ୨୨ ବର୍ଷ ଧରି ଶିକ୍ଷା ଗ୍ରହଣ କରିଥିଲେ । ତା ପରେ ସେ ନିଜର ଗୁରୁଙ୍କ ବାଣୀ ଓ ଚିନ୍ତାଧାରାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡିଶା ଫେରି ଆସିଥିଲେ । ଆଜି ବି ସେ ଓଡିଶାରେ ବୁଲି ବୁଲି ଯୋଗ ପ୍ରଚାର କରୁଛନ୍ତି । ଏହା ଥିଲା ଶ୍ରୀରାମ ପଣ୍ଡାଙ୍କ ବିଷୟରେ କିଛି ଅଜଣା କଥା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *