Shraddha Kapoor ଙ୍କ ଏହି 4 ଟି ଫିଲ୍ମ କୁ କେବେ ବି ଦେଖିବାକୁ ଚାହାଁନ୍ତି ନାହିଁ ପାପା Shakti Kapoor, କରନ୍ତି ଘୃଣା

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଜଣେ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ, ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ।

ବନ୍ଧୁଗଣ ଶ୍ରଦ୍ଧା ବଲିଉଡରେ ବହୁତ ଶୀଘ୍ର ସଫଳତା ହାସଲ କରିଛନ୍ତି । ଶ୍ରଦ୍ଧାଙ୍କ ପିତା ହେଉଛନ୍ତି ଶକ୍ତି କପୁର । ବନ୍ଧୁଗଣ ଶକ୍ତି ନିଜ ଫିଲ୍ମ କାରିୟରରେ ଏପରି କିଛି ଫିଲ୍ମ କରିଛନ୍ତି ଯାହା ସେ ନିଜ ଝିଅକୁ କେବେହେଲେ ଦେଖାଇବେ ନାହିଁ ।

ସେହି ସମସ୍ତ ଫିଲ୍ମ ପାଇଁ ଶ୍ରଦ୍ଧାଙ୍କୁ ବହୁତ ଥର ଲଜ୍ଜିତ ହେବାକୁ ପଡିଛି । ଶକ୍ତି କପୁର ପୁନମ ପାଣ୍ଡେଙ୍କ ସହ B ଗ୍ରେଡ ଫିଲ୍ମରେ କାମ କରିଥିଲେ, ଯେଉଁଥି ପାଇଁ ଶ୍ରଦ୍ଧାଙ୍କୁ ଇଣ୍ଡଷ୍ଟ୍ରିରେ ଲଜ୍ଜିତ ହେବାକୁ ପଡିଥିଲା । କେବଳ ଶ୍ରଦ୍ଧା ନୁହେଁ ବନ୍ଧୁଗଣ ଶକ୍ତି ମଧ୍ୟ ଶ୍ରଦ୍ଧାଙ୍କର କିଛି ଫିଲ୍ମକୁ ଆଜି ପର୍ଯ୍ୟନ୍ତ ଦେଖି ନାହାନ୍ତି, କାରଣ ଶ୍ରଦ୍ଧା ନିଜର କିଛି ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍ସ ରଖିଛନ୍ତି, ଯାହା ପାଇଁ ଶକ୍ତିଙ୍କୁ ଲଜ୍ଜିତ ହେବାକୁ ପଡିଛି । ଆଜିଆମେ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କର ସେହି ସମସ୍ତ ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରକଅନ୍ ୨- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଫିଲ୍ମ ‘ରକଅନ୍ ୨’ । ଏହି ଫିଲ୍ମ ପାଇଁ ଶକ୍ତିଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । କାରଣ ଖବର ମିଳିଥିଲା ଯେ, ଶ୍ରଦ୍ଧା ଓ ଫରାନ ପରସ୍ପରକୁ ଡେଟ କରୁଛନ୍ତି ଓ ଲିଭିଙ୍ଗ ରିଲେସନସିପରେ ରହୁଛନ୍ତି । ଏହି ଦୁଇଜଣଙ୍କ ସମ୍ପର୍କ ବହୁତ କମ ଦିନ ପର୍ଯ୍ୟନ୍ତ ରହିଥିଲା । କିଛି ସମୟ ପରେ ଫରାନ ଅଖତର ଶ୍ରଦ୍ଧାଙ୍କୁ ଧୋକା ଦେଇ ଶିବାନୀ ଦାଣ୍ଡେକରଙ୍କ ସହ ରିଲେସନରେ ରହିଥିଲେ ।


ହାଫ ଗାର୍ଲଫ୍ରେଣ୍ଡ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଫିଲ୍ମ ‘ହାଫ ଗାର୍ଲଫ୍ରେଣ୍ଡ’ । ଏହି ଫିଲ୍ମର ଶୁଟିଙ୍ଗ ସମୟରେ ଶୁଟିଙ୍ଗ ସେଟରେ ଶ୍ରଦ୍ଧା ଓ ଅର୍ଜୁନ କପୁରଙ୍କର ବହୁତ ବଡ ଝଗଡା ହୋଇଥିଲା । କାରଣ ଶ୍ରଦ୍ଧା ସବୁବେଳେ ଡେରିରେ ଆସୁଥିଲେ । ସେଥିପାଇଁ ଅର୍ଜୁନ ଓ ଶ୍ରଦ୍ଧାଙ୍କର ଝଗଡା ହୋଇଯାଇଥିଲେମ, ଯାହାଫଳରେ ଶକ୍ତି ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରି ନଥିଲେ ।

ଓକେ ଜାନୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଫିଲ୍ମ ‘ଓକେ ଜାନୁ’ । ଏହି ଫିଲ୍ମଟି ଫ୍ଲପ୍ ହୋଇଯାଇଥିଲା ହେଲେ ଏହି ଫିଲ୍ମରେ ଶ୍ରଦ୍ଧା ଓ ଆଦିତ୍ୟଙ୍କ ଲଭ ଇଣ୍ଟିମେଣ୍ଟ ସିନ୍ସ ସେହି ସମୟରେ ବହୁତ ଚର୍ଚାରେ ଥିଲା । ସେଥିପାଇଁ ଏହି ଫିଲ୍ମକୁ ଦେଖିବା ପାଇଁ ଶକ୍ତି ପସନ୍ଦ କରନ୍ତି ନାହିଁ ।

ହସିନା ପାର୍କର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଫିଲ୍ମ ‘ହସିନା ପାର୍କର’ । ଏହି ଫିଲ୍ମରେ ଶ୍ରଦ୍ଧା ଦାଉଦ ଇବ୍ରାହିମଙ୍କ ଭଉଣୀର ଭୂମିକା ପଦର୍ଶନ କରିଥିଲେ, ଯାହାଫଳରେ ତାଙ୍କୁ ବହୁତ ଅଧିକ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । ସେଥିପାଇଁ ଶକ୍ତି ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *