South ସୁପର ଷ୍ଟାର Pravas ଙ୍କ ଲାଇଫ ଷ୍ଟାଇଲ, ଫ୍ୟାମିଲି ଓ Biography, ତାଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସାଉଥ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସମଗ୍ର ଭାରତରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ପ୍ରଭାସ । ଆପଣ ମାନେ ସମସ୍ତେ ପ୍ରଭାସଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । କେବଳ ଭରତରେ ନୁହେଁ ଭାରତ ବାହାରେ ମଧ୍ୟ ପ୍ରଭାସଙ୍କର ବହୁତ ଲୋକପ୍ରିୟତା ରହିଛି ।

ବନ୍ଧୁଗଣ ପ୍ରଭାସ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ପ୍ରଭାସଙ୍କୁ ଦେଖିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ଅଭିନୟ କାରିୟର, ତାଙ୍କ ସମ୍ପତ୍ତି ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପ୍ରଭାସଙ୍କ ବିଷୟରେ ସମସ୍ତ ତଥ୍ୟ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଭାସଙ୍କର ରିଅଲ ନାମ ହେଉଛି ଭେଙ୍କେଟା ସତ୍ୟନାରାୟନ ପ୍ରଭାସ ରାଜୁ ଉପଲାପତି । ବନ୍ଧୁଗଣ ପ୍ରଭାସ ଜଣେ ଅଭିନେତା ହେବା ସହ ଜଣେ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି । ପ୍ରଭାସଙ୍କ ଉଛତା ହେଉଛି ୬ ଫୁଟ ୧ ଇଞ୍ଚ ଓ ତାଙ୍କ ଓଜନ ହେଉଛି ୯୫ କିଲୋ । ବନ୍ଧୁଗଣ ପ୍ରଭାସଙ୍କ ଚେସ୍ଟ ହେଉଛି ୪୪ ଇଞ୍ଚ, ୱେଷ୍ଟ ହେଉଛି ୩୪ ଇଞ୍ଚ ଓ ବାଇଶେପ ହେଉଛି ୧୮ ଇଞ୍ଚ । ବନ୍ଧୁଗଣ ପ୍ରଭାସ ୧୯୭୯ ମସିହାରେ ଅକବର ୨୩ ତାରିଖରେ ଚେନାଇ, ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ପ୍ରଭାସଙ୍କୁ ୩୯ ବର୍ଷ ବୟସ ହୋଇଛି ।


ବର୍ତ୍ତମାନ ସେ ହାଇଦ୍ରାବାଦର ଯୁବ୍ଲି ହିଲ୍ସ, ରହୁଛନ୍ତି । ବନ୍ଧୁଗଣ ପ୍ରଭାସ ହାଇଦ୍ରାବାଦରେ ବିଟେକ କରିଛନ୍ତି । ବନ୍ଧୁଗଣ ପ୍ରଭାସଙ୍କ ପ୍ରଥମ ଫିଲ୍ମ ହେଉଛି ୨୦୦୨ ମସିହାରେ ଆସିଥିବା ଫିଲ୍ମ ‘ଇଶ୍ଵର’ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଥିଲେ । ବନ୍ଧୁଗଣ ପ୍ରଭାସ ନିଜ ଫିଲ୍ମ କାରିୟରରେ ‘ବାହୁବଲି, ବାହୁବଲି ୨ ଓ ସାହୁ’ ଆଦି ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।


ବନ୍ଧୁଗଣ ପ୍ରଭାସଙ୍କ ମାଙ୍କର ନାମ ହେଉଛି ସିବା କୁମାରୀ ଓ ତାଙ୍କ ପିତାଙ୍କ ନାମ ହେଉଛି ଉପଲପତି ସୂର୍ୟ ନାରାୟଣ ରାଜୁ । ବନ୍ଧୁଗଣ ପ୍ରଭାସଙ୍କର ଏକ ବଡ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ପ୍ରମୋଦ ଉପଲପତି ଓ ତାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ପ୍ରଗତି । ବନ୍ଧୁଗଣ ପ୍ରଭାସ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ହେଲେ ତାଙ୍କର ନାମ ସହ ସାଉଥର ଫେମସ ଅଭିନେତ୍ରୀ ଅନୁସ୍କା ସେଟିଙ୍କ ନାମ ଯୋଡା ଯାଉଛି ।


ବନ୍ଧୁଗଣ ପ୍ରଭାସ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ୫୦ କୋଟି ଟଙ୍କା ନିଅନ୍ତି । ତାଙ୍କର ଏକ ବହୁତ ବଡ ଆଲିଶାନ ଘର ଅଛି ଓ ୪ଟି ଲକ୍ସରି କାର୍ସ ମଧ୍ୟ ରହିଛି । ବନ୍ଧୁଗଣ ଏକ ରିପୋର୍ଟସ ମୁତାବକ ଜଣା ପଡିଛି ପ୍ରଭାସଙ୍କର ସଂପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ହେଉଛି ୨୫୦ କୋଟି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *