South ଇଣ୍ଡଷ୍ଟ୍ରିର ଫେମସ ଭିଲିଆନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ, 4 ନମ୍ବର Actor ଙ୍କ ସ୍ତ୍ରୀ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ହିରୋ ବିଷୟରେ ନୁହେଁ ଭିଲିଆନ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ସାଉଥ ଇଣ୍ଡଷ୍ଟ୍ରିରେ କିଛି ଏପରି ଦମଦାର କଳାକାର ଅଛନ୍ତି ଯେଉଁ ମାନେ ଖଳନାୟକ ଭୂମିକାରେ ନଜର ଆସନ୍ତି । ଏହି କଳାକାର ମାନେ ଖଳନାୟକର ଭୂମିକା କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର କିଛି ଫେମସ କଳାକାର ମାନଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମୁକେଶ ରିଷି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ରିଷି । ଆପଣ ମାନେ ସମସ୍ତେ ମୁକେଶଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସନ୍ତି । ମୁକେଶଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି କେଶନୀ ରିଷି । ଏହି ଦୁଇଜଣ ୧୯୯୯ ମସିହାରେ ବିବାହ କରିଥିଲେ । ମୁକେଶ ଓ କେଶନୀଙ୍କ ଏକ ପୁଅ ମଧ୍ୟ ଅଛି ।

ଆଶିଷ ବିଦ୍ୟାର୍ଥୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆଶିଷ ବିଦ୍ୟାର୍ଥୀ । ଆଶିଷ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତା ସେ ସାଉଥ ସହ ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ବନ୍ଧୁଗଣ ଆଶିଷ ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସନ୍ତି । ଆଶିଷଙ୍କ ପତ୍ନୀଙ୍କ ନାମ ହେଉଛି ରାଜସୀ ବିଦ୍ୟାର୍ଥୀ । ଆଶିଷ ଓ ରାଜସୀ ପ୍ରେମ ବିବାହ କରିଥିଲେ । ରାଜସୀ ହେଉଛନ୍ତି ଜଣେ ହିନ୍ଦୀ ଟିଭି ଅଭିନେତ୍ରୀ । ଆଶିଷ ଓ ରାଜସୀଙ୍କ ଏକ ପୁଅ ଅଛି ।

ପ୍ରଦୀପ ରାବତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରଦୀପ ରାବତ । ପ୍ରଦୀପ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ସେ ସାଉଥ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସନ୍ତି । ନିଜ ଅଭିନୟର ଜାଦୁ ଦେଖାଇ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ପ୍ରଦୀପଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି କଲ୍ୟାଣୀ ରାବତ ।

ରାହୁଲ ଦେବ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରିର ଫେମସ ଖଳନାୟକ ରାହୁଲ ଦେବ । ଆପଣ ମାନେ ସମସ୍ତେ ରାହୁଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଖଳନାୟକର ଭୂମିକାରେ ଦେଖିଥିବେ । ରାହୁଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ରାହୁଲଙ୍କ ପତ୍ନୀଙ୍କ ନାମ ହେଉଛି ରିନା ଦେବ । ରାହୁଲ ଓ ରିନାଙ୍କ ଏକ ପୁଅ ଅଛି । ହେଲେ ଏକ ଗମ୍ଭୀର ରୋଗ ହେତୁ ରିନାଙ୍କର ଦେହାନ୍ତ ଗତ କିଛି ବର୍ଷ ପୂର୍ବେ ହୋଇଥିଲା । ଏହା ପରେ ରାହାଉଲ ମୁଗଧା ଗୋଡସେଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *