ଦୁନିଆର ସବୁଠୁ ଦୁର୍ଲଭ ଦୁଧିଆ ନାଗ (Golden Cobra), ଏତେ ରାଗି ଆଉ ବିଷାକ୍ତ, Video ଦେଖିଲେ ଆପଣ ବି ଡରିଯିବେ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପ ମାନଙ୍କର ଅନେକ ପୌରାଣିକ ମାନ୍ୟତା ରହିଛି । ସାଧାରଣତଃ ନାଗ ବା କୋବ୍ରା ସାପକୁ ଆମ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ ଏହାର ମଧ୍ୟ ଏକ ବିଶେଷ କାରଣ ରହିଛି । ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରନ୍ତି । ଆଗ କାଳରୁ ନେଇ ଏ ପର୍ଯ୍ୟନ୍ତ ନାଗ ସାପକୁ ଲୋକମାନେ ପୂଜା କରନ୍ତି । ହେଲେ ବନ୍ଧୁଗଣ ଏହି ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ ଅଟେ ।

ଏହି ସାପ ମଧ୍ୟରେ ବହୁତ ଘା-ତ-କ ବି-ଶ ରହିଥାଏ ଯାହା ମଣିଷ ପ୍ରା-ଣ ନେଇପାରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି ଓ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ମଧ୍ୟ ହେଉଛି । ଭା-ଇ-ରା-ଲ ହେଉଥିବା ଭିଡିଓରେ ଗୋଲ୍ଡେନ ନାଗ ସାପକୁ ଉଧାର କରାଯାଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାପ ବିଷୟରେ । ବନ୍ଧୁଗଣ ଏହି ଗୋଲ୍ଡେନ ସାପ ବହୁତ କମ ସ୍ଥାନରେ ଦେଖିବାକୁ ମିଳିଥାଏ । ଓଡିଶାର ଏକ ସ୍ଥାନରେ ମଧ୍ୟ ଏହି ସାପ ଦେଖିବାକୁ ମିଳିଛି । ଏହି ସାପଟି ଏକ ଜନଗହଳି ସ୍ଥାନରେ ନଜର ଆସିଥିଲା ଯାହା ଫଳରେ କିଛି ଲୋକ ଏହି ସାପଟିକୁ ଦେଖି ପ୍ରଥମେ ଭୟବିତ ହୋଇ ଯାଇଥିଲେ । ସାପଟି ଦେଖିବାକୁ ବହୁତ ବଡ ଓ ସୁନେଲି ରଙ୍ଗର ଥିଲା ।

ଲୋକମାନେ ଏହି ସାପଟିକୁ ଦେଖିବା ପରେ ଏକ ସାପ ଧରାଳିକୁ ଡକାଇ ଥିଲେ । ସାପ ଧରାଳି ଜଣକ ମଧ୍ୟ ଏହି ସାପଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ସଫଳତା ପୂର୍ବକୁ ଏହି ସାପଟିକୁ ଉଧାର କରାଯାଇଛି । ସାପଟିକୁ ଯେତେବେଳେ ଧରା ଯାଉଥିଲା ସେତେବେଳେ ସାପଟି ବହୁତ କ୍ରୋ-ଧ-ରେ ଥିଲା ଓ ନିଜ ଫ-ଣା ଟେକି ଥିଲା ।

ଯଦି ଏହି ସାପଟି କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୋଲ୍ଡେନ କୋବ୍ରା ସାପଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *