ସିନ୍ଦୁରବିନ୍ଦୁ ସରିଲା ପରେ ବର୍ତ୍ତମାନ କଣ କରୁଛନ୍ତି ନିଲୁ (Banaja Panda)

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଫ୍ରେଣ୍ଡ ଆପଣ ମାନେ ପୂର୍ବରୁ ପ୍ରସାରିତ ହୋଇଥିବା ସିନ୍ଦୁର ବିନ୍ଦୁ ସିରିଏଲ ଟି କୁ ତ ନିଶ୍ଚିତ ଦେଖିଥିବେ । ସିନ୍ଦୁର ବିନ୍ଦୁ ସିରିଏଲ ର ଅଭିନେତ୍ରୀ ନିଲୁ ତ ଆପଣ ମାନଙ୍କର ମନେ ଥିବେ । ଏହି ସିରିଏଲ ଟି ବେଶ ପପୁଲାର ହୋଇଥିଲା । ଘରେ ଘରେ ଏହି ସିରିଏଲ ଟି ନିଜର ଷ୍ଟୋରି ଓ ଷ୍ଟାରକାସ୍ଟ ଙ୍କ କାରଣରୁ ଲୋକପ୍ରିୟ ହୋଇ ଯାଇଥିଲା । ସିନ୍ଦୁର ବିନ୍ଦୁ ସରିବା ପରେ ଅଭିନେତ୍ରୀ ନିଲୁ ବର୍ତ୍ତମାନ କଣ କରୁଛନ୍ତି ଆପଣ ମାନେ କଣ ଜାଣିଛନ୍ତି କି ?

ଯଦି ଜାଣି ନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ । ତା ହେଲେ ଫ୍ରେଣ୍ଡ୍ସ ଆପଣ ମାନେ ନିଲୁ ଙ୍କୁ ସିନ୍ଦୁର ବିନ୍ଦୁ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ । ଆଉ ତାଙ୍କର ଆକଟିଂ ବି ବେଶ ଭଲ ଭାବରେ ଦେଖିଥିବେ । ତାଙ୍କର ଏହି ଜବରଦସ୍ତ ଆକଟିଂ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଥିଲେ । ନିଲୁ ଙ୍କ ପ୍ରକୃତ ନାମ ହେଉଛି ବନିଜା ପଣ୍ଡା ।

ନିଲୁ ଙ୍କ ଆକଟିଂ ସିନ୍ଦୁର ବିନ୍ଦୁ ସିରିଏଲ ରେ ବହୁତ ସୁନ୍ଦର ଥିଲା ଓ ଏହି ସିରିଏଲ ରେ ନିଲୁଙ୍କର ଆକଟିଂ ବି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ନିଲୁଙ୍କ ଅଭିନୟର ଜାଦୁ ଖୁବ କମ ଦିନ ମଧ୍ୟରେ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା ।

ସିନ୍ଦୁର ବିନ୍ଦୁ ସିରିଏଲ ରେ ନିଲୁ ଙ୍କର ଜବରଦସ୍ତ ଆକଟିଂ ଦ୍ଵାରା ସିନ୍ଦୁର ବିନ୍ଦୁ ସିରିଏଲ ଟି ଖୁବ କମ ଦିନ ମଧ୍ୟରେ ନମ୍ବର ୱାନ ସିରିଏଲ ହୋଇ ପାରିଥିଲା । ନିଲୁଙ୍କର ପ୍ରକୃତ ଘର ହେଉଛି ଭଦ୍ରକ । ସେ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି ।

ସେ ଗତ କିଛି ଦିନ ତଳେ ଶୁଭ୍ରଜିତ ଙ୍କୁ ବିବାହ କରିଥିଲେ । ଏହା ପରେ ସେ ସିରିଏଲ ରୁ କିଛି ମାତ୍ରାରେ ଦୂରେଇ ଅଛନ୍ତି । ବର୍ତ୍ତମାନ ସେ କୌଣସି ସିରିଏଲ ରେ ଅଭିନୟ କରୁ ନାହାଁନ୍ତି । ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ତା ହେଲେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ନିଲୁ କେମିତି ଲାଗନ୍ତି ବା ତାଙ୍କର ଆକଟିଂ ଆପଣଙ୍କୁ ସିନ୍ଦୁର ବିନ୍ଦୁ ସିରିଏଲ ରେ କେମିତି ଲାଗୁଥିଲା ଆମକୁ ନିଶ୍ଚିତ ଭାବରେ କମେନ୍ଟ କରନ୍ତୁ ଓ ଆଗକୁ ଅଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *