Raj Kundra ଙ୍କ କଳା କାରଣାମକୁ ନେଇ Silpa ଙ୍କ ଭଉଣୀ Shamita Shetty ଙ୍କ ଉପରେ ବର୍ଷିଲେ ଲୋକ, କହିଲେ- “ଦିଦି ଦିନରେ ଓ ତୁମ ଜିଜୁ ରାତିରେ ଆମକୁ…”

ବନ୍ଧୁଗଣ ଗତ କିଛି ଦିନ ହେବ ଶିଲ୍ପା ଓ ତାଙ୍କ ପରିବାର ରାଜ କୁନ୍ଦରାଙ୍କ ପାଇଁ ଅନେକ ବିବାଦରେ ଘେରି ରହିଛନ୍ତି । ଶିଲ୍ପା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ । ରାଜଙ୍କ କଳା କାର୍ଣ୍ଣମାର ପ୍ରଭାବ ତାଙ୍କ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ଉପରେ ପଡୁଛି ।

ଅଶ୍ଳୀଳ ଫିଲ୍ମ ବନେଇବା ଅଭିଯୋଗରେ ଗତ ସୋମବାର ଦିନ ପୋଲିସ ରାଜ କୁନ୍ଦରାଙ୍କୁ ଗିରଫ କରିଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ ହାଜତରେ ଅଛନ୍ତି । ରାଜଙ୍କ ସହ ଅନ୍ୟ ୧୧ ଜଣ ଲୋକଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ଓ ପଚରା ଉଚରା କରୁଛି । ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ରାଜ ଓ ଶିଲ୍ପାଙ୍କ ମିମ୍ସ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ରାଜଙ୍କ କଳା କାର୍ଣ୍ଣମା ପାଇଁ ଲୋକ ମାନେ ଶିଳ୍ପଙ୍କୁ ଟାର୍ଗେଟ କରିଛନ୍ତି ଓ ଟ୍ରୋଲ କରୁଛନ୍ତି । ଗତ କିଛି ଦିନ ହେବ ଶିଲ୍ପାଙ୍କ ନୂଆ ଫିଲ୍ମ ‘ହଙ୍ଗାମା ୨’ ଓଟିଟି ଫାଇଲରେ ରିଲିଜ ହୋଇଛି । ଆପଣ ମାନେ ସମସ୍ତେ ଶିଲ୍ପାଙ୍କ ଭଉଣୀ ସମିତା ସେଟିଙ୍କୁ ବେସ ଭଲ ଭାବରେ ଜଣାଇଥିବେ ।

ସମିତା ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି । ଗତ କିଛି ସମୟ ତଳେ ସମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ସମିତା ‘ହଙ୍ଗାମା ୨’ର ଏକ ପୋଷ୍ଟର ସେୟାର କରିଥିଲେ । ଏହି ଫିଲ୍ମରେ ଶିଲ୍ପା ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଥିବାରୁ ସମିତା ନିଜ ଭଉଣୀଙ୍କ ପାଇଁ ଏହି ପୋଷ୍ଟ କରିଥିଲେ ।

ପୋଷ୍ଟ କରିବା ସହ ସେ କ୍ୟାପ୍ସନରେ ଲେଖିଥିଲେ-‘ ଡାର୍ଲିଙ୍ଗ ଶିଲ୍ପା ହଙ୍ଗାମା ୨ର ରିଲିଜ ପାଇଁ ତମକୁ ଅନେକ ଶୁବେଚ୍ଚା । ମୁ ଜାଣିଛି ତମେ ଓ ଏହି ଫିଲ୍ମର ସମସ୍ତ ଲୋକ ଫିଲ୍ମ ପାଇଁ ବହୁତ କଷ୍ଟ କରିଛ । ଲଭ ୟୁ ମୁ ତମ ସହିତ ଅଛି । ତମେ ତମ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛ । ତମର ଏହି ସମୟ ମଧ୍ୟ ବହୁତ ଶୀଘ୍ର ଚାଲିଯିବ, ହଙ୍ଗାମା ଟିମକୁ ମୋର ଶୁଭକାମନା’ ।

ସମିତାଙ୍କ ଏହି ପୋଷ୍ଟ ସେୟାର କରିବା ପରେ ଲୋକ ମାନେ ତାଙ୍କୁ ଭରପୁର ମାତ୍ରାରେ ଟ୍ରୋଲ କରିଥିଲେ । ବହୁତ ଖରାପ ଖରାପ କମେଣ୍ଟ ଏହି ପୋଷ୍ଟରେ ଦେଇଥିଲେ । ଏକ ୟୁଜର କମେଣ୍ଟରେ ଲେଖିଲା-‘ଭେଣେଇକୁ ପୋଲିସ କାହିଁକି ଧରି ଛନ୍ତି ?’ । ଆଉ ଗୋଟେ ୟୁଜର ଲେଖିଲ-‘ଶୁଭକାମନାର ଆବଶ୍ୟକତା ତମ ଭେଣେଇକୁ ଦରକାର’ । ଗୋଟେ ୟୁଜର ଲେଖିଲା-‘ତମ ଭଉଣୀ ସଖାଳେ ଯୋଗ ଶିଖାଉ ଛନ୍ତି ଓ ଭେଣେଇ ରାତିରେ’ ।

ବନ୍ଧୁଗଣ ଏହି ପରି ଭାବରେ ଟ୍ରୋଲର ମାନେ ବହୁତ ଖରାପ ଭାବରେ ସମିତାଙ୍କୁ ଟ୍ରୋଲ କରିଛନ୍ତି । ତା ହେଲେ ବନ୍ଧୁଗଣ ରାଜ କୁନ୍ଦରାଙ୍କ ଏହି କାମ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *