ପ୍ରଥମ ଥର ପାଇଁ ଦେଖନ୍ତୁ ସଂପୂର୍ଣ୍ଣ ଲକ୍ଷ୍ମୀର ବିଜେତା Subhalagna Panigrahi ଙ୍କ ପୁରା ପରିବାର ଓ ଲାଇଫଷ୍ଟାଇଲ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ରିଆଲିଟି ସୋରେ ଯୋଗ ଦେଉଥିବା ସମସ୍ତ ପ୍ରତିଯୋଗୀ ମାନେ ସୋକୁ ଜିତିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଯେଉଁ ମାନେ ଏହି ରିଆଲିଟି ସୋ ଜିତି ଥାନ୍ତି ସେମାନଙ୍କୁ ସୁନାମ ଓ ଭଲ ପଇସା ମିଳିଥାଏ । ତେବେ ଆପଣ ମାନେ ସମସ୍ତେ ଶୁଭଲଗ୍ନା ପାଣିଗ୍ରାହୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଶୁଭଲଗ୍ନା ପାଣିଗ୍ରାହୀ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ରିଆଲିଟି ସୋର ବିଜେତା ହୋଇଛନ୍ତି । ଏହି ସୋଟିକୁ ଜିତିବା ପରେ ଶୁଭଲଗ୍ନା ଓଡିଆ ଅଭିନେତ୍ରୀ ମାନଙ୍କ ଭଳି ଲୋକପ୍ରିୟତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଶୁଭଲଗ୍ନାଙ୍କର ବହୁତ ଚର୍ଚା ହେଉଛି ଓ ତାଙ୍କର ଫଟୋ ଗୁଡିକ ମଧ୍ୟ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ତ ଶୁଭଲଗ୍ନାଙ୍କୁ ଦେଖିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଶୁଭଲଗ୍ନାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶୁଭଲଗ୍ନାଙ୍କ ପ୍ରକୃତ ନାମ ହେଉଛି ଶୁଭଲଗ୍ନା ପାଣିଗ୍ରାହୀ ଓ ତାଙ୍କର ପ୍ରକୃତ ଘରେ ହେଉଛି ବାଲେଶ୍ଵର ଜିଲ୍ଲାରେ ।

ଶୁଭଲଗ୍ନା ଫକିର ମୋହନ ୟୁନିଭର୍ସିଟିରୁ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି । ସବୁ ଗୁଣରେ ପରିପୂର୍ଣ୍ଣ ଥିବା ଶୁଭଲଗ୍ନା ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ରିଆଲିଟି ସୋର ବିଜେତା ହୋଇପାରିଛନ୍ତି । ବନ୍ଧୁଗଣ ଶୁଭଲଗ୍ନା ନିଜ ବାପା ମା, ଭଉଣୀ ଓ ସ୍ଵାମୀଙ୍କ ସହ ରହୁଛନ୍ତି । ଶୁଭଲଗ୍ନାଙ୍କ ମାଙ୍କ ନାମ ହେଉଛି ନିବେଦିତା ପାଣିଗ୍ରାହୀ ଓ ଶୁଭଲଗ୍ନାଙ୍କ ଭଉଣୀ ନାମ ହେଉଛି ଅନନ୍ୟା ପାଣିଗ୍ରାହୀ । ବନ୍ଧୁଗଣ ଶୁଭଲଗ୍ନା ସବୁଠାରୁ ଅଧିକ ନିଜ ଭଉଣୀକୁ ଭଲ ପାନ୍ତି ।


ଶୁଭଲଗ୍ନା ୨୦୧୯ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଶୁଭ୍ରାଂଶୁ ଶେଖର ପଣ୍ଡା । ବର୍ତ୍ତମାନ ଶୁଭଲଗ୍ନା ନିଜ ପରିବାର ସହ ବହୁତ ଅଧିକ ଖୁସିରେ ରହୁଛନ୍ତି । ଏହି ରିଆଲିଟି ସୋ ଜିତିବା ପରେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶୁଭଲଗ୍ନାଙ୍କ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *