ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀମାନେ ଅଧିକାଂଶ ସମୟ ନିଜର ଡ୍ରେସିଙ୍ଗ ଷ୍ଟାଇଲ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କୁ ନିଜ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଛି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଡ୍ରେସ ପାଇଁ ଲଜ୍ଜିତ ଓ ଟ୍ରୋଲର ଶିକାର ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରିୟାଙ୍କା ଚୋପଡା । ପ୍ରିୟାଙ୍କା ବର୍ତ୍ତମାନ ବଲିଉଡ ଓ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିସାରିଛନ୍ତି । ପ୍ରିୟାଙ୍କା ଅଧିକାଂଶ ସମୟ ସୋସିଆଲ ମିଡିଆରେ ନିଜ ଡ୍ରେସ ପାଇଁ ବହୁତ ଚର୍ଚାରେ ରୁହନ୍ତି । ହେଲେ ଗ୍ରେମୀ ଆୱାର୍ଡ ଫଙ୍କସନରେ ପ୍ରିୟାଙ୍କା ଏକ ଧଳା ରଙ୍ଗର ରିଭିଲିଙ୍ଗ ଗାଉନ ପିନ୍ଧି ଥିଲେ । ସେହି ଡ୍ରେସରେ ପ୍ରିୟାଙ୍କାଙ୍କ କ୍ଲିଭେଜ ଓ ନାଭି କ୍ଲିଅର ନଜର ଆସୁଥିଲା । ବନ୍ଧୁଗଣ ଏହି ଡ୍ରେସ ପାଇଁ ପ୍ରିୟାଙ୍କା ବହୁତ ଚର୍ଚାରେ ଥିଲେ ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ପ୍ରିୟାଙ୍କାଙ୍କୁ ବହୁତ ମାତ୍ରରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା ।
ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଡ୍ରେସ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଏହି ବର୍ଷ ଦୀପିକାଙ୍କୁ ରେଡିଓ ମିର୍ଚି ଆୱାର୍ଡରେ ଏକ ଅଜବ ଡ୍ରେସରେ ଦେଖାଯାଇଥିଲା । ତାଙ୍କର ସେହି ଡ୍ରେସକୁ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ଇଭେଣ୍ଟରେ ଦୀପିକା ଏକ କଳା ରଙ୍ଗର ବଡି ସୁଟ ପିନ୍ଧିଥିଲେ । ଏହି ଡ୍ରେସ ପାଇଁ ଦୀପିକାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । କାରଣ ଏହି ଡ୍ରେସ ତାଙ୍କ ସୁନ୍ଦରତା କୁ ପୁରା ପୁରି ବର୍ବାଦ କରୁଥିଲା ଯାହାକୁ ତାଙ୍କର ସବୁଠୁ ଖରାପ ଡ୍ରେସିଂ ସେନ୍ସ ବୋଲି କୁହାଯାଇଥିଲା ।
ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ମଲାଇକା ଅରୋରା । ମଲାଇକା ଅଧିକାଂଶ ସମୟ ନିଜ ଡ୍ରେସ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ହେଲେ ଏହି ବର୍ଷ ହୋଇଥିବା ମିସ୍ ଡିଭା ଇଭେଣ୍ଟରେ ମଲାଇକା ଏକ ହଳଦିଆ ରଙ୍ଗର ରିଭିଲିଙ୍ଗ ଗାଉନ ପିନ୍ଧି ଆସିଥିଲେ । ଏହି ଡ୍ରେସ ପାଇଁ ମଲାଇକାଙ୍କୁ ବହୁତ ଲଜ୍ଜିତ ଓ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । କାରଣ ଏହି ଡ୍ରେସରେ ତାଙ୍କର କ୍ଲିଭେଜ କ୍ଲିଅର ନଜର ଆସୁଥିଲା ।
ସୋନମ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନମ କପୁର । ସୋନମ ନିଜ ଫ୍ୟାସନ ସେନ୍ସ ପାଇଁ ଅଧିକାଂଶ ସମୟ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ତଳେ ଅନିଲ କପୁର ଓ ସୋନମ କପୁର ଏକ ସହ ନଜର ଆସିଥିଲେ । ହେଲେ ସେହି ଇଭେଣ୍ଟରେ ସୋନମ ଏକ ରିଭିଲିଙ୍ଗ ବ୍ଲାକ ଗାଉନ ପିନ୍ଧି ଆସିଥିଲେ, ଯାହା ଫଳରେ ତାଙ୍କୁ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । କାରଣ ଏହି ଡ୍ରେସ ତାଙ୍କ ବ୍ରେଷ୍ଟ ପୋର୍ସନକୁ ହାଇଲାଇଟ କରୁଥିଲା ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ