ଶାଶୁଘରେ ଗୁରୁବାର ମାଣବସା ଓଷା କିପରି ପାଳନ କଲେ ବଙ୍ଗଳା ଅଭିନେତ୍ରୀ Jhilik Bhatacharya

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଅଭିନେତ୍ରୀ ମାନେ ସବୁବେଳେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି ଏକିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟଚାର୍ଜ୍ୟ । ଆପଣ ମାନେ ସମସ୍ତେ ବହୁତ ଓଡିଆ ଫିଲ୍ମରେ ଝିଲିକଙ୍କ ଅଭିନୟକୁ ଦେଖିଥିବେ ।

ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ ବଡ ଫିଲ୍ମରେ ଝିଲିକ ନିଜର ଅଭିନୟର ଜଲବା ଦେଖାଇଛନ୍ତି । ଲୋକମାନେ ଝିଲିକଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଝିଲିକଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଏହି ଭିଡିଓଟି ହେଉଛି ମାଣବସା ଗୁରୁବାରର ଭିଡିଓ । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହେଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଝିଲିକଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ଅଧିକ ରୁଚି ଥିଲା । ସେ ଓଡିଆ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି  ।

ସେ ଆମ ଅଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଝିଲିକ ବିଧାୟକ ପ୍ରୀତି ରଞ୍ଜନ ଘଡିଙ୍କୁ ବିବାହ କରି ଓଡିଆ ବୋହୁ ସାଜିଛନ୍ତି । ବଙ୍ଗାଳୀରୁ ଓଡିଆ ବୋହୁ ସାଜିବା ପରେ ଝିଲିକ ଓଡିଆ ଧର୍ମର ସମସ୍ତ ରୀତିନୀତିକୁ ବହୁତ ସୁନ୍ଦର ଭାବରେ ମଧ୍ୟ ପାଳନ କରୁଛନ୍ତି ।

ଝିଲିକଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଝିଲିକ ନିଜର ଶାଶୁଘରେ ମାଣବସା ଗୁରୁବାର ପାଳୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଝିଲିକ ଭଗବାନଙ୍କ ସାମ୍ନାରେ ରହି ପୂଜା କରୁଥିବାର ଓ ଓଳିକି ହେଉଥିବାର ନଜର ଆସୁଛନ୍ତି ।

ବଙ୍ଗାଳୀ ହୋଇ ମଧ୍ୟ ଝିଲିକ ଆମ ଓଡିଆ ପର୍ବ ପର୍ବାଣିକୁ ବହୁତ ସୁନ୍ଦର ଭାବରେ ପାଳନ କରୁଥିବାର ବହୁତ ଥର ନଜର ଆସିଛନ୍ତି । ଝିଲିକଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଝିଲିକଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ବହୁତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି ଓ ଏହା ସହିତ ଝିଲିକଙ୍କୁ ସମ୍ମାନ ମଧ୍ୟ ଦେଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *