3 ଟି ମା’ ଓ 3 ଟି ବାପାଙ୍କ ପୁଅ ଅଟନ୍ତି ୪୦ ବର୍ଷର Sahid Kapoor, ଜାଣନ୍ତୁ ତାଙ୍କର ପରିବାର ର ରହସ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସାହିଦ କପୁର । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାହିଦ କପୁରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ସହିଦଙ୍କ ଜନ୍ମ ୨୫ ଫେବୃୟାରି ୧୯୮୧ ମସିହାରେ ଦିଲ୍ଲୀରେ ହୋଇଥିଲା । ଏହି କିଛି ଦିନ ତଳେ ସାହିଦଙ୍କର ୪୦ ତମ ଜନ୍ମ ଦିନ ପାଳନ ହୋଇଥିଲା । ବନ୍ଧୁଗଣ ସାହିଦ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି । ସେ ମୀରା ରାଜପୁତଙ୍କ ସହ ବିବାହ କରିଛନ୍ତି । ମୀରାଙ୍କ ପୂର୍ବରୁ ତାଙ୍କ ଜୀବନରେ ବହୁତ ବଲିଉଡ ଅଭିନେତ୍ରୀ ଆସିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସାହିଦଙ୍କର ତିନୋଟି ବାପା ଓ ମାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ବନ୍ଧୁଗଣ ସାହିଦଙ୍କର ପ୍ରକୃତ ମାତା ପିତା ହେଉଛନ୍ତି ପଙ୍କଜ କପୁର ଓ ନିଲିମା ଆଜିମ । ଏହି ଦୁଇଜଣ ୧୯୭୫ ମସିହାରେ ବିବାହ କରିଥିଲେ । ଏହି ବିବାହ ପରେ ସହିଦ ୧୯୮୧ ମସିହାରେ ଜନ୍ମ ହୋଇଥିଲେ । ସାହିଦ ଜନ୍ମ ହେବାର ୩ ବର୍ଷ ପରେ ପଙ୍କଜ ଓ ନିଲିମାଙ୍କର ତଲାକ ହୋଇଯାଇଥିଲା । ତଲାକ ପରେ ସାହିଦ ନିଜ ମା ନିଲିମାଙ୍କ ସହ ରହିଥିଲେ ।

ନିଲିମାଙ୍କୁ ତଲାକ ଦେବା ପରେ ପଙ୍କଜ ୧୯୮୯ ମସିହାରେ ଅଭିନେତ୍ରୀ ସୁପ୍ରିୟା ପାଠକଙ୍କ ସହ ବିବାହ କରିଥିଲେ । ସୁପ୍ରିୟା ପାଠକ ହେଉଛନ୍ତି ସହିଦଙ୍କର ଦୁତୀୟ ମା । ହେଲେ ଅନ୍ୟ ପକ୍ଷରେ ସହିଦଙ୍କ ମା ନିଲିମା ତଲାକ ପରେ ୧୯୯୦ ମସିହାରେ ଅଭିନେତା ରାଜେସ ଖଟରଙ୍କ ସହ ବିବାହ କରିଥିଲେ । ରାଜେସ ହେଉଛନ୍ତି ସହିଦଙ୍କର ଦୁତୀୟ ପିତା । ହେଲେ ୧୧ ବର୍ଷ ପରେ ୨୦୦୧ ମସିହାରେ ନିଲିମା ଓ ରାଜେସଙ୍କର ତଲାକ ହୋଇଗଲା ।

ରାଜେସଙ୍କୁ ତଲାକ ଦେବା ପରେ ନିଲିମା ଉସ୍ତାତ ରଜା ଅଲି ଖାନଙ୍କ ସହ ତୃତୀୟ ବିବାହ କରିଥିଲେ । ରଜା ଅଲି ଖାନ ହେଉଛନ୍ତି ସହିଦଙ୍କର ତୃତୀୟ ପିତା । ଅନ୍ୟ ପକ୍ଷରେ ସାହିଦଙ୍କର ଦୁତୀୟ ସାହିଦଙ୍କର ଦୁତୀୟ ପିତା ନିଲିମାଙ୍କୁ ତଲାକ ଦେଇ ୨୦୦୭ ମସିହାରେ ଅଭିନେତ୍ରୀ ବନ୍ଦନା ରାଜନାନୀଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ବନ୍ଦନା ହେଉଛନ୍ତି ସାହିଦଙ୍କର ତୃତୀୟ ମା । ତା ହେଲେ ବନ୍ଧୁଗଣ ଏହିପରି ଭାବରେ ସାହିଦଙ୍କର ତିନୋଟି ବାପା ଓ ତିନୋଟି ମା ହୋଇ ସାରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *