Bigg Boss 14 ଜିତିବା ର ଶୁଭେଚ୍ଛା ଜଣାଇ Rubina ଙ୍କୁ ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ସ୍ଵାମୀ Abhinav Shukla ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବିଗ୍ ବସ୍ ସିଜନ ୧୪ ଟିଭି ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ‘ରୁବିନା ଦିଲାଇକ’ ଜିତି ସାରିଛନ୍ତି। ତାଙ୍କର ଜିତିବା ଖୁସି ରେ ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଶୁଭକାମନା ପ୍ରଦାନ କରିଛନ୍ତି। ଏହା ସହିତ ରୁବିନା ଙ୍କ ପରିବାର ସଦସ୍ୟ ଓ ବନ୍ଧୁ ବାନ୍ଧବ ତାଙ୍କୁ ଏକ୍ସପେନ୍ସିଭ ଗିଫ୍ଟ ମଧ୍ୟ ପ୍ରଦାନ କରିଛନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଅଭିନେତ୍ରୀ ରୁବିନା ଦିଲାଇକ ଙ୍କୁ ମିଳିଥିବା ୧୦ଟି ଏକ୍ସପେନ୍ସିଭ ଗିଫ୍ଟ ସମ୍ବନ୍ଧରେ। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧. ଅଭିନବ ଶୁକ୍ଳା- ଅଭିନେତ୍ରୀ ରୁବିନା ଦିଲାଇକ ଙ୍କ ପତି ଅଭିନବ ଶୁକ୍ଳା ତାଙ୍କ ପତ୍ନୀ ଙ୍କ ଜିତିବା ଖୁସି ରେ ତାଙ୍କୁ ଗିଫ୍ଟ ସ୍ୱରୂପ ମୁମ୍ବାଇ ରେ ଏକ ଆପାର୍ଟମେଂଟ ଦେଇଛନ୍ତି। ଯାହାର ମୂଲ୍ୟ ୧ କୋଟି ଟଙ୍କା ଅଟେ।

୨. ଗୋପାଲ୍ ଦିଲାଇକ- ଅଭିନେତ୍ରୀ ରୁବିନା ଦିଲାଇକ ଙ୍କ ପିତା ଗୋପାଲ୍ ଦିଲାଇକ ନିଜ ଝିଅ ଙ୍କ ଜିତିବା ଖୁସି ରେ ତାଙ୍କୁ ଶୁଭକାମନା ଦେଇଛନ୍ତି ଏବଂ ଗିଫ୍ଟ ରେ ଏକ କାର୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୨୦ ଲକ୍ଷ ଟଙ୍କା ଅଟେ।

୩. ରୋହିନୀ ଦିଲାଇକ- ରୋହିନୀ ରୁବିନା ଦିଲାଇକ ଙ୍କ ସାନ ଭଉଣୀ ଅଟନ୍ତି। ସେ ବିଗ୍ ବସ୍ ରେ ନିଜ ଭଉଣୀ ଙ୍କୁ ସପୋର୍ଟ କରିବା ପାଇଁ ମଧ୍ୟ ଆସିଥିଲେ। ଏହି ଖୁସି ର ମହଲ ରେ ରୋହିନୀ ନିଜ ବଡ଼ ଭଉଣୀ ରୁବିନା ଙ୍କୁ ଏକ ଡାଇମଣ୍ଡ ସେଟ୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୧୫ଲକ୍ଷ ଟଙ୍କା ଅଟେ।

୪. ନିକି ତାଂବୋଲି- ବିଗ୍ ବସ୍ ସିଜନ ର ଶେଷ ଆଡ଼କୁ ନିକି ଏବଂ ରୁବିନା ଙ୍କ ମଧ୍ୟରେ ଭଲ ସଂପର୍କ ସ୍ଥାପନ ହୋଇଥିଲା। ନିକି ରୁବିନା ଙ୍କୁ ନିଜ ବଡ଼ ଭଉଣୀ ମାନିଥିଲେ।ନିକି ରୁବିନା ଙ୍କୁ ଜିତିବା ଖୁସି ରେ ଏକ ମେକ୍ଅପ କୀଟ୍ ଗିଫ୍ଟ କରିଥିଲେ। ଯାହାର ଦାମ ୭ଲକ୍ଷ ଟଙ୍କା ଅଟେ।

୫. ଅଲ୍ଲୀ ଗୋନି- ବିଗ୍ ବସ୍ ହାଉସ ରେ ଅଲ୍ଲୀ ଓ ରୁବିନା ପରସ୍ପର ଙ୍କୁ ଭାଇ ଭଉଣୀ ମାନୁଥିଲେ।ରୁବିନା ଙ୍କ ଜିତିବା ଖୁସି ରେ ଅଲ୍ଲୀ ତାଙ୍କୁ ସବ୍ୟସାଚୀ ଶାଢ଼ୀ ଗିଫ୍ଟ କରିଥିଲେ। ଯାହାର ଦାମ ୮ଲକ୍ଷ ଟଙ୍କା ଅଟେ।

୬. ରାହୁଲ ବୈଦ୍ୟ- ବିଗ୍ ବସ୍ ହାଉସ ରେ ରାହୁଲ ଓ ରୁବିନା ପରସ୍ପର ଙ୍କ ସହିତ ସବୁବେଳେ ଝଗଡ଼ା କରିଥିଲେ। କିନ୍ତୁ ଏହି ସୋ ସରିବା ପରେ ଉଭୟ ସବୁ ତିକ୍ତତା କୁ ଭୁଲି ଯାଇଥିଲେ। ରାହୁଲ ରୁବିନା ଙ୍କ ଜିତିବା ଖୁସି ରେ ତାଙ୍କୁ ରୋଲେକ୍ସ ର ଏକ ୱାଚ ଦେଇଥିଲେ। ଯାହାର ଦାମ ୧.୫ ଲକ୍ଷ ଟଙ୍କା ଅଟେ।

୭. ରାକ୍ଷୀ ସାୱନ୍ତ- ରାଖୀ ସାୱନ୍ତ ରୁବିନା ଙ୍କୁ ବିଗ୍ ବସ୍ ଜିତିବା ଖୁସିରେ ଶୁଭକାମନା ଦେଇଥିଲେ ଏବଂ ଫୁଲ ର ବାସ୍କେଟ ପଠାଇଥିଲେ।

୮. ଜାସ୍ମିନ ବାସୀନ- ରୁବିନା ଓ ଜାସ୍ମିନ ଙ୍କ ମଧ୍ୟରେ ବି ଏହି ସୋ ରେ ଝଗଡ଼ା ହୋଇଥିଲା। କିନ୍ତୁ ରୁବିନା ଙ୍କ ଜିତିବା ପରେ ଜାସ୍ମିନ ତାଙ୍କୁ ଏକ ଗୋଲ୍ଡ ଚେନ୍ ଗିଫ୍ଟ କରିଥିଲେ। ଯାହାର ଦାମ ୯୦,୦୦୦ ଟଙ୍କା ଅଟେ।

୯. ଏହାଯାଜ ଖାଁ- ରୁବିନା ଙ୍କ ବିଗ୍ ବସ୍ ଜିତିବା ଖୁସି ରେ ଏହାଯାଜ ତାଙ୍କୁ ଆଇଫୋନ 11ପ୍ରୋ ଗିଫ୍ଟ କରିଥିଲେ। ଯାହାର ଦାମ ୧ଲକ୍ଷ ଟଙ୍କା ଅଟେ।

୧୦. ପବିତ୍ରା ପୁଣ୍ୟା- ରୁବିନା ଙ୍କ ବିଗ୍ ବସ୍ ଜିତିବା ଖୁସିରେ ପବିତ୍ରା ତାଙ୍କୁ ଶୁଭକାମନା ଦେଇଥିଲେ ଏବଂ ତାଙ୍କ ପାଇଁ ଏକ ସରପ୍ରାଇସ ପାର୍ଟି ଆରେଞ୍ଜ କରିଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *