ବୟଫ୍ରେଣ୍ଡ ସହ ଲିକ ହୋଇ ଯାଇଥିଲା ଏହି Actress ଙ୍କ ଏମଏମଏସ, 90 ସେକେଣ୍ଡ ପର୍ଯ୍ୟନ୍ତ ଦୁଇ ଜଣ କରୁଥିଲେ ଖରାପ କାମ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି  । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ରିୟା ସେନ ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ କେତେକ ଫିଲ୍ମରେ ରିୟା ସେନଙ୍କୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ରିୟା ସେନଙ୍କ ଜୀବନ ସହ ଜଡିତ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ରିୟା ସେନ ଆଜିକୁ ୪୦ ବର୍ଷ ବୟସର ହୋଇସାରିଛନ୍ତି । ରିୟାଙ୍କ ଜନ୍ମ ୨୪ ଜାନୁୟାରୀ ୧୯୮୧ ମସିହାରେ ପଶ୍ଚିମ ବଙ୍ଗାଲର ରାଜଧାନୀ କଲିକତାରେ ହୋଇଥିଲା । ରିୟାଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ବନ୍ଧ ରଖିଥିଲେ । ରିୟାଙ୍କ ମା ମୁନମୁନ ସେନ, ପିଇଶି ସୁଚିତ୍ରା ସେନ ଓ ଭଉଣୀ ରାଈମା ସେନ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ।

ରିୟା ମଧ୍ୟ ପିଲା ଦିନରୁ ଅଭିନୟରେ ରୁଚି ରଖିଥିଲେ ସେ ବଲିଉଡରେ କେତେକ ଫିଲ୍ମରେ ଅଭିନୟ କରିଛନ୍ତି ହେଲେ ସେ ନିଜ ମା ଓ ଭଉଣୀଙ୍କ ପରି ସଫଳତା ପାଇନାହାନ୍ତି । ଗତକାଲି ରିୟାଙ୍କର ୪୦ତମ ଜନ୍ମ ଦିବସ ପାଳନ ହୋଇଥିଲା । ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ରିୟା ସେନ ପ୍ରଥମେ ଏକ ଶିଶୁ କଳାକାର ରୂପେ ନିଜ ଅଭିନୟ କାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ବିଷକନ୍ୟା’ ।

ଏହି ଫିଲ୍ମ ପରେ ସେ ଫାଲ୍ଗୁନୀ ପାଠକଙ୍କ ଆଲବମ ସଙ୍ଗ ‘ୟାଦ ପିଆ କେ ଆନି ଲଗି’ ରେ ନଜର ଆସିଥିଲେ । ଏହି ଗୀତ ପରେ ରିୟା ବଲିଉଡ ଫିଲ୍ମ ‘ଷ୍ଟାଇଲ, ହିଙ୍ଗଲିଶ, ଝଙ୍କାର ବିଟ୍ସ, ସାଦି ନମ୍ବର ୧, ଅପ୍ନା ସପନା ମନି ମନୀ ଓ କେତେକ ମଳୟାଲାମ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଫିଲ୍ମ ଅପେକ୍ଷା ରିୟା ନିଜ ପର୍ଶନାଲ ଲାଇଫ ପାଇଁ ଅଧିକ ଚର୍ଚାରେ ରହିଛନ୍ତି ।


୨୦୦୫ ମସିହାରେ ତାଙ୍କ ନାମ ଅସ୍ମିତ ପଟେଲଙ୍କ ସହ ଯୋଡା ଯାଇଥିଲା । ଏହି ଦୁଇଜଣ ଫିଲ୍ମ ‘ସିଲସିଲେ’ରେ ଅଭିନୟ କରିବା ଦ୍ଵାରା ପରସ୍ପର ସହ ପ୍ରେମ କରି ବସିଥିଲେ । ଗୋଟେ ସମୟରେ ଏହି ଦୁଇଜଣଙ୍କର ଏମଏମଏସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଏହି ଭିଡିଓଟି ହେଉଛି ଏକ ହୋଟେଲର, ଯେଉଁଠି ରିୟା ଓ ଅସ୍ମିତ ଗୋଟିଏ ରୁମରେ ଆପତ୍ତିଜନକ ଅବସ୍ଥାରେ ନଜର ଆସିଥିଲେ ।

ବନ୍ଧୁଗଣ ଏହି ଭିଡିଓଟି ୯୦ ସେକେଣ୍ଡର ଥିଲା ଓ ଏହି ଭିଡିଓକୁ ଅସ୍ମିତ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସେହି ସମୟରେ ବଲିଉଡରେ ବହୁତ ବାଦବିବାଦ ହୋଇଥିଲା । ହେଲେ କିଛି ବର୍ଷ ପରେ ସବୁକିଛି ଠିକ ହେବା ପରେ ରିୟା ୨୦୧୭ ମସିହାରେ କରୀୟଗ୍ରାଫର ଶିବମ ତିବାରିଙ୍କ ସହ ବିବାହ କରିଥିଲେ ଓ ବର୍ତ୍ତମାନ ସେ ବଲିଉଡକୁ ତ୍ୟାଗ କରି ନିଜ ବୈବାହିକ ଜୀବନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *