ରିଅଲ ଲାଇଫ ରେ ବି ନଣନ୍ଦ ଭାଉଜ ଅଟନ୍ତି TV ର ଏହି ଫେମସ Actresses

ଟିଭି ଇଣ୍ଡରଷ୍ଟ୍ରିର ଲୋକପ୍ରିୟ କାଳାକାର ମାନେ ସବୁବେଳେ ସେମାନଙ୍କର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ଅଭିନେତ୍ରୀ ମାନଙ୍କୁ ସୋ ରେ ସେମାନଙ୍କର ନଣନ୍ଦ ଓ ଭାଉଜଙ୍କ ସହିତ ସେମାନଙ୍କ ବ୍ୟବହାର ଆପଣ ଦେଖିଥିବେ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ଅସଲି ଜୀବନରେ ସେମାନେ ସେମାନଙ୍କ ନଣନ୍ଦ ଓ ଭାଉଜଙ୍କ ସହିତ କିପରି ରହିଥାନ୍ତି । ତେବେ ପ୍ରଥମେ ଆସନ୍ତୁ ଜାଣିବା ଟିଭି ସୋ ର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଦହିୟାଙ୍କ ବିଷୟରେ ।

ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଦହିୟା ତାଙ୍କ କୋ ଷ୍ଟାର ବିବେକ ଦହିୟାଙ୍କ ସହିତ ୨୦୧୭ ମସିହାରେ ବିବାହ କରିଥିଲେ ।ସେ ଟିଭି ସୋ ରେ ଜଣେ ବହୁତ ଭଲ ବୋହୁ ର ରୋଲ ନିଭେଇଥାନ୍ତି । ସେ ରିଅଲ ଲାଇଫରେ ତାଙ୍କ ଶସୁରଙ୍କୁ ବହୁତ ଭଲ ଏବଂ ସ୍ନେହ ଦେଇଥାନ୍ତି । ସେ ସବୁବଳେ ତାଙ୍କ ନଣନ୍ଦ ରିୟାଙ୍କ ସହିତ ବହୁତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ସେହିପରି ମଧୁବାଲା ନାମରେ ଘରେ ଘରେ ପରିଚିତ ଦୃଷ୍ଟି ଧାମିଙ୍କର ନିରଜ ଖେମକାଙ୍କ ସହିତ ହୋଇଛି । ସେହିପରି ଅଭିନେତ୍ରୀ ସୁହାସି ଧାମି , ଯିଏକି ବୋ ଅପନା ସା ରେ ମୁଖ୍ୟ ଭିକାରେ ଅଭିନୟ କରିଥିଲେ ତାଙ୍କର ବିବାହ ଦୃଷ୍ଟି ଧାମିଙ୍କ ଭାଇ ଜୟଶ୍ରୀ ଧାମୀଙ୍କ ସହିତ ହୋଇଛି ।

ତେଣୁ ଏହି ନଣନ୍ଦ ଓ ଭାଉଜଙ୍କ ଯୋଡି ରିଅଲ ଲାଇଫରେ ବହୁତ ସୁନ୍ଦର ଅଟେ । ସେମାନେ ସବୁବେଳେ ସାଥି ହୋଇ ବହୁତ ସମୟ ବିତାଇ ଥାନ୍ତି । ସେମାନେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥାନ୍ତି ।

ଏହା ପରେ ‘ସସୁରାଲ ସୀମର କା’ ଟିଭି ସୋ ର ଅଭନେତ୍ରୀ ଦୀପିକା କକ୍କର କିଛିଦିନ ତଳେ ସୋଏବ ଇବ୍ରାହିମଙ୍କୁ ବିବାହ କରିଛନ୍ତି । ସେ ତାଙ୍କ ଶ୍ୱଶୁର ଘରେ ବହୁତ ଭଲ ଭାବରେ ଚଳୁଥିବାର ଦେଖାଯାଉଛି । ସେ ସବୁବଳେ ତାଙ୍କ ଶ୍ୱଶୁର ଘର ଲୋକ ମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଥିବାର ଦେଖାଯାଉଛି । ସେ ମଧ୍ୟ ତାଙ୍କ ନଣନ୍ଦଙ୍କ ସହିତ ସୋସିଆଲ ମିଡିଆରେ ବହୁତ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି ।

ସେହିପରି ସଲ୍ଗୁନ ମେହେତାଙ୍କର ତାଙ୍କ ଭାଇ ପୁଲକେତ ଓ ତାଙ୍କ ସ୍ତ୍ରୀ ବା ତାଙ୍କ ଭାଉଜଙ୍କ ସହିତ ବହୁତ ଭଲ ସମ୍ବନ୍ଧ ରହିଥିବାର ଦେଖାଯାଉଛି । ପୂର୍ବ ବର୍ଷ ସଲ୍ଗୁନ ମେହେତାଙ୍କ ଭାଇଙ୍କ ବାହାଘର ହୋଇଥିବା ବେଳେ , ଏଜି ବାହାଘରକୁ ସଲ୍ଗୁନ ମେହେତା ହୋଷ୍ଟ କରିଥିଲେ । ସଲ୍ଗୁନ ମେହେତା ଏବଂ ଚାରୁ ଏକା ସହିତ ବହୁତ ଭଲ ରିଲେଶନରେ ଥିବାର ଦେଖିବାକୁ ମିଳିଛି । ସେମାନେ ଦୁହେଁ ଘରେ ବହୁତ ମଜା କରୁଥିବାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

ଆପଣକୁ ଆମର ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଏମିତି ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *