ଦେଖନ୍ତୁ ପୁଅ ଗ୍ଵାନ ସହ କିପରି ମସ୍ତି କରୁଛନ୍ତି Babushan…ହସି ହସି ଗଡିଲେ ଫ୍ୟାନ୍ସ

ବନ୍ଧୁଗଣ, ଆପଣ ମାନେ ଓଲିଉଡ ଅଭିନେତା ବାବୁସାନ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜ ଅଭିନୟ ଜରିଆରେ ଦର୍ଶକ ଙ୍କ ହୃଦୟରେ ଘର କରି ରହିଛନ୍ତି । ଦରସକେ ତାଙ୍କ ଅଭିନୟ କୁ ବେସ ଭଲପାଇବା ଦେଇ ଆସିଛନ୍ତି । ତାଙ୍କ ଅଭିନୟ ଏକ ନ୍ୟାଚୁରାଲ ଅଭିନୟ ଭଳି ପ୍ରତୀକ ହୁଏ । କିଛି ଦିନ ତଳେ ଏକ ଏଭଳି ଘଟଣା ଘଟିଥିଲା ଯେଉଁଥିରେ ବାବୁସାନ ଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଭାଙ୍ଗିବାରେ ବସିଥିଲା । କିନ୍ତୁ ନିଜ ଭୁଲ କୁ ବୁଝିପାରି ନିଜ ପରିବାରକୁ ପୂନ୍ନର୍ବାର ଫେରି ଆସିଥିଲେ ବାବୁସାନ ।

ଏହାପରେ ତାଙ୍କର “ଦମନ” ଫିଲ୍ମ ଏଭଳି ଭାବରେ ଲୋକଙ୍କ ମନକୁ ଛୁଇଁଲା ଯେ ସେ ଭାରତ ବାହାରେ ମଧ୍ୟ ନିଜର ପରିଚୟ ବିସ୍ତାର କରିଲେ । ବର୍ତ୍ତମାନ ଏକ ଏଭଳି ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଛି, ଯେଉଁଥିରେ ବାବୁସାନ ନିଜ ପୁଅ ଗ୍ଵାନ ଙ୍କ ସହିତ ଖେଳୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ବାବୁସାନ ନିଜ ପୁଅ ଗ୍ଵାନ ସହିତ ଖୁବ ମସ୍ତି କରୁଥିବାର ନଜର ଆସିଥିଲେ । ବାବୁସାନ ମିଛି ମିଛିକା କାନ୍ଦୁଥିବାର ନଜର ଆସିଥିଲେ । ତାଙ୍କ ପୁଅ ଗ୍ଵାନ ଡାଡା ଡାଡା ହୋଇ ହସି ହସି ଚୁପ କରାଉ ଥିବାର ନଜର ଆସିଥିଲେ । ଏ ସବୁକୁ ମା’ ଅପରାଜିତା ଏବଂ ସ୍ତ୍ରୀ ତୃପ୍ତି ଦେଖୁଥିଲେ । ବାପା ବାବୁସାନ ଙ୍କ ଦମଦାର ଅଭିନୟ ସାଙ୍ଗକୁ ପୁଅ ଗ୍ଵାନ ର ଅଭିନୟ ମଧ୍ୟ କିଛି କମ ନଥିଲା ।

ବାବୁସାନ ଯେମମିତି ପୁଅ ସହିତ ମସ୍ତି କରି ଖେଳୁଥିଲେ, ଠିକ ସେହିଭଳି ଗ୍ଵାନ ମଧ୍ୟ ବାବୁସାନ ଙ୍କ ସହିତ ଖେଳୁଥିଲେ । ତେବେ ବାବୁସାନ ବାର୍ତ୍ତମାନ ନିଜ କାମର ଅବଶିଷ୍ଟ ସମୟ ନିଜ ପରିବାରକୁ ଦେଉଛନ୍ତି । ମା’ ଅପରାଜିତା, ସ୍ତ୍ରୀ ତୃପ୍ତି ଏବଂ ପୁଅ ଗ୍ଵାନ ଙ୍କ ସହିତ ହସି ଖେଳି ଜୀବନ ବିତାଉ ଥିବାର ନଜର ଆସିଛନ୍ତି ବାବୁସାନ । ବାବୁସାନ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏ ସବୁ ଦେଖି ବହୁତ ଖୁସି ଅଛନ୍ତି ।

ସେମାନେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି କହିଛନ୍ତି ଯେ ଆଗକୁ ଏହିଭଳି ହସିଖେଳି ତଥା ଓଡିଶାବାସୀ ଙ୍କୁ “ଦମନ” ଭଳି ଭଲ ଭଲ ଚଳଚିତ୍ର ଦେଇ ମନୋରଞ୍ଜନ କରାନ୍ତୁ ବାବୁସାନ । ବାବୁସାନ ନିଜ ପୁଅ ଗ୍ଵାନ ଙ୍କୁ ବହୁତ ଭଲ ପାଉଥିବାର ଝଲକ ଏଠାରେ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମଗତମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *