ଯାତ୍ରା stage ଉପରେ Pragyan ଙ୍କ ଦମଦାର କମେଡି, ହସି ହସି ଗଡିଲେ ଦର୍ଶକ, ଦେଖନ୍ତୁ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଦମଦାର କମେଡିଆନ ପ୍ରଜ୍ଞା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜ କମେଡି ଦ୍ଵାରା ସମସ୍ତଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ଆଜି ଆମ୍ଭେ ଆପଣଙ୍କୁ ପ୍ରଜ୍ଞା ଙ୍କର କମେଡି ର କିଛି ଝଲକ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ପ୍ରଜ୍ଞା ଯାତ୍ରା ଷ୍ଟେଜ କୁ ଯାଇଥିଲେ ପର୍ଫର୍ମ କରିବାକୁ ସେଠାରେ ଯାଇ ଷ୍ଟେଜ ଉପରେ କିଛି ମଜାଦାର କଥା କହିଥିଲେ ।

ପ୍ରଜ୍ଞା କହିଥିଲେ ଯେ ଦର୍ଶକ ସବୁବେଳେ କଳା କୁ ଭଲ ପାଆନ୍ତି, ପ୍ରଜ୍ଞା ଦର୍ଶକ ଙ୍କୁ କହିଥିଲେ ଯେ ବନ୍ଧୁଗଣ ପ୍ରକୃତରେ ଏଠାରେ ଯେତେ ଲୋକ ବସିଛନ୍ତି ସମସ୍ତେ ବିଦ୍ୟାଳୟ ଜୀବନ ସାରି ଆସିଛନ୍ତି । ସେ ଯେତେବେଳେ ତାଙ୍କ ଗାଁ ସ୍କୁଲରେ ପାଠ ପଢୁଥିଲେ ସେ ଏକ ନମ୍ବର ଗଧ ଥିଲେ । ଏହିଭଳି କହିବା ଦ୍ଵାରା ସେଠାରେ ଉପସ୍ଥିତ ଥିବା ଦର୍ଶକ ଜୋରସେ ହସିବାକୁ ଲାଗିଥିଲେ ।

ଷ୍ଟେଜ ଉପରେ ପ୍ରଜ୍ଞା ନିଜ ପିଲାଦିନ ସ୍କୁଲରେ ପାଠ ପଢିବା ର ଅନୁଭୂତି ସମ୍ବନ୍ଧରେ କହି ଲୋକ ମାନଙ୍କୁ ଖୁବ ହସାଇଥିଲେ । ଏହାପରେ ପ୍ରଜ୍ଞା ପ୍ରେମୀ ଯୁଗଳଙ୍କ ବିଷୟ କୁ ନେଇ ସେ କହିଲେ ଯେ ଆଜିଭଳି ଯୁଗରେ କିଛି କଥା କହିବା ଆଗରୁ ଠାରରେ ନଚେତ ଷ୍ଟିକର ମାଧ୍ୟମରେ ସବୁ ମନର କଥା କହୁଛନ୍ତି ।

କିଏ କାହା ଉପରେ ରାଗିଲେ ତଥା ହସିବା କଥା କୁ ନେଇ ସବୁ କଥାରେ ଏଭଳି ଷ୍ଟିକର ଆସିଲାଣି ଯେ ଆଉ ଫୋନ ରେ ବେସୀ କିଏ କଥା ହେଉନାହାଁନ୍ତି । ମଣିଷ ଆଜି ଠାର ମାଧ୍ୟମରେ କଥା ହେଉଛି । ମଣିଷ ଯେତେବେଳେ ଜଙ୍ଗଲରେ ଥିଲା ସେ ହିଁ ସମସ୍ତଙ୍କ ନାମ ଦେଇଛି । ଏହାପରେ ପ୍ରଜ୍ଞା ଙ୍କୁ ଦର୍ଶକ ଙ୍କ ଭିତରୁ କେହି ଜଣେ ପଚାରିଲେ ଯେ ତୁମ ଶାଳି ମୋର କ’ଣ ହେବ ?

ପ୍ରଜ୍ଞା ହସି ହସି ତାଙ୍କୁ ଉତ୍ତର ଦେଇ କହିଲେ ଯେ ମୋର କେହି ଶାଳି ନାହାଁନ୍ତି, ଏହା ସହିତ ଦର୍ଶକ ଙ୍କୁ କହିଲେ ତୁମେ ଯାହାକୁ ବାହା ହେବ, ସେ ଝିଅ ର ଭଉଣୀ ହେବ ମୋ ଶାଳି । ଏହିଭଳି କହିଲେ ଭାବରେ ପ୍ରଜ୍ଞା ମଜାମସ୍ତି ର ସହିତ କମେଡି କରୁଥିବାର ନଜର ଆସିଥିଲେ । ଦର୍ଶକେ ବହୁଳ ଭାବରେ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *